ହେଲିକପ୍ଟରରେ ମୃତଦେହ ବାନ୍ଧି ପ୍ୟାଟ୍ରୋଲିଂ କଲା ତାଲିବାନ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ବନ୍ଧୁକ ମୁନରେ ଆଫଗାନିସ୍ତାନ ଦଖଲ କରିଥିବା ତାଲିବାନର ଆଉ ଏକ ବର୍ବରତା ସାମ୍ନାକୁ ଆସିଛି। ଆମେରିକା ସେନା ଆଫଗାନ ଛାଡ଼ିବା ପରେ ତାଲିବାନ ପୂରା ଦେଶରେ ନିଜର ହୁକୁମାତି ଆରମ୍ଭ କରିଛି। ଆମେରିକାର ସବୁଠାରୁ ଅତ୍ୟାଧୁନିକ ବ୍ଲାକ ହକ୍ ହେଲିକପ୍ଟରକୁ ବ୍ୟବହାର କରି ତାଲିବାନ ଆକାଶ ମାର୍ଗରେ ପ୍ୟାଟ୍ରୋଲିଂ ଆରମ୍ଭ କରିଦେଇଛି। ଏବେ ସାମ୍ନାକୁ ଆସିଥିବା ଭିଡିଓରେ ଗୋଟିଏ ହୃଦୟବିଦାରକ ଦୃଶ୍ୟ ରହିଛି। ତାଲିବାନ ବ୍ଲାକ ହକରେ ପ୍ୟାଟ୍ରୋଲିଂ କରୁଥିବା ବେଳେ ଏଥିରେ ଗୋଟିଏ ଦଉଡ଼ି […]

Taliban.jpg1

Taliban.jpg1

Hemant Lenka
  • Published: Tuesday, 31 August 2021
  • Updated: 31 August 2021, 04:22 PM IST

Sports

Latest News

ନୂଆଦିଲ୍ଲୀ: ବନ୍ଧୁକ ମୁନରେ ଆଫଗାନିସ୍ତାନ ଦଖଲ କରିଥିବା ତାଲିବାନର ଆଉ ଏକ ବର୍ବରତା ସାମ୍ନାକୁ ଆସିଛି। ଆମେରିକା ସେନା ଆଫଗାନ ଛାଡ଼ିବା ପରେ ତାଲିବାନ ପୂରା ଦେଶରେ ନିଜର ହୁକୁମାତି ଆରମ୍ଭ କରିଛି। ଆମେରିକାର ସବୁଠାରୁ ଅତ୍ୟାଧୁନିକ ବ୍ଲାକ ହକ୍ ହେଲିକପ୍ଟରକୁ ବ୍ୟବହାର କରି ତାଲିବାନ ଆକାଶ ମାର୍ଗରେ ପ୍ୟାଟ୍ରୋଲିଂ ଆରମ୍ଭ କରିଦେଇଛି।

ଏବେ ସାମ୍ନାକୁ ଆସିଥିବା ଭିଡିଓରେ ଗୋଟିଏ ହୃଦୟବିଦାରକ ଦୃଶ୍ୟ ରହିଛି। ତାଲିବାନ ବ୍ଲାକ ହକରେ ପ୍ୟାଟ୍ରୋଲିଂ କରୁଥିବା ବେଳେ ଏଥିରେ ଗୋଟିଏ ଦଉଡ଼ି ଦ୍ୱାରା ମୃତଦେହ ଝୁଲିଛି। ମୃତଦେକୁ ହେଲିକପ୍ଟରେ ଝୁଲାଇ ରଖି ତାଲିବାନ ବ୍ଲାକ ହକ୍‌ ହେଲିକପ୍ଟରକୁ କାନ୍ଦାହାର ଆକାଶରେ ଉଡ଼ାଉଥିବା ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି।

