ଜେଲରେ କିନ୍ନରଙ୍କ ସହ ସମ୍ପର୍କ ରଖି ଗର୍ଭବତୀ ହେଲେ ୨ କଏଦୀ!

ନ୍ୟୁଜର୍ସି: ଶୀର୍ଷକ ପଢ଼ି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ। ଜେଲରେ ଭିତରେ କେମିତି ଜଣେ କିନ୍ନରଙ୍କ ସହ ଶାରିରୀକ ସମ୍ପର୍କ ରଖି ୨ ଜଣ କଏଦୀ ଗର୍ଭବତୀ ହେଲେ ବୋଲି ଆପଣମାନେ ଭାବୁଥିବେ। କିନ୍ତୁ ଏମିତି ଏକ ଘଟଣା ଆମେରିକାର ନ୍ୟୁ ଜର୍ସିରେ ଘଟିଛି। ନ୍ୟୁ ଜର୍ସିର ଇଡନା ମାହନ କରେକସନାଲ ଫ୍ୟାସିଲିଟୀ ଅର୍ଥାତ ଜେଲ୍‌ରେ ୨ ଜଣ କଏଦୀ ଗର୍ଭବତୀ ହୋଇଛନ୍ତି। ଏହି ଦୁଇ ମହିଳା ଜେଲରେ ଥାଇ ମଧ୍ୟ ନିଜ ଇଚ୍ଛାରେ ଜଣେ କିନ୍ନର […]

women

women

Hemant Lenka
  • Published: Saturday, 16 April 2022
  • Updated: 16 April 2022, 09:42 AM IST

Sports

Latest News

ନ୍ୟୁଜର୍ସି: ଶୀର୍ଷକ ପଢ଼ି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ। ଜେଲରେ ଭିତରେ କେମିତି ଜଣେ କିନ୍ନରଙ୍କ ସହ ଶାରିରୀକ ସମ୍ପର୍କ ରଖି ୨ ଜଣ କଏଦୀ ଗର୍ଭବତୀ ହେଲେ ବୋଲି ଆପଣମାନେ ଭାବୁଥିବେ। କିନ୍ତୁ ଏମିତି ଏକ ଘଟଣା ଆମେରିକାର ନ୍ୟୁ ଜର୍ସିରେ ଘଟିଛି।

ନ୍ୟୁ ଜର୍ସିର ଇଡନା ମାହନ କରେକସନାଲ ଫ୍ୟାସିଲିଟୀ ଅର୍ଥାତ ଜେଲ୍‌ରେ ୨ ଜଣ କଏଦୀ ଗର୍ଭବତୀ ହୋଇଛନ୍ତି। ଏହି ଦୁଇ ମହିଳା ଜେଲରେ ଥାଇ ମଧ୍ୟ ନିଜ ଇଚ୍ଛାରେ ଜଣେ କିନ୍ନର କଏଦୀଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ। ଏବେ ଉଭୟ ଗର୍ଭବତୀ ହେବା ପରେ ପୂରା ଘଟଣାକୁ ନେଇ ହଇଚଇ ସୃଷ୍ଟି ହୋଇଛି।

ଏନଜେ.କମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏହି ୨ ଜଣ କଏଦୀ ଗର୍ଭବତୀ ହେବା ଖବରକୁ ନ୍ୟୁ ଜର୍ସିର କରକେସନ୍ସ ବିଭାଗର ବୈଦେଶିକ ବ୍ୟାପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡାନ ସ୍ପେରଜା ନିଶ୍ଚିତ କରିଛନ୍ତି। ସେ କହିଛନ୍ତି, “ଦୁଇ ମହିଳା କଏଦୀ ନିଜ ଇଚ୍ଛାରେ ଜେଲରେ ଥିବା ଆଉ ଜଣେ ବନ୍ଦୀଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ। ଫଳରେ ସେମାନେ ଗର୍ଭବତୀ ହୋଇଛନ୍ତି।”

ସ୍ପେରଜା କଏଦୀଙ୍କ ପରିଚୟ ସାର୍ବଜନୀନ କରିନାହାନ୍ତି। କିନ୍ତୁ ଘଟଣା କେଉଁ ପରିସ୍ଥିତିରେ ଘଟିଛି, ତା’ର ତଦନ୍ତ କରାଯାଉଛି କହିଛନ୍ତି। ନ୍ୟୁ ଜର୍ସିରେ ଏହି ଜେଲରେ କେବଳ ମହିଳା କଏଦୀମାନେ ହିଁ ରୁହନ୍ତି। ବର୍ତ୍ତମାନ ଏହି ଜେଲରେ ୮୦୦ ମହିଳା କଏଦୀଙ୍କ ବ୍ୟତୀତ ୨୭ ଜଣ କିନ୍ନର ବନ୍ଦୀ ଭାବେ ରହିଛନ୍ତି।

ଏହି ୨୭ ଜଣ କିନ୍ନରଙ୍କ ମଧ୍ୟରୁ ଜଣେ କଏଦୀ ସେଠାରେ ରହୁଥିବା ୨ ଜଣ ମହିଳାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ। ଏବେ ଜଣେ ୫ ମାସର ଗର୍ଭବତୀ ଥିବା ବେଳେ ଆଉ ଜଣେ ୩ ମାସର ଗର୍ଭବତୀ ରହିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story