ଆମେରିକା ଉପ ରାଷ୍ଟ୍ରପତି କମଳା ହାରିସଙ୍କୁ କରୋନା

ୱାଶିଂଟନ: ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ଆମେରିକା ରାଷ୍ଟ୍ରପତି କମଳା ହାରିସ। ଆଜି ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ହ୍ୱାଇଟହାଉସ ପକ୍ଷରୁ ସୂଚନା ଦିଆଯାଇଛି। ଆମେରିକାରେ ସଂକ୍ରମଣ ହ୍ରାସ ପାଇଥିବାରୁ ସମସ୍ତ ପ୍ରକାରର କଟକଣା ହଟାଇ ଦିଆଯାଇଛି। ଏପରି କି ଧୀରେଧୀରେ ଜୀବନ ଯାତ୍ରା ସ୍ୱାଭିବକ ମଧ୍ୟ ହେଉଛି। ଏପରି ସ୍ଥିତିରେ ଉପ ରାଷ୍ଟ୍ରପତି କରୋନାରେ ସଂକ୍ରମିତ ହେବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି ଯେ ଉପ ରାଷ୍ଟ୍ରପତି ହାରିସ […]

kamala-Haris

kamala-Haris

Hemant Lenka
  • Published: Tuesday, 26 April 2022
  • Updated: 26 April 2022, 10:40 PM IST

Sports

Latest News

ୱାଶିଂଟନ: ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ଆମେରିକା ରାଷ୍ଟ୍ରପତି କମଳା ହାରିସ। ଆଜି ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ହ୍ୱାଇଟହାଉସ ପକ୍ଷରୁ ସୂଚନା ଦିଆଯାଇଛି। ଆମେରିକାରେ ସଂକ୍ରମଣ ହ୍ରାସ ପାଇଥିବାରୁ ସମସ୍ତ ପ୍ରକାରର କଟକଣା ହଟାଇ ଦିଆଯାଇଛି। ଏପରି କି ଧୀରେଧୀରେ ଜୀବନ ଯାତ୍ରା ସ୍ୱାଭିବକ ମଧ୍ୟ ହେଉଛି। ଏପରି ସ୍ଥିତିରେ ଉପ ରାଷ୍ଟ୍ରପତି କରୋନାରେ ସଂକ୍ରମିତ ହେବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି।

ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି ଯେ ଉପ ରାଷ୍ଟ୍ରପତି ହାରିସ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ସୁସ୍ଥ ରହିଛନ୍ତି। ସେହିପରି ରାଷ୍ଟ୍ରପତି ଜୋ ବାଇଡେନ ଓ ଆମେରିକା ପ୍ରଥମ ମହିଳା ଜିଲ୍ଲ ବାଇଡେନଙ୍କୁ କମଳା ହାରିସଙ୍କ କ୍ଲୋଜ କଣ୍ଟାକ୍ଟ ଭାବେ ବିବେଚନା କରାଯାଇଛି। ସେମାନଙ୍କର କରୋନା ଟେଷ୍ଟ କରାଯିବ।

ଉଭୟ ରାପିଡ ଓ ଆରଟିପିସିଆର ଟେଷ୍ଟରେ କମଳା ହାରିସଙ୍କ ରିପୋର୍ଟ ପଜିଟିଭ ଆସିଛି। ତେବେ ତାଙ୍କ ଶରୀରରେ କୌଣସି ପ୍ରକାରର ଲକ୍ଷଣ ଦେଖାଯାଇ ନାହିଁ। ରିପୋର୍ଟ ପଜିଟିଭ ଆସିଥିବାରୁ ସେ ନିଜ ବାସଭବନରେ ଆଇସୋଲେସନରେ ଅଛନ୍ତି। କିନ୍ତୁ ଭିଡିଓ କନଫରେନ୍ସିଂରେ ସେ ସବୁ କାମ କରିବେ। ତାଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବା ପରେ ହିଁ ସେ ପୁଣିଥରେ ହ୍ୱାଇଟ ହାଉସକୁ ଆସିପାରିବେ।

କମଳା ହାରିସ ଏପ୍ରିଲ ୧୧ରେ କରୋନା ଟିକାର ବୁଷ୍ଟର ଡୋଜ୍‌ ନେଇଥିଲେ। ବୁଷ୍ଟର ଡୋଜ୍‌ ନେଇଥିବା ଲୋକମାନେ ଭାଇରସରେ ଆକ୍ରାନ୍ତ ହେଲେ ମଧ୍ୟ ଗୁରୁତର କିମ୍ବା ପ୍ରାଣ ହରାଇବାର ଆଶଙ୍କା ବହୁତ କମ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story