ଅନେକ ସାମ୍ବାଦିକ ଏହି ଭିଡିଓକୁ ଶେୟାର କରି ଦାବି କରିଛନ୍ତି ଯେ ତାଲିବାନ ଉକ୍ତ ବ୍ୟକ୍ତିଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ତାଙ୍କ ମୃତଦେହକୁ ହେଲିକପ୍ଟରେ ବାନ୍ଧି ପୂରା କାନ୍ଦାହାର ପ୍ରଦେଶରେ ପ୍ୟାଟ୍ରୋଲିଂ କରିଛି।

ହେଲିକପ୍ଟରେ ବନ୍ଧା ଯାଇଥିବା ବ୍ୟକ୍ତି ଜଣଙ୍କ ମୃତ କି ଜୀବିତ ସେକଥା ଜଣାପଡ଼ୁନି। କାରଣ ଏହାକୁ ଭୂପୃଷ୍ଠରୁ ହିଁ ଶୁଟିଂ କରାଯାଇଛି। ତେବେ ଏକାଧିକ ରିପୋର୍ଟରେ ହେଲିକପ୍ଟରରେ ଝୁଲିଥିବା ବ୍ୟକ୍ତି ଜଣଙ୍କୁ ହତ୍ୟା କରିବା ପରେ ତାଙ୍କ ସହ ଏପରି କାଣ୍ଡ କରାଯାଇଥିବା କୁହାଯାଇଛି।

ଭିଡିଓକୁ ପ୍ରଥମେ ତାଲିବାନ ସଂଗଠନ ସହ ସମ୍ପର୍କ ରଖିଥିବା ତାଲିବ ଟାଇମ୍ସ ପକ୍ଷରୁ ଟ୍ୱିଟ କରାଯାଇଥିଲା। ଏଥିରେ କୁହାଯାଇଥିଲା ଯେ “ଆମର ଏୟାରଫୋର୍ସ! ଏହି ସମୟରେ ଦି ଇସଲାମିକ ଇମିରେଟର ଏୟାରଫୋର୍ସର ହେଲିକପ୍ଟର କାନ୍ଦାହାର ସହର ଉପରେ ଉଡ଼ିଛୁ ଓ ପୂରା ସହରରେ ପ୍ୟାଟ୍ରୋଲିଂ କରୁଛି।”

ଗତ ମାସରେ ଆମେରିକା ୭ଟି ଅତ୍ୟାଧୁନିକ ଆଟାକିଂ ବ୍ଲାକ ହକ ହେଲିକପ୍ଟର ଆଫଗାନକୁ ପଠାଇଥିଲା। ଏହା ସହ ଅନେକ ଅସ୍ତ୍ରଶସ୍ତ୍ର ଓ ଟ୍ୟାଙ୍କ ମଧ୍ୟ ଆଫଗାନରେ ୨୦ ବର୍ଷ ହେଲାଣି ଆମେରିକା ଖଚିତ କରି ରଖିଥିଲା। ଏବେ ଆମେରିକା ସେନା ଆଫଗାନ ଛାଡ଼ିଥିବାରୁ ସବୁ କିଛି ତାଲିବାନ କବଜାକୁ ଚାଲି ଯାଇଛି।

ତେବେ ଆମେରିକା ସେନା ଦେଶ ଛାଡ଼ିବା ପୂର୍ବରୁ ୭୩ଟି ବିମାନ, ୨୭ଟି ହୁମଭୀସ, ଅସ୍ତ୍ରଶସ୍ତ୍ର ସିଷ୍ଟମ ଓ ଅନ୍ୟାନ୍ୟ ପ୍ରତିରକ୍ଷା ଉପକରଣ ଗୁଡ଼ିକୁ ଅକାମୀ କରି ଦେଇଛି। ଏଗୁଡ଼ିକ ତାଲିବାନ ହାତରେ ଲାଗିଲେ ମଧ୍ୟ ସେମାନେ ଏହାର ଅପବ୍ୟବହାର କରିପାରିବେ ନାହିଁ। ତଥାପି କିଛି ହେଲିକପ୍ଟର, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ଟ୍ୟାଙ୍କର ଆଦି ପ୍ରତିରକ୍ଷା ସାମଗ୍ରୀ ତାଲିବାନ ହାତରେ ଲାଗିଛି।
https://twitter.com/i/status/1432595711531503620

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story