ଭାଇ ମହିନ୍ଦାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ବିଦା କରିବେ ରାଷ୍ଟ୍ରପତି ରାଜପକ୍ଷ

କଲମ୍ବୋ: ଆର୍ଥିକ ସଙ୍କଟ ଯୋଗୁ ଶ୍ରୀଲଙ୍କାରେ ସୃଷ୍ଟି ହୋଇଥିବା ରାଜନୀତିକ ଅସ୍ଥିରତାରେ ଖୁବଶୀଘ୍ର ପୂର୍ଣ୍ଣଚ୍ଛେଦ ପଡ଼ିବାର ସମ୍ଭାବନା ସୃଷ୍ଟି ହୋଇଛି। ଦେଶରେ ଅନ୍ତରୀଣ ସରକାର ଗଠନ ପାଇଁ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷଙ୍କୁ ବିଦା କରିବା ପାଇଁ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ରାଜି ହୋଇଛନ୍ତି। ମହିନ୍ଦାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ବିଦା କରିବା ପାଇଁ ବିରୋଧୀ ଦଳଗୁଡ଼ିକ ଦାବି କରି ଆସୁଥିଲା। ହେଲେ ବିରୋଧୀଙ୍କ ଏହି ଦାବିକୁ ଅଣଦେଖା କରୁଥିବା ରାଷ୍ଟ୍ରପତି ଗୋଟାବାୟ ରାଜପକ୍ଷ ଏବେ କିନ୍ତୁ ଏଥିରେ ରାଜି […]

Srilanka

Srilanka

Hemant Lenka
  • Published: Friday, 29 April 2022
  • Updated: 29 April 2022, 04:28 PM IST

Sports

Latest News

କଲମ୍ବୋ: ଆର୍ଥିକ ସଙ୍କଟ ଯୋଗୁ ଶ୍ରୀଲଙ୍କାରେ ସୃଷ୍ଟି ହୋଇଥିବା ରାଜନୀତିକ ଅସ୍ଥିରତାରେ ଖୁବଶୀଘ୍ର ପୂର୍ଣ୍ଣଚ୍ଛେଦ ପଡ଼ିବାର ସମ୍ଭାବନା ସୃଷ୍ଟି ହୋଇଛି। ଦେଶରେ ଅନ୍ତରୀଣ ସରକାର ଗଠନ ପାଇଁ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷଙ୍କୁ ବିଦା କରିବା ପାଇଁ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ରାଜି ହୋଇଛନ୍ତି। ମହିନ୍ଦାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ବିଦା କରିବା ପାଇଁ ବିରୋଧୀ ଦଳଗୁଡ଼ିକ ଦାବି କରି ଆସୁଥିଲା। ହେଲେ ବିରୋଧୀଙ୍କ ଏହି ଦାବିକୁ ଅଣଦେଖା କରୁଥିବା ରାଷ୍ଟ୍ରପତି ଗୋଟାବାୟ ରାଜପକ୍ଷ ଏବେ କିନ୍ତୁ ଏଥିରେ ରାଜି ହୋଇଛନ୍ତି। ସେ ନିଜ ଭାଇ ତଥା ପ୍ରଧାନମନ୍ତ୍ରୀ ରାଜପକ୍ଷଙ୍କୁ ଶାସନ ଗାଦିରୁ ଖୁବଶୀଘ୍ର ହଟାଇବେ ବୋଲି ନିଷ୍ପତ୍ତି ନେଇଛନ୍ତି।

ରାଷ୍ଟ୍ରପତିଙ୍କ ସହ ବୈଠକ କରିବା ପରେ ସାଂସଦ ମୈତ୍ରିପାଲ ସିରସେନା କହିଛନ୍ତି, “ଜାତୀୟ ପରିଷଦ ଦେଶର ନୂଆ ପ୍ରଧାନମନ୍ତ୍ରୀଙ୍କକ ନାଁ ଘୋଷଣା କରିବ ବୋଲି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ରାଜି ହୋଇଛନ୍ତି। ସେହିପରି ଦେଶରେ ଗଠନ ହେବାକୁ ଥିବା ଅନ୍ତରୀଣ ସରକାରରେ ସବୁ ଦଳର ସଦସ୍ୟ ରହିବେ।” ଏହାର ଅର୍ଥ ରାଷ୍ଟ୍ରପତି ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଥିବା ମହିନ୍ଦାଙ୍କୁ ବରଖାସ୍ତ କରିବେ।

ଋଣବୋଝରେ ବୁଡ଼ି ରହିଥିବା ଶ୍ରୀଲଙ୍କା ଘୋର ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛି। ଦେଶରେ ଦରଦାମ ଆକାଶ ଛୁଆଁ ହୋଇଥିବା ବେଳେ ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ ପାଇବାରୁ ବଞ୍ଚିତ ହୋଇଛନ୍ତି। ବିଜୁଳି ଠାରୁ ଆରମ୍ଭ କରି ତୈଳ ସଙ୍କଟ ଲୋକଙ୍କ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି।

ସରକାରଙ୍କ ଭୁଲ ନିଷ୍ପତ୍ତି ଯୋଗୁ ଶ୍ରୀଲଙ୍କା ଏପରି ସ୍ଥିତିର ସମ୍ମୁଖୀନ ହୋଇଥିବା ଅଭିଯୋଗ କରି ପୂରା ଦେଶରେ ବିକ୍ଷୋଭ ଜାରି ରହିଛି। ଏସବୁ ଭିତରେ ଶ୍ରୀଲଙ୍କାର ସବୁ ମନ୍ତ୍ରୀ ନିଜ ନିଜ ପଦରୁ ଇସ୍ତଫା ମଧ୍ୟ ଦେଇଥିଲେ। ହେଲେ ବିରୋଧୀ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ପଦ ଛାଡ଼ନ୍ତୁ ବୋଲି ଦାବି କରିବାରୁ ରାଜନୀତିକ ଅସ୍ଥିରତା ସୃଷ୍ଟି ହୋଇଥିଲା। ଏବେ ଏହାକୁ ସାମାଧାନ କରିବାକୁ ରାଷ୍ଟ୍ରପତି ନିଜ ଭାଇଙ୍କୁ ପଦରୁ ହଟାଇବାକୁ ରାଜି ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story