ତାଲିବାନ ଶିବିରରେ ଏୟାରଷ୍ଟ୍ରାଇକ୍‌, ଗଡ଼ିଲା ୧୦୦ ମୁଣ୍ଡ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ବଢ଼ି ଚାଲିଛି ତାଲିବାନର କ୍ରୁରତା। ଏବେ ଏହାକୁ ଉଚିତ ଜବାବ ଦେବାକୁ ଅଣ୍ଟା ଭିଡିଛି ଆଫଗାନିସ୍ତାନ।  ତାଲିବାନ ଶିବିର ଉପରେ ରାତି ଅଧିଆ କରିଛି ଏୟାରଷ୍ଟ୍ରାଇକ୍‌। ଆମେରିକା ସମର୍ଥିତ ଆଫଗାନିସ୍ତାନ ବାୟୁସେନା ବିଭିନ୍ନ ପ୍ରଦେଶରେ ତାଲିବାନ ଶିବିର ଉପରେ କରିଛି ଆକ୍ରମଣ। ଏଥିରେ ପ୍ରାୟ ୧୦୦ ଜଣ ତାଲିବାନ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ଏନେଇ ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରାଳୟ ଟୁଇଟ୍‌ କରି ସୂଚନା ଦେଇଛି। ସେ କହିଛି, ସୋମବାର ହେଲମଣ୍ଡ ଏବଂ କାନ୍ଦାହାର ପ୍ରଦେଶର […]

Air strike on Taliban

Air strike on Taliban

Madhupriya Mistry
  • Published: Tuesday, 10 August 2021
  • Updated: 10 August 2021, 03:00 PM IST

Sports

Latest News

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ବଢ଼ି ଚାଲିଛି ତାଲିବାନର କ୍ରୁରତା। ଏବେ ଏହାକୁ ଉଚିତ ଜବାବ ଦେବାକୁ ଅଣ୍ଟା ଭିଡିଛି ଆଫଗାନିସ୍ତାନ।  ତାଲିବାନ ଶିବିର ଉପରେ ରାତି ଅଧିଆ କରିଛି ଏୟାରଷ୍ଟ୍ରାଇକ୍‌। ଆମେରିକା ସମର୍ଥିତ ଆଫଗାନିସ୍ତାନ ବାୟୁସେନା ବିଭିନ୍ନ ପ୍ରଦେଶରେ ତାଲିବାନ ଶିବିର ଉପରେ କରିଛି ଆକ୍ରମଣ। ଏଥିରେ ପ୍ରାୟ ୧୦୦ ଜଣ ତାଲିବାନ ସଦସ୍ୟଙ୍କ ମୃତ୍ୟୁ ହୋଇଛି।

ଏନେଇ ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରାଳୟ ଟୁଇଟ୍‌ କରି ସୂଚନା ଦେଇଛି। ସେ କହିଛି, ସୋମବାର ହେଲମଣ୍ଡ ଏବଂ କାନ୍ଦାହାର ପ୍ରଦେଶର ବିଭିନ୍ନ ସେକ୍ଟରରେ ଏୟାରଷ୍ଟ୍ରାଇକ୍ କରାଯାଇଛି। ସୋମବାର ରାତିରେ ଦଣ୍ଡ, ଝେରିଆ, ତଖତପୋଲ ଜିଲ୍ଲା ତଥା କାନ୍ଦାହାର ପ୍ରାଦେଶିକ କେନ୍ଦ୍ରର ଏଏନଡିଏସଏଫ ଅପରେସନକୁ ସମର୍ଥନ କରି ଆଫଗାନିସ୍ତାନ ବାୟୁସେନା ଦ୍ୱାରା କରାଯାଇଥିବା ଏୟାରଷ୍ଟ୍ରାଇକରେ ୪୭ ତାଲିବାନ ଆତଙ୍କବାଦୀ ନିହତ ହୋଇଛନ୍ତି। ଅନ୍ୟ ୨୫ ଜଣ ଆହତ ହୋଇଛନ୍ତି। ଏଥିସହ ତାଲିବାନର ୨ଟି ଶିବିର, ଗୋଟିଏ ଗାଡ଼ି ଓ ୨ଟି ଭାରୀ ଅସ୍ତ୍ର  ନଷ୍ଟ ହୋଇଯାଇଛି।

ହେଲମାଣ୍ଡରେ ହୋଇଥିବା ଅନ୍ୟ ଏକ ଏୟାରଷ୍ଟ୍ରାଇକରେ ୧୦ ତାଲିବାନ ସଦସ୍ୟ ନିହତ ହୋଇଛନ୍ତି। ଏଥିରେ ତାଲିବାନର ଜରଗାଇ, ହାଜି ତୁରାନ ଏବଂ ଜାରକାଭି ନାମକ ତିନିଜଣ ବରିଷ୍ଠ କମାଣ୍ଡୋଙ୍କ ସାମିଲ ଥିବା ଆଫଗାନ ପ୍ରତିରକ୍ଷା ମନ୍ତ୍ରାଳୟ ଟୁଇଟ୍‌ କରି କହିଛି।

ଆମେରିକାର ବାୟୁସେନା ସହଯୋଗରେ ଆଫଗାନିସ୍ତାନ ସୈନ୍ୟମାନେ ମିଳିତ ଭାବେ ତାଲିବାନ ବିରୋଧରେ କାର୍ଯ୍ୟ‌ାନୁଷ୍ଠାନ ଆରମ୍ଭ କରିଛନ୍ତି। ତାଲିବାନକୁ ମୂଳରୁ ହଟାଇବା ପାଇଁ ଆଫଗାନିସ୍ତାନ ଓ ଆମେରିକା କାମ କରିବା ଆରମ୍ଭ କରିଛନ୍ତି।

ସୂଚନା ମୁତାବକ, ଆଫଗାନିସ୍ତାନକୁ ତାଲିବାନ ତା' କବ୍‌ଜାକୁ ନେବା ପାଇଁ ଚେଷ୍ଟା କରୁଛି। କାନ୍ଦାହାରରୁ ଆମେରିକାର ତା'ର ସୈନ୍ୟ ପ୍ରତ୍ୟାହାର ପରେ ତାଲିବାନ ସଦସ୍ୟମାନେ ଆଫଗାନିସ୍ତାନ ଆଡକୁ ମାଡି ଆସୁଛନ୍ତି। ରିପୋର୍ଟ ମୁତାବକ ୧୦ଟି ଜିଲ୍ଲାରୁ ୯ଟି ତାଲିବାନ ନିଜ କଣ୍ଟ୍ରୋଲରେ ରଖିଛି।

https://twitter.com/MoDAfghanistan/status/1424951341294698497?s=20

https://twitter.com/MoDAfghanistan/status/1424751767556927489?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story