କାବୁଲ ଏୟାରପୋର୍ଟ ବାହାରେ ଡବଲ୍ ବିସ୍ଫୋରଣ, ୧୩ ମୃତ

କାବୁଲ: ଆଫଗାନିସ୍ତାନ ଉପରେ ତାଲିବାନର କବଜା ପରେ ସେଠାକାର ପରିସ୍ଥିତି ଲଗାତର ଖରାପ ହେବାରେ ଲାଗିଛି। ଏହାରି ଭିତରେ ଆଫଗାନିସ୍ତାନର ରାଜଧାନୀ କାବୁଲର ଏୟାରପୋର୍ଟ ବାହାରେ ଘଟିଛି ଡବଲ୍ ବିସ୍ଫୋରଣ। ଏୟାରପୋର୍ଟ ବାହାରେ ବିସ୍ଫୋରଣ ଘଟିଥିବା ନେଇ ସୂଚନା ଦେଇଛି ଆମେରିକା ପ୍ରତିରକ୍ଷା ବିଭାଗ। ଏହି ଭୟାବହ ବିସ୍ଫୋରଣରେ ଶିଶୁ ସମେତ ୧୩ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। ଆମେରିକା ପ୍ରତିରକ୍ଷାର ମୁଖ୍ୟପାତ୍ର ଜନ୍ କିର୍ବି କହିଛନ୍ତି, […]

blast-in-kabul

blast-in-kabul

Ranjit Kumar Jena
  • Published: Thursday, 26 August 2021
  • Updated: 26 August 2021, 09:03 PM IST

Sports

Latest News

କାବୁଲ: ଆଫଗାନିସ୍ତାନ ଉପରେ ତାଲିବାନର କବଜା ପରେ ସେଠାକାର ପରିସ୍ଥିତି ଲଗାତର ଖରାପ ହେବାରେ ଲାଗିଛି। ଏହାରି ଭିତରେ ଆଫଗାନିସ୍ତାନର ରାଜଧାନୀ କାବୁଲର ଏୟାରପୋର୍ଟ ବାହାରେ ଘଟିଛି ଡବଲ୍ ବିସ୍ଫୋରଣ। ଏୟାରପୋର୍ଟ ବାହାରେ ବିସ୍ଫୋରଣ ଘଟିଥିବା ନେଇ ସୂଚନା ଦେଇଛି ଆମେରିକା ପ୍ରତିରକ୍ଷା ବିଭାଗ। ଏହି ଭୟାବହ ବିସ୍ଫୋରଣରେ ଶିଶୁ ସମେତ ୧୩ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। ଆମେରିକା ପ୍ରତିରକ୍ଷାର ମୁଖ୍ୟପାତ୍ର ଜନ୍ କିର୍ବି କହିଛନ୍ତି, କାବୁଲ ଏୟାରପୋର୍ଟରେ ବଡ଼ ଧମାକା ହୋଇଛି।

ପ୍ରଥମ ବିସ୍ଫୋରଣର କିଛି ସମୟ ପରେ ଦ୍ୱିତୀୟ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ମୃହାହତଙ୍କ ମଧ୍ୟରେ କିଛି ଶିଶୁ ଥିବା ସୂଚନା ମିଳିଛି। ଆହତଙ୍କ ମଧ୍ୟରେ ୩ ଆମେରିକୀୟ ସୈନ୍ୟ ଥିବା ସୂଚନା ମିଳିଛ। ଏହି ଭୟଙ୍କର ବିସ୍ଫୋରଣ ପଛରେ ଆଇଏସଆଇଏସର ହାତ ଥିବା ସନ୍ଦେହ କରାଯାଉଛି।

https://twitter.com/TOLOnews/status/1430896961016659980?s=20

କାବୁଲ୍ ଏୟାରପୋର୍ଟର ଆବେ ଗେଟ୍ ନିକଟରେ ପ୍ରଥମ ବିସ୍ଫୋରଣ ହୋଇଛି। ଜଣେ ସୁଇସାଇଡ ବମ୍ବର ଦ୍ୱାରା ପ୍ରଥମ ବିସ୍ଫୋରଣ ସୂଚନା ମିଳିଛି। ପ୍ରଥମ ବିସ୍ଫୋରଣ ପରେ ଗୁଳି ଶବ୍ଦ ଶୁଣାଯାଇଥିଲା। ଏୟାରପୋର୍ଟରେ ଆତଙ୍କୀ ହମଲା ନେଇ ପୂର୍ବରୁ ଆଶଙ୍କା କରାଯାଉଥିଲା। ଏପରିକି ତାଲିବାନ ମଧ୍ୟ ଏ ନେଇ ଧମକ ମଧ୍ୟ ଦେଇଥିଲା। ଯେଉଁ କାରଣୁ ନିଜ ନାଗରିକମାନଙ୍କୁ ସତର୍କ କରିଥିଲା ଆମେରିକା।

https://twitter.com/ANI/status/1430905587030581249?s=20

https://twitter.com/ElectionWiz/status/1430895912318951425?s=20

ଏୟାରପୋର୍ଟରେ ହଜାର ହଜାର ସଂଖ୍ୟାରେ ଲୋକ ୱେଷ୍ଟର୍ଣ୍ଣ ଏୟାରଲିଫ୍ଟ ଦ୍ୱାରା ଉଡ଼ାଣ ଭରିବା ପାଇଁ ଅପେକ୍ଷା କରି ରହିଥିଲେ। ହଠାତ୍ ଏହି ସମୟରେ ବିସ୍ଫୋରଣ ହୋଇଥିଲା। ଆମେରିକା ଓ ତା’ର ସହଯୋଗୀ ଅଫିସିଆଲ୍ସ ମୁତାବକ, ଆତ୍ମଘାତୀ ବମ୍ବର ଦ୍ୱାରା ଏହି ବିସ୍ଫୋରଣ ଘଟିଛି।

ଅଗଷ୍ଟ ୧୫ ତାରିଖରେ କାବୁଲରେ ତାଲିବାନ କବଜା କରିବା ପରେ ବଡ଼ ସଂଖ୍ୟାରେ ଲୋକେ ଦେଶ ଛାଡ଼ି ପଳାୟନ କରୁଛନ୍ତି। ଏପରିକି ଏୟାରପୋର୍ଟରେ ହଜାର ହଜାର ଲୋକେ ଏକତ୍ରିତ ହେଉଛନ୍ତି। ଆମେରିକା, ଭାରତ ସମେତ ଅଧିକାଂଶ ଦେଶର ନାଗରିକଙ୍କ ସହ ଏହି ଲୋକଙ୍କୁ ଉଦ୍ଧାର କରିବାରେ ଲାଗିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story