ଆଉ ୩ ନୂଆ ରେକର୍ଡ କଲେ ବିଶ୍ୱର ସବୁଠାରୁ ଡେଙ୍ଗା ମହିଳା

ଅଙ୍କାରା: ବିଶ୍ୱର ସବୁଠାରୁ ଡେଙ୍ଗା ମହିଳା ଭାବେ ଗିନିଜ ୱାର୍ଲ୍ଡ ରେକର୍ଡସ କରିଥିବା ରୁମେସା ଗେଲଗି ଏବେ ଆଉ ୩ଟି କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଗିନିଜ ୱାର୍ଲ୍ଡ ରେକର୍ଡସରେ ଆଉ ୩ଟି ଅତିରିକ୍ତ କାରଣ ପାଇଁ ସ୍ଥାନ ପାଇଛନ୍ତି। ତୁର୍କୀର ରୁମେସା ବର୍ତ୍ତମାନ ସୁଦ୍ଧା ୫ଟି ବିଶ୍ୱ ରେକର୍ଡ କରି ସୋଶାଲ ମିଡିଆ ସେନସେସନ ପାଲଟି ଯାଇଛନ୍ତି। ଫେବୃଆରୀ ମାସରୁ ଆରମ୍ଭ ହୋଇଥିବା ଯାଞ୍ଚ ପ୍ରକ୍ରିୟା ଏବେ ଶେଷ ହୋଇଛି। ଏହାପରେ ରୁମେସା ୩ଟି କ୍ଷେତ୍ରରେ […]

Tall

Tall

Hemant Lenka
  • Published: Wednesday, 04 May 2022
  • Updated: 04 May 2022, 05:17 PM IST

Sports

Latest News

ଅଙ୍କାରା: ବିଶ୍ୱର ସବୁଠାରୁ ଡେଙ୍ଗା ମହିଳା ଭାବେ ଗିନିଜ ୱାର୍ଲ୍ଡ ରେକର୍ଡସ କରିଥିବା ରୁମେସା ଗେଲଗି ଏବେ ଆଉ ୩ଟି କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଗିନିଜ ୱାର୍ଲ୍ଡ ରେକର୍ଡସରେ ଆଉ ୩ଟି ଅତିରିକ୍ତ କାରଣ ପାଇଁ ସ୍ଥାନ ପାଇଛନ୍ତି। ତୁର୍କୀର ରୁମେସା ବର୍ତ୍ତମାନ ସୁଦ୍ଧା ୫ଟି ବିଶ୍ୱ ରେକର୍ଡ କରି ସୋଶାଲ ମିଡିଆ ସେନସେସନ ପାଲଟି ଯାଇଛନ୍ତି।

ଫେବୃଆରୀ ମାସରୁ ଆରମ୍ଭ ହୋଇଥିବା ଯାଞ୍ଚ ପ୍ରକ୍ରିୟା ଏବେ ଶେଷ ହୋଇଛି। ଏହାପରେ ରୁମେସା ୩ଟି କ୍ଷେତ୍ରରେ ଗିନିଜ ୱାର୍ଲ୍ଡ ରେକର୍ଡସ କରିଛନ୍ତି।

୧-ରୁମେସାଙ୍କ ଅଙ୍ଗୁଳି ବିଶ୍ୱରେ ଜୀବିତ ଥିବା ସମସ୍ତ ମହିଳାଙ୍କ ଠାରୁ ଅଧିକ ଲମ୍ବା। ତାଙ୍କ ଅଙ୍ଗୁଳିର ଲମ୍ବ ୧୧.୨ ସେମି ବା ୪.୪୦ ଇଞ୍ଚ।

୨- ତାଙ୍କ ହାତ ମଧ୍ୟ ବିଶ୍ୱରେ ଜୀବିତ ଥିବା ସମସ୍ତ ମହିଳାଙ୍କ ଠାରୁ ଅଧିକ ଲମ୍ବା। ତାଙ୍କ ଡାହାଣ ହାତର ଲମ୍ବ ୨୪.୯୩ ସେମି ବା ୯.୮୧ ଇଞ୍ଚ ଥିବା ବେଳେ ବାମ ହାତର ଲମ୍ବ ୨୪.୨୬ ସେମି ବା ୯.୫୫ ଇଞ୍ଚ।

୩- ଜୀବିତ ଥିବା ମହିଳା ମଧ୍ୟରେ ରୁମେସାଙ୍କ ବ୍ୟାକ୍‌ ସବୁଠାରୁ ଅଧିକ ଲମ୍ବା। ତାଙ୍କ ବ୍ୟାକ୍‌ର ଲମ୍ବା ୫୯.୯୦ ସେମି ବା ୨୩.୫୮ ଇଞ୍ଚ।

୧୯୯୭ ମସିହା ଜାନୁଆରୀ ୧ରେ ଜନ୍ମ ଗ୍ରହଣ କରିଥିବା ରୁମେସା ଜଣେ ଆଇନଜୀବୀ, ଗବେଷକ ଓ ଫ୍ରଣ୍ଟ ଏଣ୍ଡ ଡେଭଲ୍ପର ଭାବେ ଜଣାଶୁଣା। ୨୦୨୧ ଅକ୍ଟୋବର ମାସରୁ ସେ ବିଶ୍ୱରେ ଜୀବିତ ଥିବା ସବୁଠାରୁ ଡେଙ୍ଗା ମହିଳାର ମାନ୍ୟତା ପାଇଛନ୍ତି। ରୁମେସାଙ୍କ ଉଚ୍ଚତା ୭ ଫୁଟ ୭ ଇଞ୍ଚ। ଦିନକୁ ଦିନ ତାଙ୍କ ଲୋକପ୍ରିୟତା ମଧ୍ୟ ବଢ଼ିବାରେ ଲାଗିଛି।

ଜନ୍ମରୁ ରୁମେସା ଗୋଟିଏ ରୋଗରେ ପୀଡ଼ିତ। ଏହି ରୋଗ ତାଙ୍କୁ ଦିବ୍ୟାଙ୍ଗ କରି ଦେଇଛି। ସେ କହିଛନ୍ତି, “ପିଲାବେଳେ ମୋ ରୋଗ ପାଇଁ ମୁଁ ବହୁତ କଥା ଶୁଣିଛି। କିନ୍ତୁ ଡେଙ୍ଗା ହେବାର ଫାଇଦା ମୋତେ ବଡ଼ ହେବା ପରେ ମିଳିଛି। ମୋ ନାଁ ଗିନିଜ ୱାର୍ଲ୍ଡ ରେକର୍ଡସରେ ସ୍ଥାନ ପାଇଛି। ମୁଁ ୨୦୧୪ ମସିହାରେ ପ୍ରଥମଥର ପାଇଁ ବିଶ୍ୱ ରେକର୍ଡର ମାନ୍ୟତା ପାଇଥିଲି। ଏହି ଟାଇଟଲ ପାଇବା ପରେ ମୁଁ ଆଗକୁ ବଢ଼ିଛି।”

ରୁମେସା ଦିବ୍ୟାଙ୍ଗ ହୋଇଥିବାରୁ ସେ ହ୍ୱିଲଚେୟାରରେ ଯିବା ଆସିବା କରନ୍ତି। ଏଥିସହ ସେ କେବଳ କିଛି ବାଟ ଚାଲିବାକୁ ହିଁ ସକ୍ଷମ ହୁଅନ୍ତି।
https://youtu.be/E8cqzbPDRew

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story