ଜାକିର ନାଏକଙ୍କ ସହ ଯୋଗଯୋଗ କରିପାରେ ଏନ୍‌ଆଇଏ

ନୂଆଦିଲ୍ଲୀ: ବିବାଦୀୟ ଭାଷଣ ପାଇଁ ଚର୍ଚ୍ଚାରେ ଥିବା ଜାକିର ନାଏକଙ୍କୁ ଯୋଗାଯୋଗ କରିପାରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)। ଜାକିର ଏବେ ସାଉଦି ଆରବର ମଦୀନାରେ ଥିବା ଏନ୍‌ଆଇଏ ବିଶେଷ ସୁତ୍ରରୁ ସୂଚନା ପାଇଛି। ଏନ୍‌ଆଇଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି,“ଜାକିରଙ୍କ ନିକଟକୁ ଏକ ବର୍ତ୍ତା କିମ୍ବା ସିଗ୍‌ନାଲ ପ୍ରେରଣ କରାଯିବ।  ଯଦି ସେ ଦେଶକୁ ଫେରିବା ପାଇଁ ସେଠାରେ ଅପେକ୍ଷା କରିଛନ୍ତି ତେବେ ତାଙ୍କୁ ଦେଶକୁ ଆସିବାକୁ ବୈଧାନିକ ଭାବେ ଏହି ବାର୍ତ୍ତା ପ୍ରେରଣ କରାଯିବାକୁ […]

zakir naik

zakir naik

Rakesh Mallick
  • Published: Wednesday, 13 July 2016
  • Updated: 13 July 2016, 06:27 PM IST

Sports

Latest News

ନୂଆଦିଲ୍ଲୀ: ବିବାଦୀୟ ଭାଷଣ ପାଇଁ ଚର୍ଚ୍ଚାରେ ଥିବା ଜାକିର ନାଏକଙ୍କୁ ଯୋଗାଯୋଗ କରିପାରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)। ଜାକିର ଏବେ ସାଉଦି ଆରବର ମଦୀନାରେ ଥିବା ଏନ୍‌ଆଇଏ ବିଶେଷ ସୁତ୍ରରୁ ସୂଚନା ପାଇଛି।

ଏନ୍‌ଆଇଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି,“ଜାକିରଙ୍କ ନିକଟକୁ ଏକ ବର୍ତ୍ତା କିମ୍ବା ସିଗ୍‌ନାଲ ପ୍ରେରଣ କରାଯିବ।  ଯଦି ସେ ଦେଶକୁ ଫେରିବା ପାଇଁ ସେଠାରେ ଅପେକ୍ଷା କରିଛନ୍ତି ତେବେ ତାଙ୍କୁ ଦେଶକୁ ଆସିବାକୁ ବୈଧାନିକ ଭାବେ ଏହି ବାର୍ତ୍ତା ପ୍ରେରଣ କରାଯିବାକୁ ଯୋଜନା କରାଯାଉଛି। ଜାକିରଙ୍କ ମୋବାଇଲ ଫୋନ୍‌ ନମ୍ବରରେ ଏନ୍‌ଆଇଏ ତାଙ୍କ ସହ ଯୋଗାଯୋଗ ସ୍ଥାପନ କରିବାକୁ ଚେଷ୍ଟା କରାଯାଇଥିଲା, କିନ୍ତୁ ତାହା ବନ୍ଦ ରହିଛି। ତେଣୁ ଏନ୍‌ଆଇଏ ଅନ୍ୟ କୌଣସି ମାଧ୍ୟମରେ ତାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିବ।”

ସୂଚନାଯୋଗ୍ୟ ଏନ୍‌ଆଇର ୪ଟି ଟିମ୍‌  ୫୦୦ରୁ ଅଧିକ ସିଡି(ଜାକିରଙ୍କ ଦ୍ୱାରା ପ୍ରଦତ୍ତ ଉତ୍ତେଜକ ଭାଷଣ)କୁ ଅନୁଧ୍ୟାନ କରୁଛନ୍ତି। ସେ ଆଇଏସ୍‌ଆଇଏସ ସହ ସମ୍ପୃକ୍ତ ଥିବା ଅଭିଯୋଗ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story