ୟୁକ୍ରେନର କ୍ଷୋଭ: ଲଢ଼େଇରେ ଆମକୁ ସମସ୍ତେ ଏକା କରିଦେଲେ

କିଭ୍‌: ରୁଷର ପ୍ରଚଣ୍ଡ ଆକ୍ରମଣରେ ଛିନଛତ୍ର ହେବାକୁ ବସିଥିବା ୟୁକ୍ରେନ ଏବେ ନିଜର ଅସହାୟତା ପ୍ରକାଶ କରିଛି। ରୁଷ ଆକ୍ରମଣ କଲେ ପଶ୍ଚିମ ଦେଶଗୁଡ଼ିକ ୟୁକ୍ରେନକୁ ସହଯୋଗ କରିବେ ବୋଲି କିଭ୍‌ ଆଶା ରଖିଥିଲା। ହେଲେ କେହି ବି ୟୁକ୍ରେନକୁ ସହଯୋଗ କରୁ ନଥିବାରୁ ରାଷ୍ଟ୍ରପତି ଭୋଲଦିମିର ଜେନେଲସ୍କି ନିଜକୁ ଏକୁଟିଆ ଅନୁଭବ କରିବା ଆରମ୍ଭ କରିଛନ୍ତି। ସମସ୍ତେ ୟୁକ୍ରେନକୁ ଏକାକୀ ଲଢ଼ିବାକୁ ଛାଡ଼ି ଦେଇଥିବା ସେ ବେଶ କ୍ଷୋଭର ସହ କହିଛନ୍ତି। ରୁଷ ଆକ୍ରମଣର ପ୍ରଥମ […]

War1

War1

Hemant Lenka
  • Published: Friday, 25 February 2022
  • Updated: 25 February 2022, 10:43 AM IST

Sports

Latest News

କିଭ୍‌: ରୁଷର ପ୍ରଚଣ୍ଡ ଆକ୍ରମଣରେ ଛିନଛତ୍ର ହେବାକୁ ବସିଥିବା ୟୁକ୍ରେନ ଏବେ ନିଜର ଅସହାୟତା ପ୍ରକାଶ କରିଛି। ରୁଷ ଆକ୍ରମଣ କଲେ ପଶ୍ଚିମ ଦେଶଗୁଡ଼ିକ ୟୁକ୍ରେନକୁ ସହଯୋଗ କରିବେ ବୋଲି କିଭ୍‌ ଆଶା ରଖିଥିଲା। ହେଲେ କେହି ବି ୟୁକ୍ରେନକୁ ସହଯୋଗ କରୁ ନଥିବାରୁ ରାଷ୍ଟ୍ରପତି ଭୋଲଦିମିର ଜେନେଲସ୍କି ନିଜକୁ ଏକୁଟିଆ ଅନୁଭବ କରିବା ଆରମ୍ଭ କରିଛନ୍ତି।

ସମସ୍ତେ ୟୁକ୍ରେନକୁ ଏକାକୀ ଲଢ଼ିବାକୁ ଛାଡ଼ି ଦେଇଥିବା ସେ ବେଶ କ୍ଷୋଭର ସହ କହିଛନ୍ତି। ରୁଷ ଆକ୍ରମଣର ପ୍ରଥମ ଦିନରେ ୟୁକ୍ରେନ ୧୩୭ ଜଣଙ୍କୁ ହରାଇଛି। ବର୍ତ୍ତମାନ ମସ୍କୋ କରୁଥିବା ହମଲାର ଜବାବ ଦେବାକୁ ହେବ ବୋଲି ମଧ୍ୟ ସେ ପରୋକ୍ଷରେ ଦେଶବାସୀଙ୍କୁ ଜଣାଇଛନ୍ତି।

ମଧ୍ୟରାତ୍ରରେ ଦେଶକୁ ସମ୍ବୋଧନ କରି ଜେନେଲସ୍କି କହିଛନ୍ତି, “ଆମ ଦେଶର ସୁରକ୍ଷା ଆମକୁ କରିବା ପାଇଁ ସମସ୍ତେ ଏକା ଛାଡ଼ି ଦେଇଛନ୍ତି। ଆମ ସହିତ କିଏ ମିଶି କି ଲଢ଼ିବ? ମୁଁ କାହାକୁ ବି ଦେଖିପାରୁନି। ୟୁକ୍ରେନକୁ ନାଟୋ ସଦସ୍ୟତା ମିଳିବ ବୋଲି କିଏ ଗ୍ୟାରେଣ୍ଟୀ ଦେବ? ସମସ୍ତେ ଏବେ ଡରିବାରେ ଲାଗିଛନ୍ତି। ଏଥିପାଇଁ ସେମାନେ ଆମକୁ ଏକା ଛାଡ଼ି ଦେଇଛନ୍ତି।

ଧୋକ୍କା ଦେବାରେ ପାରଙ୍ଗମ ରୁଷ ବାହିନୀ କିଭ୍‌ ଭିତରକୁ ଆସିଛନ୍ତି। ତେଣୁ ଲୋକମାନେ ଏଥିପ୍ରତି ସତର୍କ ରୁହନ୍ତୁ ଓ କର୍ଫ୍ୟୁକୁ ପାଳନ କରନ୍ତୁ। ୟୁକ୍ରେନ ରାଜନୀତିକ ସ୍ତରରେ ୟୁକ୍ରେନକୁ ଧ୍ୱଂସ କରିବାକୁ ଚାହୁଁଛି। ଏଥିପାଇଁ ସେ ଦେଶର ମୁଖ୍ୟଙ୍କ ମୁଣ୍ଡ ଚାହୁଁଛି। ହେଲେ ଆମେ ଏତେ ଶୀଘ୍ର ହାର ମାନିବୁ ନାହିଁ।”

ରୁଷର ପ୍ରଥମ ଟାର୍ଗେଟରେ ଜେନେଲସ୍କି ଥିଲେ ମଧ୍ୟ ସେ ଆଦୌ ଭୟଭୀତ ନାହାନ୍ତି। ଏଥିସହ ସେ ଓ ତାଙ୍କ ପରିବାର ସଦସ୍ୟ ୟୁକ୍ରେନରେ ହିଁ ଅଛନ୍ତି ବୋଲି ଜେନେଲସ୍କି ଭିଡିଓ ବାର୍ତ୍ତାରେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story