ଅଖିଲେଶ ଔରଙ୍ଗଜେବ୍‌ଙ୍କ ପରି ତାଙ୍କ ବାପାଙ୍କୁ ବିତାଡ଼ିତ କରିଥିଲେ: ଯୋଗୀ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଏସ୍‌ପି-ବିଏସ୍‌ପି ମେଣ୍ଟ ଉପରେ ପୁଣି ବର୍ଷିଛନ୍ତି। ସେ କହିଛନ୍ତି ଏସ୍‌ପି ମୁଖ୍ୟ ଅଖିଲେଶ ତାଙ୍କ ବାପା ମୁଲାୟମ ସିଂହ ଯାଦବଙ୍କୁ ଠିକ୍‌ ସେହିପରି ବିତାଡ଼ିତ କରିଥିଲେ ଯେପରି ଔରଙ୍ଗଜେବ୍‌ କରିଥିଲେ। ଔରଙ୍ଗଜେବ୍‌ ତାଙ୍କ ବାପା ଶାହଜାହାନ୍‌ଙ୍କୁ ଜେଲ୍‌ରେ ପୂରାଇଥିବା ଘଟଣାକୁ ଉଲ୍ଲେଖ କରିଛନ୍ତି। ଏକ ଟ୍ୱିଟ୍‌ରେ ସେ କହିଛନ୍ତି, ଔରଙ୍ଗଜେବ୍‌ଙ୍କ ପରି ବାପାଙ୍କୁ ବିତାଡ଼ିତ କରିଥିବା ଜଣେ ବ୍ୟକ୍ତି ତାଙ୍କ ଚିର ଶତ୍ରୁଙ୍କ ସହ ହାତ ମିଶାଇଛନ୍ତି। ଏହି […]

yogi

yogi

Subrat Kumar Nayak
  • Published: Saturday, 11 May 2019
  • Updated: 11 May 2019, 09:14 PM IST

Sports

Latest News

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଏସ୍‌ପି-ବିଏସ୍‌ପି ମେଣ୍ଟ ଉପରେ ପୁଣି ବର୍ଷିଛନ୍ତି। ସେ କହିଛନ୍ତି ଏସ୍‌ପି ମୁଖ୍ୟ ଅଖିଲେଶ ତାଙ୍କ ବାପା ମୁଲାୟମ ସିଂହ ଯାଦବଙ୍କୁ ଠିକ୍‌ ସେହିପରି ବିତାଡ଼ିତ କରିଥିଲେ ଯେପରି ଔରଙ୍ଗଜେବ୍‌ କରିଥିଲେ। ଔରଙ୍ଗଜେବ୍‌ ତାଙ୍କ ବାପା ଶାହଜାହାନ୍‌ଙ୍କୁ ଜେଲ୍‌ରେ ପୂରାଇଥିବା ଘଟଣାକୁ ଉଲ୍ଲେଖ କରିଛନ୍ତି।

ଏକ ଟ୍ୱିଟ୍‌ରେ ସେ କହିଛନ୍ତି, ଔରଙ୍ଗଜେବ୍‌ଙ୍କ ପରି ବାପାଙ୍କୁ ବିତାଡ଼ିତ କରିଥିବା ଜଣେ ବ୍ୟକ୍ତି ତାଙ୍କ ଚିର ଶତ୍ରୁଙ୍କ ସହ ହାତ ମିଶାଇଛନ୍ତି। ଏହି ‘ମହାଅପମିଶ୍ରଣ’ର ସଦସ୍ୟମାନେ ମେ ୨୩ ପରେ ପରସ୍ପରକୁ ଗାଳି କରିବା ଆରମ୍ଭ କରିବେ। ସାପ, ବେଙ୍ଗ ଏବଂ କଙ୍କଡ଼ାବିଛା ବାତ୍ୟା ସମୟରେ ଏକାଠି ହେବା ପରି ‘ମହାମେଣ୍ଟ’ର ସଦସ୍ୟମାନେ ବର୍ତ୍ତମାନ ଏକାଠି ହୋଇଛନ୍ତି।

ଅନ୍ୟ ଏକ ଟ୍ୱିଟ୍‌ରେ ଯୋଗୀ ଆଦିତ୍ୟନାଥ କହିଛନ୍ତି, ଯେତେବେଳେ ମୁଁ ଏବଂ ନରେନ୍ଦ୍ର ମୋଦି ବୁଆ (ମାୟାବତୀ) ଏବଂ ବବୁଆ (ଅଖିଲେଶ)ଙ୍କ ଦୋକାନ ବନ୍ଦ କରିଦେଲୁ, ସେମାନେ ନୂଆ କାଉଣ୍ଟର ଖୋଲି ‘ମହାଅପମିଶ୍ରଣ’ ସାମଗ୍ରୀ ବିକି ଲୋକଙ୍କୁ ଠକିବାକୁ ବାହାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story