ପଦ ଛାଡ଼ିଲେ ମେଟାର ସିଓଓ, ଲେଖିଲେ ଏମିତି କଥା

ୱାଶିଂଟନ: ଫେସବୁକର ମୂଳ କମ୍ପାନୀ ମେଟାର ସିଓଓ ପଦରୁ ଇସ୍ତଫା ଦେଇଛନ୍ତି ଶେରୟଲ ସାଣ୍ଡବର୍ଗ। ସେ ତାଙ୍କ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଥିବାରୁ ସେ ଆଜି ପଦ ଛାଡ଼ିବା ସମ୍ପର୍କରେ ଘୋଷଣା କରିଛନ୍ତି। ୫୨ ବର୍ଷୀୟ ସାଣ୍ଡବର୍ଗ ଇନଷ୍ଟାଗ୍ରାମରେ ନିଜର ବିଦାୟୀ ଭାଷଣ ଲେଖିଛନ୍ତି। ଏଥିରେ ସେ ସୋଶାଲ ନେଟୱର୍କରେ ତାଙ୍କ ଯାତ୍ରା ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଏଥିସହ ସେ ମେଟାର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଓ ଅନ୍ୟ ସହଯୋଗୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସାଣ୍ଡବର୍ଗ […]

sandberg

sandberg

Hemant Lenka
  • Published: Thursday, 02 June 2022
  • Updated: 02 June 2022, 04:23 PM IST

Sports

Latest News

ୱାଶିଂଟନ: ଫେସବୁକର ମୂଳ କମ୍ପାନୀ ମେଟାର ସିଓଓ ପଦରୁ ଇସ୍ତଫା ଦେଇଛନ୍ତି ଶେରୟଲ ସାଣ୍ଡବର୍ଗ। ସେ ତାଙ୍କ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଥିବାରୁ ସେ ଆଜି ପଦ ଛାଡ଼ିବା ସମ୍ପର୍କରେ ଘୋଷଣା କରିଛନ୍ତି। ୫୨ ବର୍ଷୀୟ ସାଣ୍ଡବର୍ଗ ଇନଷ୍ଟାଗ୍ରାମରେ ନିଜର ବିଦାୟୀ ଭାଷଣ ଲେଖିଛନ୍ତି। ଏଥିରେ ସେ ସୋଶାଲ ନେଟୱର୍କରେ ତାଙ୍କ ଯାତ୍ରା ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଏଥିସହ ସେ ମେଟାର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଓ ଅନ୍ୟ ସହଯୋଗୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସାଣ୍ଡବର୍ଗ କମ୍ପାନୀରେ ଯୋଗାଦେବା ବେଳେ ଏହାର ନାଁ ଫେସବୁକ ରହିଥିଲା। ପ୍ରଥମେ ସେ କମ୍ପାନୀରେ ୫ ବର୍ଷ କାମ କରିବେ ଭାବିଥିଲେ। କିନ୍ତୁ ଚାହୁଁଚାହୁଁ ସେ ୧୪ ବର୍ଷ ଧରି କମ୍ପାନୀ ପାଇଁ କାମ କରିଥିଲେ। ସେ ଲେଖିଛନ୍ତି, “ଏବେ ମୋ ଜୀବନର ନୂଆ ଅଧ୍ୟାୟ ଲେଖିବାକୁ ସମୟ ଆସି ଯାଇଛି। ବର୍ତ୍ତମାନ ମୋ ଫାଉଣ୍ଡେସନ ଲେନ ଇନ ଉପରେ ଅଧିକ ଫୋକସ କରିବି। ଯେତେବେଳେ ମୁଁ ମାର୍କ ଜୁକରବର୍ଗଙ୍କୁ ପ୍ରଥମେ ଭେଟିଲି ସେତେବେଳେ ମୁଁ ନୂଆ ଚାକିରି ଖୋଜୁ ନଥିଲି। କିନ୍ତୁ ତାଙ୍କ ସହ ଭେଟଘାଟ କେମିତି ଜୀବନର ଗତିପଥ ବଦଳାଇ ଦେଲା, ସେକଥା ଆଜି ଯାଏ ମୁଁ ବିଶ୍ୱାସ କରିପାରୁନି।

ମାର୍କଙ୍କ ସହ ଗୋଟିଏ ପାର୍ଟିରେ ଦେଖା ହୋଇଥିଲା। ଏହାର କିଛି ଦିନ ପରେ ଫେସବୁକକୁ ନେଇ ସେ ରଖିଥିବା ଲକ୍ଷ୍ୟ ସମ୍ପର୍କରେ ଆମେ କଥା ହୋଇଥିଲୁ। ଏହାପରେ ଧୀରେଧୀରେ ସବୁ କିଛି ଆରମ୍ଭ ହୋଇଥିଲା। କିଛି ଦିନର ଆଲୋଚନା ଓ ଡିନର ପରେ ମାର୍କ ମୋତେ ଚାକିରି ଅଫର କରିଥିଲେ। ଏହାପରେ ମୁଁ ଫେସବୁକରେ କାମ କରିଥିଲି।”

ସେ ତାଙ୍କ ସହଯୋଗୀମାନଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି। ସହଯୋଗୀମାନଙ୍କ ପାଇଁ ଆଜି ଫେସବୁକଙ୍କୁ ୩ ବିଲିୟନରୁ ଅଧିକ ଲୋକ ବ୍ୟବହାର କରୁଛନ୍ତି। ଏଥିସହ ନିଜ ନିଜର ଲୋକଙ୍କ ସହ ଯୋଡ଼ି ହୋଇଛନ୍ତି ବୋଲି ସାଣ୍ଡବର୍ଗ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story