ସୂତେ ସୂତେରେ ଟ୍ରେନ୍‌ ଆଗରୁ ବଞ୍ଚିଲା ଜୀବନ, ଦେଖନ୍ତୁ ଭିଡିଓ

ଜେଲେନ: ରକ୍ଷେ ହରି ମାରେ କିଏ ନ୍ୟାୟରେ ଜଣେ ସାଇକେଲ୍‌ ଆରୋହୀ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି। ସାଇକେଲ୍‌ ଆରୋହୀ ଜଣଙ୍କ ଟ୍ରେନ୍‌ ଲାଇନ୍‌ ପାର୍‌ ହେଉଥିବା ବେଳେ ହଠାତ୍‌ ଏକ ଦ୍ରୁତଗାମୀ ଟ୍ରେନ୍‌ ତାଙ୍କ ଆଡ଼କୁ ମାଡ଼ି ଆସିଥିଲା। ହେଲେ ସୂତେସୂତେରେ ସେ ଟ୍ରେନ୍‌ ଧକ୍କାରୁ ବଞ୍ଚି ଯାଇଛନ୍ତି। ଏହି ଘଟଣାଟି ନେଦଲ୍ୟାଣ୍ଡସ୍‌ର ଜେଲେନଠାରେ ଘଟିଛି। ଏହାର ଭିଡିଓ ରେଳ ବିଭାଗ ପକ୍ଷରୁ ଜାରି କରାଯିବା ପରେ ସୋଶାଲ୍‌ ମିଡିଆରେ ଭାଇରାଲ ହୋଇଛି। ଭିଡିଓ […]

a

a

Hemant Lenka
  • Published: Friday, 30 November 2018
  • Updated: 30 November 2018, 05:50 PM IST

Sports

Latest News

ଜେଲେନ: ରକ୍ଷେ ହରି ମାରେ କିଏ ନ୍ୟାୟରେ ଜଣେ ସାଇକେଲ୍‌ ଆରୋହୀ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି। ସାଇକେଲ୍‌ ଆରୋହୀ ଜଣଙ୍କ ଟ୍ରେନ୍‌ ଲାଇନ୍‌ ପାର୍‌ ହେଉଥିବା ବେଳେ ହଠାତ୍‌ ଏକ ଦ୍ରୁତଗାମୀ ଟ୍ରେନ୍‌ ତାଙ୍କ ଆଡ଼କୁ ମାଡ଼ି ଆସିଥିଲା।

ହେଲେ ସୂତେସୂତେରେ ସେ ଟ୍ରେନ୍‌ ଧକ୍କାରୁ ବଞ୍ଚି ଯାଇଛନ୍ତି। ଏହି ଘଟଣାଟି ନେଦଲ୍ୟାଣ୍ଡସ୍‌ର ଜେଲେନଠାରେ ଘଟିଛି। ଏହାର ଭିଡିଓ ରେଳ ବିଭାଗ ପକ୍ଷରୁ ଜାରି କରାଯିବା ପରେ ସୋଶାଲ୍‌ ମିଡିଆରେ ଭାଇରାଲ ହୋଇଛି।

ଭିଡିଓ ଅନୁସାରେ ରେଳ ଫାଟକ ବନ୍ଦ ଥିଲେ ହେଁ ଜଣେ ସାଇକେଲ ଆରୋହୀ ରେଳ ଧାରଣା ଅତିକ୍ରମ କରିବାକୁ ଚେଷ୍ଟା କରିଥିଲେ। ତେବେ ସାଇକେଲ୍‌ ଆରୋହୀଙ୍କ ବାମ ପଟୁ ପ୍ରଥମେ ଏକ ଟ୍ରେନ୍‌ ଆସିଥିଲା। ସେ ଏହାକୁ ଦେଖିବା ସହ ଟ୍ରେନ୍‌ ଅତିକ୍ରମ କରିବାକୁ ଅପେକ୍ଷା କରିଥିଲେ। ଟ୍ରେନ୍‌ଟି ଅତିକ୍ରମ କରିବା ପରେ ସାଇକେଲ୍‌ ଆରୋହୀ ଜଣକ ରେଳ ଧାରଣା ପାର ହୋଇଥିଲେ।

ଏହି ସମୟରେ ଡାହଣ ପଟୁ ଏକ ଦ୍ରୁତଗାମୀ ଟ୍ରେନ୍‌ ଆସୁଥିବା ସେ ଦେଖି ପାରି ନଥିଲେ। ତେବେ ଟ୍ରେନ୍‌ଟି ତାଙ୍କୁ ଧକ୍କା ଦେବା ପୂର୍ବରୁ ସାଇକେଲ୍‌ ଆରୋହୀ ଜଣଙ୍କ ରେଳ ଧାରଣା ଅତିକ୍ରମ କରିଯାଇଥିଲେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା, ସାଇକେଲ୍‌ ଆରୋହୀ ଜଣଙ୍କ ଟ୍ରେନ୍‌ ତାଙ୍କ ନିକଟକୁ ଆସୁଥିବା ବେଳେ ଆଦୌ ବିଚଳିତ ହୋଇ ନଥିଲେ। ଏହି ଭିଡିଓକୁ ୟୁବଟ୍ୟୁବରେ ୮ ଲକ୍ଷ ଲୋକ ଦେଖି ସାରିଲେଣି।

ଦେଖନ୍ତୁ ଭିଡିଓ:

https://youtu.be/f8TqI2alLcg

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story