ଜାଲିକାଟ୍ଟୁ ବେଳେ ନାବାଳକକୁ ଭୁଶିି ମାରିଲା ଷଣ୍ଢ

ବାର୍ଷିକ ଜାଲିକାଟ୍ଟୁ କ୍ରୀଡା ଦେଖିବା ପାଇଁ ଶହ ଶହ ଲୋକ ଏକାଠି ହୋଇଥିଲେ। ତେବେ ଖେଳର ଅନ୍ତିମ ପର୍ଯ୍ୟାୟରେ ଜଣେ ଷଣ୍ଢ ମାଲିକ ତାଙ୍କ ଷଣ୍ଢକୁ କାବୁ କରିପାରି ନଥିଲେ। ଫଳରେ ନିୟନ୍ତ୍ରଣ ବାହାରେ ଯାଇ ଷଣ୍ଢଟି ଖେଳ ଦେଖିବାକୁ ଆସିଥିବା ଜଣେ ୧୪ ବର୍ଷୀୟ ପୁଅକୁ ଆକ୍ରମଣ କରିଥିଲା।

Jallikattu

Madhupriya Mistry
  • Published: Sunday, 22 January 2023
  • Updated: 22 January 2023, 10:25 AM IST

Sports

Latest News

ଜାଲିକାଟ୍ଟୁ ନେଲା ଜୀବନ। ପ୍ରସିଦ୍ଧ ଜାଲିକାଟ୍ଟୁ ଖେଳ ବେଳେ ଚାଲିିଗଲା ନାବାଳକର ଜୀବନ। ୧୪ ବର୍ଷର ପୁଅକୁ ଭୁଶି ମାରିଲା ଷଣ୍ଢ। ତାମିଲନାଡୁର ଧର୍ମପୁରୀରେ ଶନିବାର ଘଟିଛି ଏଭଳି କିଛି ଘଟଣା।

ତାଣ୍ଡାନଗାମ୍‌ରେ ଆୟୋଜିତ ବାର୍ଷିକ ଜାଲିକାଟ୍ଟୁ କ୍ରୀଡା ଦେଖିବା ପାଇଁ ଶହ ଶହ ଲୋକ ଏକାଠି ହୋଇଥିଲେ। ତେବେ ଖେଳର ଅନ୍ତିମ ପର୍ଯ୍ୟାୟରେ ଜଣେ ଷଣ୍ଢ ମାଲିକ ତାଙ୍କ ଷଣ୍ଢକୁ କାବୁ କରିପାରି ନଥିଲେ। ଫଳରେ ନିୟନ୍ତ୍ରଣ ବାହାରେ ଯାଇ ଷଣ୍ଢଟି ଖେଳ ଦେଖିବାକୁ ଆସିଥିବା ଜଣେ ୧୪ ବର୍ଷୀୟ ପୁଅକୁ ଆକ୍ରମଣ କରିଥିଲା। ଷଣ୍ଢ ଭୁଶିବା ଯୋଗୁ ନାବାଳକର ମୃତ୍ୟୁ ହୋଇଥିବା ଜଣାପଡିଛି। 

ସୂଚନା ମୁତାବକ, ମୃତ ନାବାଳକର ନାଁ ଏସ୍ ଗୋକୁଳ। ସେ ଉକ୍ତ ଷଣ୍ଢ ମାଲିକର ପୁଅ। ପିଲାଟି ପ୍ରସ୍ଥାନ ଫାଟକ ନିକଟରେ ତାଙ୍କ ଷଣ୍ଢକୁ ଅପେକ୍ଷା କରି ଠିଆ ହୋଇଥିଲା। ଏତିକି ବେଳେ ଷଣ୍ଢଟି ନିୟନ୍ତ୍ରଣ ହରାଇ ଗୋକୁଳକୁ ଆକ୍ରମଣ କରିଥିଲା। ଏହାପରେ ତୁରନ୍ତ ତାକୁ ଧରମପୁରୀ ମେଡିକାଲ କଲେଜକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ହୋଇଛି। ଅନ୍ୟପଟେ ଏହି ଜାଲିକାଟ୍ଟୁ ବେଳେ ମୋଟ ୬୮ ଜଣ ଆହତ ହୋଇଛନ୍ତି। ସେମାନଙ୍କ ଚିକିତ୍ସା ଜାରି ରହିଛି। 

ଧରମପୁରୀ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଗୋକୁଳ ଠିକ୍ କେମିତି ଆହତ ହେଲା, ତାହା ଜାଣିବା ପାଇଁ ସିସିଟିଭି ଫୁଟେଜ୍‌ ଯାଞ୍ଚ କରୁଛି। ଗୋକୁଳକୁ ମିଶାଇ ଚଳିତ ବର୍ଷ ଜାଲିକାଟ୍ଟୁରେ ୪ଜଣଙ୍କର ମୃତ୍ୟୁ ଘଟିଲାଣି।

ତାମିଲନାଡୁ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଏମ୍‌ଆର୍‌କେ ପନ୍ନୀରସେଲ୍‌ବମ୍‌ଙ୍କ ଦ୍ୱାରା ଉଦ୍‌ଘାଟିତ ଏହି ଜାଲିକାଟ୍ଟୁ କ୍ରୀଡ଼ାରେ ମୋଟ ୬୨୨ଟି ଷଣ୍ଢ ଓ ୭୦୦ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ।
 
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story