ମଝି ଆକାଶରେ ଥିବାବେଳେ ପଜିଟିଭ ଆସିଲା ରିପୋର୍ଟ, ଟଏଲେଟରେ ୩ ଘଣ୍ଟା ବିତାଇଲେ ମହିଳା

ନ୍ୟୁୟର୍କ: ଆମେରିକାର ଜଣେ ମହିଳା ବିମାନରେ ଯାତ୍ରା କରୁଥିବା ବେଳେ ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ଏହି କାରଣରୁ ବିମାନରେ ଥିବା ଟଏଲେଟରେ ହିଁ ତାଙ୍କୁ କର୍ତ୍ତୃପକ୍ଷ ଦୀର୍ଘ ୩ ଘଣ୍ଟା ଆଇସୋଲେସନରେ ରଖିଥିଲେ। ମହିଳା ଜଣଙ୍କ ସିକାଗୋରୁ ଆଇସଲ୍ୟାଣ୍ଡ ଯାଉଥିଲେ। ହେଲେ ବିମାନଟି ମଝି ଆକାଶରେ ଥିବା ବେଳେ ସେ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ଏହି କାରଣରୁ ତାଙ୍କୁ ଟଏଲେଟରେ ହିଁ ରହିବାକୁ ପଡ଼ିଥିଲା। ମିଚିଗାନରେ ଶିକ୍ଷକ ଭାବେ କାମ କରୁଥିବା […]

Flight

Flight

Hemant Lenka
  • Published: Friday, 31 December 2021
  • Updated: 31 December 2021, 03:59 PM IST

Sports

Latest News

ନ୍ୟୁୟର୍କ: ଆମେରିକାର ଜଣେ ମହିଳା ବିମାନରେ ଯାତ୍ରା କରୁଥିବା ବେଳେ ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ଏହି କାରଣରୁ ବିମାନରେ ଥିବା ଟଏଲେଟରେ ହିଁ ତାଙ୍କୁ କର୍ତ୍ତୃପକ୍ଷ ଦୀର୍ଘ ୩ ଘଣ୍ଟା ଆଇସୋଲେସନରେ ରଖିଥିଲେ। ମହିଳା ଜଣଙ୍କ ସିକାଗୋରୁ ଆଇସଲ୍ୟାଣ୍ଡ ଯାଉଥିଲେ। ହେଲେ ବିମାନଟି ମଝି ଆକାଶରେ ଥିବା ବେଳେ ସେ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ଏହି କାରଣରୁ ତାଙ୍କୁ ଟଏଲେଟରେ ହିଁ ରହିବାକୁ ପଡ଼ିଥିଲା।

ମିଚିଗାନରେ ଶିକ୍ଷକ ଭାବେ କାମ କରୁଥିବା ମାରିସା ଫୋଟିଓ ଡିସେମ୍ବର ୧୯ରେ ସିକାଗୋରୁ ଆଇସଲ୍ୟାଣ୍ଡ ଯାଉଥିଲେ। ବିମାନଟି ମଝି ଆକାଶରେ ଥିବା ବେଳେ ତାଙ୍କର କାଶ ହେବା ସହ ତଣ୍ଟି ଦରଜ ହୋଇଥିଲା। ତେଣୁ ସେ ବିମାନର ଟଏଲେଟକୁ ଯାଇ ରାପିଡ ଆଣ୍ଟିଜେନ କୋଭିଡ ଟେଷ୍ଟ କରିଥିଲେ। ଏହି ସମୟରେ ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା।

ତେବେ ବିମାନରେ ବସିବା ପୂର୍ବରୁ ମାରିସା ୨ ଥର ଆରଟିପିସିଆର ଓ ୫ ଥର ରାପିଡ ଆଣ୍ଟିଜେନ ଟେଷ୍ଟ କରିଥିଲେ। ହେଲେ ସବୁଥର ରିପୋର୍ଟ ନେଗେଟିଭ ଆସିଥିଲା। କିନ୍ତୁ ବିମାନରେ ଦେଢ଼ ଘଣ୍ଟା ବସିବା ପରେ ସେ ଅସୁସ୍ଥ ଅନୁଭବ କରିଥିଲେ। ଏହାପରେ ଟେଷ୍ଟ କରିବାରୁ ରିପୋର୍ଟ ପଜିଟିଭ ଆସିଥିଲା।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମାରିସା ଟିକାର ଦୁଇଟି ଯାକ ଡୋଜ୍‌ ସହ ବୁଷ୍ଟର ଡୋଜ୍‌ ମଧ୍ୟ ନେଇଥିଲେ। ସେ ଜଣେ ଶିକ୍ଷକ ହୋଇଥିବାରୁ ତାଙ୍କୁ ଅନେକ ଲୋକଙ୍କ ସହ କାମ କରିବାକୁ ପଡ଼େ। ଏହି କାରଣରୁ ସେ ସବୁବେଳେ ନିଜର କରୋନା ଟେଷ୍ଟ ପର୍ଯ୍ୟାୟକ୍ରମେ କରନ୍ତି।

