ୟେସ୍ ବ୍ୟାଙ୍କ ଗ୍ରାହକଙ୍କ ଜମାରାଶି ନେଇ ପ୍ରତିକ୍ରିୟା ରଖିଲେ ସୀତାରମଣ

ନୂଆଦିଲ୍ଲୀ: ୟେସ୍ ବ୍ୟାଙ୍କରୁ ଟଙ୍କା ଉଠାଇବା ନେଇ ଆରବିଆଇ କଟକଣା ଲଗାଇବା ପରେ ବ୍ୟାଙ୍କର ସ୍ଥିତି ଏବଂ ଜମାକାରୀଙ୍କ ଟଙ୍କାକୁ ନେଇ ଅନେକ ପ୍ରଶ୍ନ ଉଠିଛି। ଏହାରି ଭିତରେ କେନ୍ଦ୍ରଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରତିକ୍ରିୟା ରଖିଛନ୍ତି। ଜମାକାରୀଙ୍କ ଟଙ୍କା ସୁରକ୍ଷିତ ରହିଛି। ୟେସ ବ୍ୟାଙ୍କରେ ଯେଉଁ ଅସୁବିଧା ସୃଷ୍ଟି ହୋଇଛି ତାହା ଖୁବଶୀଘ୍ର ସମାଧାନ ହେବ ବୋଲି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ତାଙ୍କୁ କହିଥିବା ନିର୍ମଳା କହିଛନ୍ତି। ଉଭୟ ସରକାର ଏବଂ ଆରବିଆଇ ୟେସ ବ୍ୟାଙ୍କ […]

YES BANK

YES BANK

Subhransu Sekhar
  • Published: Friday, 06 March 2020
  • Updated: 06 March 2020, 04:36 PM IST

Sports

Latest News

ନୂଆଦିଲ୍ଲୀ: ୟେସ୍ ବ୍ୟାଙ୍କରୁ ଟଙ୍କା ଉଠାଇବା ନେଇ ଆରବିଆଇ କଟକଣା ଲଗାଇବା ପରେ ବ୍ୟାଙ୍କର ସ୍ଥିତି ଏବଂ ଜମାକାରୀଙ୍କ ଟଙ୍କାକୁ ନେଇ ଅନେକ ପ୍ରଶ୍ନ ଉଠିଛି। ଏହାରି ଭିତରେ କେନ୍ଦ୍ରଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରତିକ୍ରିୟା ରଖିଛନ୍ତି। ଜମାକାରୀଙ୍କ ଟଙ୍କା ସୁରକ୍ଷିତ ରହିଛି। ୟେସ ବ୍ୟାଙ୍କରେ ଯେଉଁ ଅସୁବିଧା ସୃଷ୍ଟି ହୋଇଛି ତାହା ଖୁବଶୀଘ୍ର ସମାଧାନ ହେବ ବୋଲି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ତାଙ୍କୁ କହିଥିବା ନିର୍ମଳା କହିଛନ୍ତି।

ଉଭୟ ସରକାର ଏବଂ ଆରବିଆଇ ୟେସ ବ୍ୟାଙ୍କ ସମସ୍ୟାର ସମାଧାନ ପାଇଁ ଚେଷ୍ଚା କରୁଛନ୍ତି ବୋଲି କେନ୍ଦ୍ରଅର୍ଥମନ୍ତ୍ରୀ କହିଛନ୍ତି। ଲଗାତାର ଭାବରେ ଆରବିଆଇ ଗଭର୍ଣ୍ଣରଙ୍କ ସହ ଆଲୋଚନା କରୁଛି। ବ୍ୟାଙ୍କ ଗ୍ରାହକମାନେ ଭୟଭୀତ ହେବା ଉଚିତ୍ ନୁହେଁ। ଜମାକାରୀଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦିଆଯାଇ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ସେ କହିଛନ୍ତି।

