ଦୁର୍ନୀତି ଓ ଲାଞ୍ଚ ଅଭିଯୋଗରୁ ମୁକ୍ତ ହେଲେ ବିଏସ୍ ୟେଦୁରପ୍ପା

ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ବିଜେପି ସଭାପତି ବିଏସ୍ ୟେଦୁରପ୍ପାଙ୍କୁ ବେଙ୍ଗାଲୁରୁ ସିବିଆଇର ସ୍ୱତନ୍ତ୍ର କୋର୍ଟ ଦୋଷମୁକ୍ତ କରିଛି। ତାଙ୍କ ଉପରେ ୪୦କୋଟି ଟଙ୍କାର ଲାଞ୍ଚ ନେବାର ଅଭିଯୋଗ ରହିଥିଲା। ଦୁର୍ନିତୀ ଅଭିଯୋଗରେ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ୨୦୧୨ରେ ବିଜେପି ରୁ ମଧ୍ୟ ବାହାରି ଆସିଥିଲେ। ପରେ ୨୦୧୪ରେ ସେ ପାର୍ଟିରେ ପୁଣି ଥରେ ଯୋଗ ଦେଇଥିଲେ। ଦୋଷମୁକ୍ତ ହେବା ପରେ ଭଗବାନଙ୍କ ଉପରେ ତାଙ୍କର ବିଶ୍ୱାସ ଥିଲା, ଯାହାର […]

bs-yeddyurappa

bs-yeddyurappa

Rakesh Mallick
  • Published: Wednesday, 26 October 2016
  • Updated: 26 October 2016, 01:15 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ବିଜେପି ସଭାପତି ବିଏସ୍ ୟେଦୁରପ୍ପାଙ୍କୁ ବେଙ୍ଗାଲୁରୁ ସିବିଆଇର ସ୍ୱତନ୍ତ୍ର କୋର୍ଟ ଦୋଷମୁକ୍ତ କରିଛି। ତାଙ୍କ ଉପରେ ୪୦କୋଟି ଟଙ୍କାର ଲାଞ୍ଚ ନେବାର ଅଭିଯୋଗ ରହିଥିଲା।

ଦୁର୍ନିତୀ ଅଭିଯୋଗରେ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ୨୦୧୨ରେ ବିଜେପି ରୁ ମଧ୍ୟ ବାହାରି ଆସିଥିଲେ। ପରେ ୨୦୧୪ରେ ସେ ପାର୍ଟିରେ ପୁଣି ଥରେ ଯୋଗ ଦେଇଥିଲେ। ଦୋଷମୁକ୍ତ ହେବା ପରେ ଭଗବାନଙ୍କ ଉପରେ ତାଙ୍କର ବିଶ୍ୱାସ ଥିଲା, ଯାହାର ଫଳ ତାଙ୍କୁ ଦୋଷମୁକ୍ତ ହୋଇ ମିଳିଛି ବୋଲି ସେ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story