କାବୁଲରେ ଲାଗିଲା ତାଲିବାନ ସରକାର ଗଠନର ହୋର୍ଡିଂ, ବରାଦର ହେବେ ମୁଖ୍ୟ

କାବୁଲ: ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ ସରକାର ଗଠନ କରିବା ପ୍ରକ୍ରିୟାକୁ ଚୂଡ଼ାନ୍ତ କରିଛି। ଆଜି ବିଧିବଦ୍ଧ ଭାବେ ତାଲିବାନୀ ଶାସନ ଆଫଗାନରେ ଆରମ୍ଭ ହେବାକୁ ଥିବା ବେଳେ କାବୁଲରେ ହୋର୍ଡିଂ ଲାଗିବା ଆରମ୍ଭ ହୋଇଛି। ନୂଆ କ୍ୟାବିନେଟ ଘୋଷଣା ହେବା ପୂର୍ବରୁ ଆଜି ଆଫଗାନିସ୍ତାନର ସୂଚନା ଓ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ କାବୁଲର ବିଭିନ୍ନ ସ୍ଥାନରେ ବଡ଼ବଡ଼ ହୋର୍ଡିଂ ଲଗାଯାଇଛି। ଏଥିରେ ତାଲିବାନ ସପକ୍ଷରେ ନାରା ଲେଖାଯାଇଛି। ସେହିପରି ପତାକା ମଧ୍ୟ ଉତ୍ତୋଳନ କରାଯାଇଛି। ଆଫଗାନିସ୍ତାନର […]

Taliban

Taliban

Hemant Lenka
  • Published: Friday, 03 September 2021
  • Updated: 03 September 2021, 04:59 PM IST

Sports

Latest News

କାବୁଲ: ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ ସରକାର ଗଠନ କରିବା ପ୍ରକ୍ରିୟାକୁ ଚୂଡ଼ାନ୍ତ କରିଛି। ଆଜି ବିଧିବଦ୍ଧ ଭାବେ ତାଲିବାନୀ ଶାସନ ଆଫଗାନରେ ଆରମ୍ଭ ହେବାକୁ ଥିବା ବେଳେ କାବୁଲରେ ହୋର୍ଡିଂ ଲାଗିବା ଆରମ୍ଭ ହୋଇଛି। ନୂଆ କ୍ୟାବିନେଟ ଘୋଷଣା ହେବା ପୂର୍ବରୁ ଆଜି ଆଫଗାନିସ୍ତାନର ସୂଚନା ଓ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ କାବୁଲର ବିଭିନ୍ନ ସ୍ଥାନରେ ବଡ଼ବଡ଼ ହୋର୍ଡିଂ ଲଗାଯାଇଛି।

ଏଥିରେ ତାଲିବାନ ସପକ୍ଷରେ ନାରା ଲେଖାଯାଇଛି। ସେହିପରି ପତାକା ମଧ୍ୟ ଉତ୍ତୋଳନ କରାଯାଇଛି। ଆଫଗାନିସ୍ତାନର ମଲ୍ଟି ମିଡିଆ ବ୍ରାଞ୍ଚ କଲଚର କମିଶନ ମୁଖ୍ୟ ଅହମଦୁଲ୍ଲା ମୁତାକି ଟ୍ୱିଟର ଜରିଆରେ କାବୁଲର ବିଭିନ୍ନ ସ୍ଥାନରେ ଲାଗିଥିବା ହୋର୍ଡିଂ ଓ ନାରାର ଫଟୋ ଶେୟାର କରିଛନ୍ତି। ଏଥିରେ ତାଲିବାନର ନୂଆ କ୍ୟାବିନେଟ ଗଠନ ହେବାକୁ ଥିବା ସମ୍ପର୍କରେ ସୂଚନା ଦିଆଯାଇଛି।

ଅନ୍ୟପକ୍ଷରେ ଆଜି ତାଲିବାନର କ୍ୟାବିନେଟ ଗଠନ ହେବାକୁ ଥିବାରୁ ସଂଗଠନର ସବୁ ବରିଷ୍ଠ ନେତା କାବୁଲ ଆସି ସାରିଛନ୍ତି। ମିଡିଆ ରିପୋର୍ଟ ଅନୁସାରେ, ତାଲିବାନର ସହ ପ୍ରତିଷ୍ଠାତା ମୁଲ୍ଲା ଅବଦୁଲ ଘନି ବରାଦର ଆଫଗାନ ସରକାର ମୁଖ୍ୟ ଭାବେ କାର୍ଯ୍ୟ କରିବେ। ତାଙ୍କ ସହ ତାଲିବାନର ପ୍ରତିଷ୍ଠାତା ମୁଲ୍ଲା ଓମାରଙ୍କ ପୁଅ ମୁଲ୍ଲା ମହମ୍ମଦ ୟାକୁବ ଓ ଶେର ମହମ୍ମଦ ଆବ୍ବାସ ଷ୍ଟାନିକଜାଇ ସରକାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ରହିବେ।

ତାଲିବାନର ସୂଚନା ଓ ସଂସ୍କୃତି କମିଶନର ବରିଷ୍ଠ ଅଧିକାରୀ ମୁଫତି ଇନାମୁଲ୍ଲା ସାମଙ୍ଗାନି କହିଛନ୍ତି, ନୂଆ ସରକାର ଗଠନ ପାଇଁ ଆଲୋଚନା ଶେଷ ହୋଇଛି। କ୍ୟାବିନେଟ ଗଠନ ପାଇଁ ଆବଶ୍ୟକ ଆଲୋଚନା ମଧ୍ୟ ସରିଛି। ତେଣୁ ଆଜି ହିଁ କ୍ୟାବିନେଟ ସମ୍ପର୍କରେ ଘୋଷଣା କରାଯିବ ବୋଲି ସେ କହିଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୨୦ ବର୍ଷ ତଳେ ତାଲିବାନ ସରକାରରେ ଥିବା କୌଣସି ସଦସ୍ୟ ନୂଆ ଆଫଗାନ ସରକାରରେ ସାମିଲ ହେବେନାହିଁ ବୋଲି ସଂଗଠନ ସ୍ପଷ୍ଟ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story