ବିମାନଟି ଆଣ୍ଟଲାଟିକ ମହାସାଗର ଉପରେ ଥିବା ବେଳେ ମାରିସା ଟଏଲେଟରେ କୋଡିଭ ଟେଷ୍ଟ କରିଥିଲେ। ଏହା ପଜିଟିଭ ଆସିବାରୁ ସେ ବ୍ୟସ୍ତ ହୋଇପଡ଼ିଥିଲେ। ସେ କହିଛନ୍ତି, “ମୁଁ ମୋ ପରିବାର ବର୍ଗ ପାଇଁ ଚିନ୍ତିତ ହୋଇପଡ଼ିଥିଲି। କାରଣ ମୁଁ ସେମାନଙ୍କ ସହ ଏକାଠି ଡିନର କରିଥିଲି।

ସେହିପରି ବିମାନରେ ଥିବା ଅନ୍ୟ ଯାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ୟ ମୋତେ ଚିନ୍ତାରେ ପକାଇଥିଲା। ନିଜ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ମୁଁ ନର୍ଭସ ଅନୁଭବ କରିଥିଲି। ଏକଥା ମୁଁ ବିମାନର ଜଣେ ଆଟେଡାଣ୍ଟଙ୍କୁ କହିଥିଲି। ସେ ମଧ୍ୟ ମୋତେ ବୁଝାଇ ବ୍ୟସ୍ତ ନ ହେବାକୁ କହିଥିଲେ। ଏହାପରେ ମୁଁ ସେହି ଟଏଲେଟରେ ହିଁ ୩ ଘଣ୍ଟା ବସି ରହିଥିଲି।”

ବିମାନ ଆଟେଣ୍ଡାଣ୍ଟ ଜଣଙ୍କ କହିଛନ୍ତି, ପ୍ରଥମେ ମୁଁ ତାଙ୍କୁ ବୁଝାଇ ବ୍ୟସ୍ତ ନ ହେବାକୁ କହିଥିଲି। ଏହାପରେ ତାଙ୍କ ପାଇଁ ସ୍ୱତନ୍ତ୍ର ସିଟ୍‌ ଆରେଞ୍ଜ କରିବାକୁ ଚିନ୍ତା କରିଥିଲି। ହେଲେ ବିମାନରେ ଯାତ୍ରୀ ଭର୍ତ୍ତି ଥିବାରୁ ସ୍ୱତନ୍ତ୍ର ସିଟ୍‌ର ଆୟୋଜନ ହୋଇପାରିଲାନାହିଁ। ଫଳରେ ତାଙ୍କୁ ଅନ୍ୟ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଟଏଲେଟ ମଧ୍ୟରେ ରହିବାକୁ ପ୍ରସ୍ତାବ ଦିଆଯାଇଥିଲା।

ଏହାକୁ ବନ୍ଦ କରାଯିବ ସହ କାହାକୁ ଉକ୍ତ ଟଏଲେଟକୁ ଛଡ଼ା ଯାଇ ନଥିଲା। ଏପରି ଅବସ୍ଥାରେ ବିମାନ ଆଇସଲ୍ୟାଣ୍ଡରେ ପହଞ୍ଚିଥିଲା। ସେଠାରେ ସବୁ ଯାତ୍ରୀ ଓହ୍ଲାଇବା ପରେ ମାରିସା ଓ ତାଙ୍କ ପରିବାର ବାହାରକୁ ଆସିଥିଲେ ବୋଲି ସେ କହିଛନ୍ତି।

ମାରିସାଙ୍କ ଭାଇ ଓ ବାପାଙ୍କର କୌଣସି କରୋନା ଲକ୍ଷଣ ଦେଖାଯାଇନି। ତେଣୁ ସେମାନେ ସ୍ୱିଜରଲ୍ୟାଣ୍ଡ ଯିବାକୁ ଅନୁମତି ପାଇଥିଲେ। ବିମାନ ବନ୍ଦରରେ ମାରିସାଙ୍କର ଆରଟିପିସିଆର ଓ ରାପିଡ ଟେଷ୍ଟ କରାଯାଇଥିଲା। ଉଭୟ ରିପୋର୍ଟ ପଜିଟିଭ ଆସିଥିଲା। ସେଠାରୁ ସେ ନିକଟସ୍ଥ ହୋଟେଲକୁ ଯାଇ ୧୦ ଦିନିଆ କ୍ୱାରେଣ୍ଟିନରେ ରହିଥିଲେ। ଏବେ ସେ କରୋନରୁ ସୁସ୍ଥ ହୋଇ ସାରିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story