ଚାଲିଗଲେ ୟୁଏଇ ରାଷ୍ଟ୍ରପତି, ଘୋଷଣା ହେଲା ୪୦ ଦିନିଆ ରାଷ୍ଟ୍ରୀୟ ଶୋକ

ଅବୁ ଧାବି: ଆଉ ନାହାନ୍ତି ୟୁଏଇ ରାଷ୍ଟ୍ରପତି ଶେଖ ଖଲିଫା ବିନ ଜାୟେଦ ଅଲ ନହୟାନ। ଆଜି ୭୩ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ଦୀର୍ଘ ବର୍ଷ ହେଲାଣି ସେ ଅସୁସ୍ଥତା ଯୋଗୁ ଜନମାନସରୁ ଦୂରେଇ ରହିଥିଲେ। ଏବେ ସେ ସମସ୍ତଙ୍କୁ ଛାଡ଼ି ସୁବୁଦିନ ପାଇଁ ଚାଲି ଯାଇଛନ୍ତି। ଏବେ ତାଙ୍କ ଅବର୍ତ୍ତମାନରେ ଅବୁ ଧାବିର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ଜାୟେଦ ରାଷ୍ଟ୍ରପତି ଦାୟିତ୍ୱରେ ରହିବେ। ଖଲିଫା ଅସୁସ୍ଥ ଥିବାରୁ ସେ ହିଁ ଦୀର୍ଘ […]

UAE

UAE

Hemant Lenka
  • Published: Friday, 13 May 2022
  • Updated: 13 May 2022, 06:24 PM IST

Sports

Latest News

ଅବୁ ଧାବି: ଆଉ ନାହାନ୍ତି ୟୁଏଇ ରାଷ୍ଟ୍ରପତି ଶେଖ ଖଲିଫା ବିନ ଜାୟେଦ ଅଲ ନହୟାନ। ଆଜି ୭୩ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ଦୀର୍ଘ ବର୍ଷ ହେଲାଣି ସେ ଅସୁସ୍ଥତା ଯୋଗୁ ଜନମାନସରୁ ଦୂରେଇ ରହିଥିଲେ। ଏବେ ସେ ସମସ୍ତଙ୍କୁ ଛାଡ଼ି ସୁବୁଦିନ ପାଇଁ ଚାଲି ଯାଇଛନ୍ତି। ଏବେ ତାଙ୍କ ଅବର୍ତ୍ତମାନରେ ଅବୁ ଧାବିର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ଜାୟେଦ ରାଷ୍ଟ୍ରପତି ଦାୟିତ୍ୱରେ ରହିବେ। ଖଲିଫା ଅସୁସ୍ଥ ଥିବାରୁ ସେ ହିଁ ଦୀର୍ଘ ବର୍ଷ ହେଲାଣି ୟୁଏଇର କମାଣ ସମ୍ଭାଳିଥିଲେ।

ରାଷ୍ଟ୍ରପତି ଖଲିଫାଙ୍କ ଦେହାନ୍ତରେ ତାଙ୍କ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଅଯାଇଛି। ଏଥିସହ ମନ୍ତ୍ରଣାଳୟ ପକ୍ଷରୁ ଦେଶରେ ୪୦ ଦିନିଆ ରାଷ୍ଟ୍ର ଶୋକ ଘୋଷଣା କରାଯାଇଛି। ଶୁକ୍ରବାର ଠାରୁ ଦେଶର ପତାକା ଅର୍ଦ୍ଧନମିତ କରାଯାଇଛି। ସେହିପରି ଆଜିଠାରୁ ସବୁ ସରକାରୀ ଓ ଘରୋଇ ଅଫିସକୁ ୩ ଦିନ ପାଇଁ ଛୁଟି ଘୋଷଣା କରାଯାଇଛି। ୨୦୦୪ର ନଭେମ୍ବର ମାସରୁ ଖଲିଫା ୟୁଏଇର ରାଷ୍ଟ୍ରପତି ଭାବେ କାର୍ଯ୍ୟ କରି ଆସୁଥିଲେ। ତାଙ୍କ ପୂର୍ବରୁ ତାଙ୍କ ବାପା ଏହି ପଦରେ ରହିଥିଲେ।

୨୦୧୪ ପରଠାରୁ ସର୍ବସାଧାରଣ ସ୍ଥାନରେ ଖଲିଫାଙ୍କୁ ବହୁତ କମ ଦେଖିବାକୁ ମିଳିଥିଲା। କାରଣ ଷ୍ଟ୍ରୋକ ଯୋଗୁ ତାଙ୍କର ସେହି ବର୍ଷ ଅପରେସନ କରାଯାଇଥିଲା। ଅପରେସନ ପରେ ମଧ୍ୟ ସେ ସଂପୂର୍ଣ୍ଣ ସୁସ୍ଥ ହୋଇ ନଥିଲେ। ଏଥିପାଇଁ ଡାକ୍ତରଙ୍କ ପରାମର୍ଶକ୍ରମେ ସେ ସର୍ବସାଧାରଣ ସ୍ଥାନରୁ ଦୂରେଇ ରହିଥିଲେ। ଆଜି ତାଙ୍କର ଦେହାନ୍ତ ହୋଇଥିବା ଖବର ମିଳିଥିଲେ ହେଁ ମୃତ୍ୟୁର କାରଣ ସମ୍ପର୍କରେ କିଛି ବି କୁହାଯାଇନି।

ଆଜି ରାଷ୍ଟ୍ରପତି ଖଲିଫାଙ୍କ ମୃତ୍ୟୁରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି କେରଳ ମୁଖ୍ୟମନ୍ତ୍ରୀ ପିନରୟୀ ବିଜୟନ ଓ ଅନେକ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story