ଯୁବରାଜ ଓ ହେଜଲଙ୍କ ବିବାହ ସମ୍ପନ୍ନ

ଚଣ୍ଡିଗଡ଼: ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଲ୍‌ରାଉଁଣ୍ଡର ଯୁବରାଜ ସିଂହଙ୍କର ବିବାହ ସମ୍ପନ୍ନ ହୋଇଛି। ସେ ଆଜି ଶିଖ୍‌ ରୀତିନୀତିରେ ଅଭିନେତ୍ରୀ ହେଜଲଙ୍କୁ ବିବାହ କରିଛନ୍ତି। ମେରୁନ୍‌ ରଙ୍ଗର ସାରୱାନୀ ଯୁବରାଜ ପିନ୍ଧିଥିବା ବେଳେ ହେଜଲ ଲେହେଙ୍ଗ ପରିଧାନ କରିଥିଲେ। ଚଣ୍ଡିଗଡ଼ଠାରୁ ୪୦ କଲୋମିଟର ଦୂର ଫତେଗଡ଼ ସାହେବ ଗୁରୁଦ୍ୱାରାରେ ଆୟୋଜିତ ବିବାହ ଉତ୍ସବରେ ଦୁଇ ପରିବାର ସଦସ୍ୟ ଓ ସମ୍ପର୍କିୟମାନେ ଯୋଗଦେଇଥିଲେ। ଏହାଛଡ଼ା ଯୁବରାଜଙ୍କ ପ୍ରିୟ ସାଙ୍ଗ ହରଭଜନ ମଧ୍ୟ ବିବାହ ଉତ୍ସବରେ ଯୋଗଦେଇଥିଲେ।

untitled

untitled

Rakesh Mallick
  • Published: Wednesday, 30 November 2016
  • Updated: 30 November 2016, 10:58 PM IST

Sports

Latest News

ଚଣ୍ଡିଗଡ଼: ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଲ୍‌ରାଉଁଣ୍ଡର ଯୁବରାଜ ସିଂହଙ୍କର ବିବାହ ସମ୍ପନ୍ନ ହୋଇଛି। ସେ ଆଜି ଶିଖ୍‌ ରୀତିନୀତିରେ ଅଭିନେତ୍ରୀ ହେଜଲଙ୍କୁ ବିବାହ କରିଛନ୍ତି। ମେରୁନ୍‌ ରଙ୍ଗର ସାରୱାନୀ ଯୁବରାଜ ପିନ୍ଧିଥିବା ବେଳେ ହେଜଲ ଲେହେଙ୍ଗ ପରିଧାନ କରିଥିଲେ।

ଚଣ୍ଡିଗଡ଼ଠାରୁ ୪୦ କଲୋମିଟର ଦୂର ଫତେଗଡ଼ ସାହେବ ଗୁରୁଦ୍ୱାରାରେ ଆୟୋଜିତ ବିବାହ ଉତ୍ସବରେ ଦୁଇ ପରିବାର ସଦସ୍ୟ ଓ ସମ୍ପର୍କିୟମାନେ ଯୋଗଦେଇଥିଲେ। ଏହାଛଡ଼ା ଯୁବରାଜଙ୍କ ପ୍ରିୟ ସାଙ୍ଗ ହରଭଜନ ମଧ୍ୟ ବିବାହ ଉତ୍ସବରେ ଯୋଗଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story