ଭୟଙ୍କର ଘୂର୍ଣ୍ଣିଝଡ଼ ନେଲା ୫୦ ଜୀବନ

ୱାଶିଂଟନ: ଆମେରିକାର କେଣ୍ଟୁକି ରାଜ୍ୟରେ ଭୟଙ୍କର ଘୂର୍ଣ୍ଣିଝଡ଼ ହୋଇଛି। ଏଥିରେ ପ୍ରାୟ ୫୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏଥିସହ ଅନେକ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଏନେଇ ରାଜ୍ୟର ଗଭର୍ଣ୍ଣର ଏଣ୍ଡି ବେଶିଅର ସୂଚନା ଦେଇଛନ୍ତି। ସୂଚନା ମୁତାବକ, ଶୁକ୍ରବାର ବିଳମ୍ବିତ ରାତିରେ ଆମେରିକାର ମଧ୍ୟ ଅଞ୍ଚଳରେ ଘୂର୍ଣ୍ଣିଝଡ ସୃଷ୍ଟି ହୋଇଥିଲା। ଏଥିଯୋଗୁଁ ଗ୍ରେବ୍ସ କାଉଣ୍ଟି ସହର ଏବଂ ମେଫିଲ୍ଡ ସହର ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏଥିରେ ପ୍ରାୟ ୫୦ ଜଣ ପ୍ରାଣ ହରାଇଛନ୍ତି। ଉଦ୍ଧାର […]

tornado

tornado

Madhupriya Mistry
  • Published: Saturday, 11 December 2021
  • Updated: 11 December 2021, 05:57 PM IST

Sports

Latest News

ୱାଶିଂଟନ: ଆମେରିକାର କେଣ୍ଟୁକି ରାଜ୍ୟରେ ଭୟଙ୍କର ଘୂର୍ଣ୍ଣିଝଡ଼ ହୋଇଛି। ଏଥିରେ ପ୍ରାୟ ୫୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏଥିସହ ଅନେକ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଏନେଇ ରାଜ୍ୟର ଗଭର୍ଣ୍ଣର ଏଣ୍ଡି ବେଶିଅର ସୂଚନା ଦେଇଛନ୍ତି।

ସୂଚନା ମୁତାବକ, ଶୁକ୍ରବାର ବିଳମ୍ବିତ ରାତିରେ ଆମେରିକାର ମଧ୍ୟ ଅଞ୍ଚଳରେ ଘୂର୍ଣ୍ଣିଝଡ ସୃଷ୍ଟି ହୋଇଥିଲା। ଏଥିଯୋଗୁଁ ଗ୍ରେବ୍ସ କାଉଣ୍ଟି ସହର ଏବଂ ମେଫିଲ୍ଡ ସହର ଅଧିକ କ୍ଷତିଗ୍ରସ୍ତ ହୋଇଛି। ଏଥିରେ ପ୍ରାୟ ୫୦ ଜଣ ପ୍ରାଣ ହରାଇଛନ୍ତି। ଉଦ୍ଧାର କାର୍ଯ୍ୟଜାରି ରହିଛି। ବାସହରାଙ୍କୁ ପାଣି ଓ ଖାଦ୍ୟ ଯୋଗାଇ ଦିଆଯାଉଛି। ଏଥିସହ ରାଜ୍ୟରେ ରାତାରାତି ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ରାଜ୍ୟପାଳ ଏଣ୍ଡି ବେଶିଅର।

Midwest tornadoes: At least 50 people are likely dead following tornadoes in Kentucky, governor says - ABC7 Chicago

ବେଶିଅରଙ୍କ କହିବା ମୁତାବକ, ମେଫିଲ୍ଡରେ ଆମର ଏକ କାରଖାନା ଅଛି, ଯାହାର ଛାତ ଭୁଶୁଡି ପଡିଛି। ଏହା ଏକ ବଡ ଦୁର୍ଘଟଣା। ଘୂର୍ଣ୍ଣିବଳୟ ଦ୍ୱାରା ପ୍ରଭାବିତ କୋଠାଗୁଡ଼ିକରେ ଗ୍ରେଭସ୍ କାଉଣ୍ଟି କୋର୍ଟ ଏବଂ ସଂଲଗ୍ନ ଜେଲ୍ ସାମିଲ ଅଛି। ଆମେରିକାର ଜନଗଣନା ଅନୁଯାୟୀ, ମେୟଫିଲ୍ଡରେ ପ୍ରାୟ ୧୦ ଜହାରରୁ ଅଧିକ ଲୋକ ବାସ କରନ୍ତି।

ସେଠାକାର ପାଣିପାଗ ବିଭାଗର ସୂଚନାନୁସାରେ, ପାଞ୍ଜଟି ରାଜ୍ୟ ଆର୍କସସ, ଇଲିନୋଇସ, କେଣ୍ଟୁକି, ମିସୌରୀ ଏବଂ ଟେନେସିରେ ଅତି କମ୍‌ରେ ୨୪ଟି ଘୂର୍ଣ୍ଣିଝଡ ହେବା ସମ୍ଭାବନା ରହିଛି। ଆର୍କସସର ଅଧିକାରୀଙ୍କ କହିବା ମୁତାବକ, ସେଠାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ୨୦ରୁ ଅଧିକ ଜଣ ଆହତ ହୋଇଛନ୍ତି। ଆସନ୍ତାକାଲି ପାଣିପାଗ ଆହୁରି ଅଧିକ ବିଗିଡିବା ସମ୍ଭାବନା ରିହଛି। ଶନିବାର ଏହି ଘୂର୍ଣ୍ଣିଝଡ ଉତ୍ତର ଲୁଇସିୟାନାର ଦକ୍ଷିଣ ଓହିଓ ଆଡକୁ ବଢ଼ିପାରେ। ପୂର୍ବ ଆମେରିକାରେ ପ୍ରବଳ ବର୍ଷା ହେବା ମଧ୍ୟ ସମ୍ଭାବନା ଥିବା ପାଣିପାଗ ବିଭାଗ କହିଛି।

https://twitter.com/ANI/status/1469619924611960834?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story