ଜରୁରୀକାଳୀନ ପରିସ୍ଥିତିରେ ଅଧିକ ଟଙ୍କା ଉଠାଇବାକୁ ନେଇ ଅର୍ଥମନ୍ତ୍ରୀ କହିଛନ୍ତି, ଯେ ଯଦି କାହାର ଜରୁରୀକାଳୀନ ପରିସ୍ଥିତି ଥାଏ, ତେବେ ସେ ନିୟମ ଅନୁଯାୟୀ ଅଧିକ ଟଙ୍କା ମଧ୍ୟ ପ୍ରତ୍ୟାହାର କରିପାରିବେ। ବିଜ୍ଞପ୍ତିରେ ଦିଆଯାଇଥିବା ସୂଚନା ଅନୁଯାୟୀ, ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଜମାକାରୀମାନେ ସେମାନଙ୍କ ଆକାଉଣ୍ଟରୁ ୫୦,୦୦୦ ରୁ ଅଧିକ ଟଙ୍କା ପ୍ରତ୍ୟାହାର କରିପାରିବେ। ଏଥିପାଇଁ ଆରବିଆଇ କିଛି ନିର୍ଦ୍ଦିଷ୍ଟ ନିୟମାବଳୀ ରଖିଛି। ଯଥା ହସ୍ପିଟାଲ, ବିବାହ ଆଦି।

ଏହାପୂର୍ବରୁ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ, ୩୦ ଦିନ ପାଇଁ ଏହି ପ୍ରତିବନ୍ଧକ ଲଗାଯାଇଛି। ବ୍ୟାଙ୍କକୁ ସଙ୍କଟରୁ ଉଦ୍ଧାର କରିବା ପାଇଁ ଆରବିଆଇ ସମସ୍ତ ପ୍ରକାର ପଦକ୍ଷେପ ନେଉଛି। ଏବେ ୟେସ୍ ବ୍ୟାଙ୍କ ବୋର୍ଡକୁ ଆରବିଆଇ ନିଜ ଅଧୀନକୁ ନେଇଛି।

ଏହି ଅବସରରେ ୟେସ ବ୍ୟାଙ୍କରେ ଦେଖାଦେଇଥିବା ସ୍ଥିତିକୁ ନେଇ ପୂର୍ବ ୟୁପିଏ ସରକାରକୁ ଟାର୍ଗେଟ କରିଛନ୍ତି ସୀତାରମଣ। କାକା-ପୁତୁରାକୁ ଫୋନରେ ଋଣ ଦିଆଯାଇଥିବାରୁ ଏଭଳି ସ୍ଥିତି ଦେଇ ଗତି କରିବାକୁ ପଡ଼ୁଛି। ଯଦି ବ୍ୟାଙ୍କ ଗୁଡିକରେ କିଛି ଭୁଲ୍ ଅଛି ତେବେ ପ୍ରଧାନମନ୍ତ୍ରୀ ମୋଦୀ ଏହାକୁ ସୁଧାରିବା ପାଇଁ କାର୍ଯ୍ୟ କରୁଛନ୍ତି। ୨୦୧୪ ପର୍ଯ୍ୟନ୍ତ, ୟୁପିଏ ସରକାର ଫୋନ୍ ଯୋଗେ ଋଣ ଦେଉଥିଲେ। ମୋଦୀ ସରକାରର କଠିନ ପରିଶ୍ରମ ହେତୁ ବ୍ୟାଙ୍କଗୁଡ଼ିକ ଆଜି ଉନ୍ନତୀ କରୁଛି।

ସୂଚନାଯୋଗ୍ୟ, ୟେସ ବ୍ୟାଙ୍କ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିବା ଦେଖି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ କିଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଯେଉଁଥିରେ ଏସବିଆଇ ଏବଂ ଏଲଆଇସି ୟେସ ବ୍ୟାଙ୍କରେ ୪୯ ପ୍ରତିଶତ ଅଂଶଧନ ଗ୍ରହଣ କରିବେ। ଉଭୟ ୨୪.୫ ପ୍ରତିଶତ ଅଂଶଧନ ଗ୍ରହଣ କରିବେ ବୋଲି ଜଣାପଡ଼ିଛି। ଏଭଳି ହେଲେ ଗ୍ରାହକଙ୍କ ସ୍ୱାର୍ଥ ସୁରକ୍ଷିତ ରହିପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story