ଯୌନ ନିର୍ଯାତନା ମାମଲାରେ ଯୋଗଗୁରୁ ଆନନ୍ଦ ଗିରି ଗିରଫ

ନୂଆଦିଲ୍ଲୀ: ଆତ୍ମଘୋଷିତ ଯୋଗ ଓ ଆଧ୍ୟାତ୍ମିକ ଗୁରୁ ସ୍ୱାମୀ ଆନନ୍ଦ ଗିରି ତାଙ୍କର ୨ ମହିଳା ଅନୁଗାମୀଙ୍କୁ ଯୌନ ନିର୍ଯାତନା ଦେଇଥିବା ମାମଲାରେ ସିଡ୍‌ନୀଠାରେ ଗିରଫ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ୨୦୧୬ ମସିହାରେ ଗୋଟିଏ ଘଟଣା ଘଟିଥିବାବେଳେ ଅନ୍ୟ ଏକ ଘଟଣା ୨୦୧୮ ମସିହା ନଭେମ୍ବରର ବୋଲି ଜଣାପଡ଼ିଛି। ସେ ୬ ସପ୍ତାହ ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ଥିବା ଅବସରରେ ତାଙ୍କୁ ଗିରଫ କରାଯାଇଛି। ସେ ଏହାପରେ ଭାରତ ଫେରିବାର ଥିଲା। ତାଙ୍କ ଜାମିନ୍‌ ଆବେଦନ […]

anand-giri

anand-giri

Subrat Kumar Nayak
  • Published: Wednesday, 08 May 2019
  • Updated: 08 May 2019, 04:15 PM IST

Sports

Latest News

ନୂଆଦିଲ୍ଲୀ: ଆତ୍ମଘୋଷିତ ଯୋଗ ଓ ଆଧ୍ୟାତ୍ମିକ ଗୁରୁ ସ୍ୱାମୀ ଆନନ୍ଦ ଗିରି ତାଙ୍କର ୨ ମହିଳା ଅନୁଗାମୀଙ୍କୁ ଯୌନ ନିର୍ଯାତନା ଦେଇଥିବା ମାମଲାରେ ସିଡ୍‌ନୀଠାରେ ଗିରଫ ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ୨୦୧୬ ମସିହାରେ ଗୋଟିଏ ଘଟଣା ଘଟିଥିବାବେଳେ ଅନ୍ୟ ଏକ ଘଟଣା ୨୦୧୮ ମସିହା ନଭେମ୍ବରର ବୋଲି ଜଣାପଡ଼ିଛି। ସେ ୬ ସପ୍ତାହ ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ଥିବା ଅବସରରେ ତାଙ୍କୁ ଗିରଫ କରାଯାଇଛି। ସେ ଏହାପରେ ଭାରତ ଫେରିବାର ଥିଲା।

ତାଙ୍କ ଜାମିନ୍‌ ଆବେଦନ କୋର୍ଟ ଖାରଜ କରିଥିଲେ ଏବଂ ବର୍ତ୍ତମାନ ତାଙ୍କୁ ରିମାଣ୍ଡରେ ନିଆଯାଇଛି।

ଆନନ୍ଦ ଗିରି ଉତ୍ତରପ୍ରଦେଶ ପ୍ରୟାଗରାଜର ବଡ଼େ ହନୁମାନ ମନ୍ଦିରର ଏବଂ ମଠ ବାଘମ୍ବରୀ ଗାଦିର ମହନ୍ତ। ସେ ଯୋଗଗୁରୁ ରାମଦେବଙ୍କ ସହିତ ମଧ୍ୟ ଯୋଗାଭ୍ୟାସ କରିଥିବା ଜଣାପଡ଼ିଛି। ଏପରିକି ସେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଅତିଥି ଅଧ୍ୟାପକ ଭାବରେ କାର୍ଯ୍ୟ କରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story