ୟୁକ୍ରେନ୍‌ରେ ଯୁଦ୍ଧ ବିଭୀଷିକା, କୁକୁରଙ୍କୁ ମାରି ଖାଉଛନ୍ତି ଲୋକେ

କିଭ୍‌: ଆସନ୍ତାକାଲି ରୁଷ-ୟୁକ୍ରେନ୍‌ ଯୁଦ୍ଧକୁ ପୂରିବ ମାସେ। ଏତେ ଦିନ ପରେ ବି ଦୁଇ ଦେଶ ମଧ୍ୟରେ ଥମୁନି ଯୁଦ୍ଧ। ବାରମ୍ବାର ଆଲୋଚନା ପରେ ବି ବାହାରିପାରୁନି ସମାଧାନର ବାଟ। ୟୁକ୍ରେନ୍‌କୁ ଦଖଲ କରିବା ପାଇଁ ଲାଗିପଡିଛି ରୁଷ। ସେପଟେ ୟୁକ୍ରେନ୍‌ ମଧ୍ୟ ରୁଷକୁ ଦେଉଛି କଡା ଜବାବ। ସେ ରୁଷ ଆଗରେ ମୁଣ୍ଡ ନୁଆଁଇବ ନାହିଁ ବୋଲି ଜିଦ୍‌ରେ ଅଡି ବସିଛି। ରୁଷ ୟୁକ୍ରେନ୍‌ ଉପରେ ଘନ ଘନ ମିସାଇଲ୍‌ ସାଙ୍ଗକୁ ରକେଟ୍‌ ମାଡ କରୁଛି। […]

stray-dog

stray-dog

Madhupriya Mistry
  • Published: Wednesday, 23 March 2022
  • Updated: 23 March 2022, 05:18 PM IST

Sports

Latest News

କିଭ୍‌: ଆସନ୍ତାକାଲି ରୁଷ-ୟୁକ୍ରେନ୍‌ ଯୁଦ୍ଧକୁ ପୂରିବ ମାସେ। ଏତେ ଦିନ ପରେ ବି ଦୁଇ ଦେଶ ମଧ୍ୟରେ ଥମୁନି ଯୁଦ୍ଧ। ବାରମ୍ବାର ଆଲୋଚନା ପରେ ବି ବାହାରିପାରୁନି ସମାଧାନର ବାଟ। ୟୁକ୍ରେନ୍‌କୁ ଦଖଲ କରିବା ପାଇଁ ଲାଗିପଡିଛି ରୁଷ। ସେପଟେ ୟୁକ୍ରେନ୍‌ ମଧ୍ୟ ରୁଷକୁ ଦେଉଛି କଡା ଜବାବ। ସେ ରୁଷ ଆଗରେ ମୁଣ୍ଡ ନୁଆଁଇବ ନାହିଁ ବୋଲି ଜିଦ୍‌ରେ ଅଡି ବସିଛି। ରୁଷ ୟୁକ୍ରେନ୍‌ ଉପରେ ଘନ ଘନ ମିସାଇଲ୍‌ ସାଙ୍ଗକୁ ରକେଟ୍‌ ମାଡ କରୁଛି। ରୁଷର ରକେଟ୍‌ ମାଡରେ ଧ୍ୱଂସ ବିଧ୍ୱଂସ ହୋଇଗଲାଣି ୟୁକ୍ରେନ୍‌। ଚାରିଆଡେ କେବଳ ଯୁଦ୍ଧରେ ଧ୍ୱଂସ ହୋଇଥିବା ବିଲ୍ଡିଂର ଭଗ୍ନାବଶେଷ ପଡିରହିଛି। ଅଧିକାଂଶ ଲୋକେ ୟୁକ୍ରେନ୍‌ ଛାଡି ପଳାଇଯାଇଥିବା ବେଳେ ଆଉ କିଛି ବଙ୍କର ଓ ବୋମା ସେଲ୍ଟର ଭିତରେ ଜୀବନ ରକ୍ଷା କରିବାକୁ ମୁଣ୍ଡ ଗୁଞ୍ଜିଛନ୍ତି।

ଏହି ଯୁଦ୍ଧ ଭିତରେ ଏବେ ୟୁକ୍ରେନ୍‌ରେ ଘୋର ଖାଦ୍ୟ ଅଭାବ ଦେଖାଦେଇଛି। ଲୋକେ ଖାଇବାକୁ ମୁଠାଏ ପାଉ ନାହାନ୍ତି। ସ୍ଥିତି ଦିନକୁ ଦିନ ଏଠି ଜଟିଳ ହେବାରେ ଲାଗିଛି। ଭୋକରେ ମରିବା ଛଡା ୟୁକ୍ରେନବାସୀଙ୍କ ପାଖରେ ଅନ୍ୟ କିଛି ଉପାୟ ନାହିଁ। ପେଟ ପୋଷିବା ପାଇଁ ଏଠାରେ ଲୋକେ ଏବେ ବୁଲା କୁକୁରଙ୍କୁ ମାରି ତା' ମାଂସ ଖାଉଛନ୍ତି। କେବଳ ସେତିକି ନୁହେଁ ଏଠି ପିଇବା ପାଣି ସମସ୍ୟା ମଧ୍ୟ ଉପୁଜିଛି।

