ଆୟକର ରିଟର୍ଣ୍ଣର ଅବଧି ପୁଣି ବଢ଼ିଲା, ନୂଆ ତାରିଖ ସମ୍ପର୍କରେ ଜାଣନ୍ତୁ

ନୂଆଦିଲ୍ଲୀ: ପୁଣିଥରେ କେନ୍ଦ୍ର ସରକାର ଆୟକର ରିଟର୍ଣ୍ଣ ଫାଇଲର ଅବଧିକୁ ଆଜି ବୃଦ୍ଧି କରିଛନ୍ତି। ପୂର୍ବରୁ ଆୟକର ରିଟର୍ଣ୍ଣର ଶେଷ ତାରିଖ ସେପ୍ଟେମ୍ବର ୩୦ ବା ଆଜି ରହିଥିଲା। କିନ୍ତୁ ଏବେ ସିବିଡିଟି ଏହାକୁ ନଭେମ୍ବେର ୩୦ ଯାଏ ବୃଦ୍ଧି କରିଛନ୍ତି। ଦେଶର କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ସିବିଡିଟି ଏଭଳି ନିଷ୍ପତ୍ତି ନେଇଛି। ପ୍ରଥମେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଦାଖଲର ସମୟସୀମା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରହିଥିଲା। ତେବେ ଏହାକୁ ଦୁଇ […]

yh

Hemant Lenka
  • Published: Wednesday, 30 September 2020
  • , Updated: 30 September 2020, 05:36 PM IST

ନୂଆଦିଲ୍ଲୀ: ପୁଣିଥରେ କେନ୍ଦ୍ର ସରକାର ଆୟକର ରିଟର୍ଣ୍ଣ ଫାଇଲର ଅବଧିକୁ ଆଜି ବୃଦ୍ଧି କରିଛନ୍ତି। ପୂର୍ବରୁ ଆୟକର ରିଟର୍ଣ୍ଣର ଶେଷ ତାରିଖ ସେପ୍ଟେମ୍ବର ୩୦ ବା ଆଜି ରହିଥିଲା। କିନ୍ତୁ ଏବେ ସିବିଡିଟି ଏହାକୁ ନଭେମ୍ବେର ୩୦ ଯାଏ ବୃଦ୍ଧି କରିଛନ୍ତି।

ଦେଶର କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ସିବିଡିଟି ଏଭଳି ନିଷ୍ପତ୍ତି ନେଇଛି। ପ୍ରଥମେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଦାଖଲର ସମୟସୀମା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରହିଥିଲା। ତେବେ ଏହାକୁ ଦୁଇ ଥର ବୃଦ୍ଧି କରି ସେପ୍ଟେମ୍ବର ୩୦ କରାଯାଇଥିଲା। ଏବେ ଏହାକୁ ନଭେମ୍ବର ୩୦ ଯାଏ ବୃଦ୍ଧି କରାଯାଇଛି।

Related story