ମାଳଦ୍ୱୀପ ପଳାଇଗଲେ ଶ୍ରୀଲଙ୍କା ରାଷ୍ଟ୍ରପତି

କଲମ୍ବୋ: ଶ୍ରୀଲଙ୍କାରେ ଅସ୍ଥିରତା ଜାରି ରହିଥିବାବେଳେ ଦେଶରୁ ପଳାୟନ କରିଛନ୍ତି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ । ପୂର୍ବରୁ ପଦରୁ ଇସ୍ତଫା ଦେଇଥିବା ରାଷ୍ଟ୍ରପତି ଗୋଟାବାୟ ମାଳଦ୍ୱୀପକୁ ଚାଲି ଆସିଥିବା ସୂଚନା ମିଳିଛି।  ଇମିଗ୍ରେସନ ଅଧିକାରୀଙ୍କ ସୂଚନା ଅନୁସାରେ ବାୟୁସେନାର ଏକ ବିମାନରେ ସେ କଲମ୍ବୋରୁ ମାଳଦ୍ୱୀପକୁ ଚାଲି ଆସିଛନ୍ତି । ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷଙ୍କ ସହ ତାଙ୍କ ପତ୍ନୀ ଓ ଜଣେ ସୁରକ୍ଷାକର୍ମୀ ଅଛନ୍ତି । ସେମାନଙ୍କର ପାସପୋର୍ଟକୁ ଇମିଗ୍ରେସନ ବିଭାଗ ପକ୍ଷରୁ ସ୍ୱୀକୃତି ପରେ ଏକ […]

sri-lanka-president-gotabaya-rajapaksa

sri-lanka-president-gotabaya-rajapaksa

Tapas Behera
  • Published: Wednesday, 13 July 2022
  • Updated: 13 July 2022, 07:55 AM IST

Sports

Latest News

କଲମ୍ବୋ: ଶ୍ରୀଲଙ୍କାରେ ଅସ୍ଥିରତା ଜାରି ରହିଥିବାବେଳେ ଦେଶରୁ ପଳାୟନ କରିଛନ୍ତି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ । ପୂର୍ବରୁ ପଦରୁ ଇସ୍ତଫା ଦେଇଥିବା ରାଷ୍ଟ୍ରପତି ଗୋଟାବାୟ ମାଳଦ୍ୱୀପକୁ ଚାଲି ଆସିଥିବା ସୂଚନା ମିଳିଛି।  ଇମିଗ୍ରେସନ ଅଧିକାରୀଙ୍କ ସୂଚନା ଅନୁସାରେ ବାୟୁସେନାର ଏକ ବିମାନରେ ସେ କଲମ୍ବୋରୁ ମାଳଦ୍ୱୀପକୁ ଚାଲି ଆସିଛନ୍ତି । ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷଙ୍କ ସହ ତାଙ୍କ ପତ୍ନୀ ଓ ଜଣେ ସୁରକ୍ଷାକର୍ମୀ ଅଛନ୍ତି । ସେମାନଙ୍କର ପାସପୋର୍ଟକୁ ଇମିଗ୍ରେସନ ବିଭାଗ ପକ୍ଷରୁ ସ୍ୱୀକୃତି ପରେ ଏକ ସ୍ୱତନ୍ତ୍ର ବିମାନରେ ମାଳଦ୍ୱୀପ ଯାଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଶ୍ରୀଲଙ୍କାର ରାଷ୍ଟ୍ରପତି ଭବନରୁ ପଳାଇବା ପରେ ସେ ଆମେରିକା ଯିବା ପାଇଁ ଭିସା ଆବେଦନ କରିଥିଲେ। କିନ୍ତୁ ଆମେରିକା ଗୋଟାବାୟାଙ୍କୁ ଭିସା ଦେବାକୁ ମନା କରିଦେଇଥିଲା । ପୂର୍ବରୁ ଗୋଟାବାୟା ରାଜପକ୍ଷଙ୍କର ଶ୍ରୀଲଙ୍କା ସମେତ ଆମେରିକାର ଦ୍ୱେତ ନାଗରିକତା ଥିଲା।

କିନ୍ତୁ ୨୦୧୯ ନିର୍ବାଚନ ପୂର୍ବରୁ ସେ ତାଙ୍କ ଆମେରିକାର ନାଗରିକତ୍ୱକୁ ଫେରାଇ ଦେଇଥିଲେ | ବାସ୍ତବରେ, ଏହି ଉତ୍ତେଜନା ଆରମ୍ଭ ପୂର୍ବରୁ ମଧ୍ୟ ସେ ଦେଶ ଛାଡି ପଳାଇବାକୁ ଚେଷ୍ଟା କରିଥିଲେ |କିନ୍ତୁ ବିମାନବନ୍ଦରରେ ଥିବା ଇମିଗ୍ରେସନ କର୍ମଚାରୀମାନେ ତାଙ୍କୁ ଦେଶ ଛାଡିବାକୁ ଦେଇନଥିଲେ। ସେପଟେ ଆସନ୍ତା ୨୦ ତାରିଖରେ ଶ୍ରୀଲଙ୍କାକୁ ମିଳିପାରେ ନୂଆ ରାଷ୍ଟ୍ରପତି।  ଜୁଲାଇ ୧୯ରେ ନାମାଙ୍କନ ଦାଖଲ ହେବ ଏବଂ ୨୦ରେ ଭୋଟ୍  ।

ମୁଖ୍ୟ ବିରୋଧୀ ଦଳ ଏସଜେବି ପକ୍ଷରୁ ସାଜିଥ ପ୍ରେମଦାସାଙ୍କୁ ଅନ୍ତରୀଣ ରାଷ୍ଟ୍ରପତି ପାଇଁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିବା ବେଳେ, ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ରାନିଲ ଓ୍ୱିକ୍ରମସିଂଘେ ମଧ୍ୟ ରାଷ୍ଟ୍ରପତି ପଦ ପାଇଁ ଆଶାୟୀ ଥିବା ଚର୍ଚ୍ଚା ହେଉଛି ।  ଏହି ରାଷ୍ଟ୍ରପତିଙ୍କ ନେତୃତ୍ୱରେ ସର୍ବଦଳୀୟ ସରକାର କାର୍ଯ୍ୟ କରିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story