ରୁଷ ଆକ୍ରମଣରେ ୟୁକ୍ରେନର ନ୍ୟୁକ୍ଲିଅର ଫ୍ୟାକ୍ଟ୍ରିରେ ହୋଇଥିବା ବିସ୍ଫୋରଣ ଯୋଗୁଁ ଏଠାକାର ପାଣି ଓ ପବନ ବିଷାକ୍ତ ହୋଇଯାଇଛି। ଏଭଳି ସ୍ଥିତି ଏଠାକାର ଲୋକେ ଏବେ ପିଇବା ପାଣି ଖୋଜି ବୁଲୁଛନ୍ତି। ଆଉ କିଛି ଲୋକେ ସ୍ୱଚ୍ଛ ପାଣି ନମିଳିବାରୁ ସେହି ବିଷାକ୍ତ ପାଣି ପିଇ ଦିନ କାଟୁଛନ୍ତି। ୟୁକ୍ରେନବାସୀଙ୍କ କହିବା ମୁତାବକ, ଏଠାକାର ଲୋକେ ଖାଇବା ଖୋଜିବା ସହ ମୁଣ୍ଡ ଗୁଞ୍ଜିବାକୁ ଛାତ ମଧ୍ୟ ଖୋଜୁଛନ୍ତି।

ମାର୍ଚ୍ଚ ୨୦ ତାରିଖରେ ରୁଷ ମାରିୟୁପୋଲ ସରେଣ୍ଡର କରିବା ପାଇଁ ୟୁକ୍ରେନ୍‌କୁ ଅଲ୍ଟିମେଟମ୍‌ ଦେଇଥିଲା। କିନ୍ତୁ ୟୁକ୍ରେନ୍‌ ଏହା କରିବାକୁ ମନା କରିଦେଇଥିଲା। ଏହାପର ଠାରୁ ରୁଷ ଆହୁରି ଆକ୍ରମଣାତ୍ମକ ହୋଇପଡିଛି। ଏପରିକି ୟୁକ୍ରେନ୍‌ ଉପରେ ରୁଷ ହାଇପରସୋନିକ୍‌ ମିସାଇଲ ମଧ୍ୟ ମାଡ କରିଛି। ବୋମା ବର୍ଷଣ କରି ଗୋଟିଏ ପରେ ଗୋଟିଏ ସହର ଧ୍ୱଂସ କରିବାରେ ଲାଗିଛି ରୁଷ।

ଯୁଦ୍ଧ ଯୋଗୁଁ ଏବେ ୟୁକ୍ରେନ୍‌ର ଅନେକ ସହର ଭଗ୍ନାବଶେଷରେ ପରିଣତ ହୋଇସାରିଲାଣି। ଅନେକ ବିଲ୍ଡିଂ ନଷ୍ଟ ହୋଇଯାଇଛି। ଲୋକଙ୍କ ପାଖରେ ଖାଇବା ଓ ପିଇବା ପାଇଁ କିଛି ନାହିଁ। ଏଠାରେ ଅନେକ ଅଞ୍ଚଳରେ ବିଦ୍ୟୁତ ଓ ପାଣି ସପ୍ଲାଏ ବନ୍ଦ ହୋଇଯାଇଛି।  ଏଠାରେ ଜୀବିତ ରହିଥିବା ଲୋକେ ରହିବା ଓ ଖାଇବା ସନ୍ଧାନରେ ରାସ୍ତା ଉପରକୁ ଓହ୍ଲାଇ ଆସିଛନ୍ତି। ସେମାନେ ବୁଲା କୁକୁରଙ୍କୁ ମାରି ତା' ମାଂସ ଖାଉଛନ୍ତି। ଏନେଇ ୟୁକ୍ରେନର ଜଣାଶୁଣା ବିଜନେସମ୍ୟାନ୍‌ ଦମିତ୍ରୋ ସ୍ପଷ୍ଟ କରିଛନ୍ତି। ସେ ନିଜ ବନ୍ଧୁମାନଙ୍କୁ ଏଭଳି କରୁଥିବା ନିଜ ଆଖିରେ ଦେଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story