ବଢ଼ିଲା ଚିନ୍ତା, ଜରୁରୀ ମେଡିସିନଗୁଡ଼ିକର ଦାମ ୧୨% ଯାଏ ବଢ଼ିବ

ଏପ୍ରିଲ ୧ ତାରିଖରୁ ବିଭିନ୍ନ ପ୍ରକାରର ପେନକିଲର୍ସ, ଆଣ୍ଟିବାୟୋଟିକ, ସଂକ୍ରମର ନିରୋଧ ଔଷଧ ଓ ହୃଦଘାତ ଜନିତ ମେଡିସିନର ଦାମ ବୃଦ୍ଧି ପାଇବ।

Medicine PhotoTwitter

Representational image

Hemant Lenka
  • Published: Tuesday, 28 March 2023
  • Updated: 28 March 2023, 08:53 PM IST

Sports

Latest News

ବିଭିନ୍ନ ସାମଗ୍ରୀର ଦାମ ବଢ଼ୁଥିବା ବେଳେ ସାଧାରଣ ଲୋକଙ୍କ ପାଇଁ ଆଉ ଗୋଟିଏ ଖରାପ ଖବର ଆସିଛି। ଜରୁରୀ ମେଡିସିନ ଗୁଡ଼ିକର ଦାମ ୧୨% ଯାଏ ବଢ଼ିବ। ଏପ୍ରିଲ ୧ ତାରିଖରୁ ବିଭିନ୍ନ ପ୍ରକାରର ପେନକିଲର୍ସ, ଆଣ୍ଟିବାୟୋଟିକ, ସଂକ୍ରମର ନିରୋଧ ଔଷଧ ଓ ହୃଦଘାତ ଜନିତ ମେଡିସିନର ଦାମ ବୃଦ୍ଧି ପାଇବ।

ଗତବର୍ଷ ନ୍ୟାଶନାଲ ଫାର୍ମାସିଟ୍ୟୁକାଲ ପ୍ରାଇସିଂ ଅଥୋରିଟି(ଏନପିପିଏ) ମେଡିସିନର ହୋଲସେଲ ପ୍ରାଇସ ଇଣ୍ଡେକ୍ସ(WPI) ୧୦.୭% ବଢ଼ିବ ବୋଲି କହିଥିଲା। ପ୍ରତିବର୍ଷ ଏନପିପିଏ WPIରେ ପରିବର୍ତ୍ତନ କରିଥାଏ। ଡ୍ରଗ୍ସ(ପ୍ରାଇସ କଣ୍ଟ୍ରୋଲ) ନିର୍ଦ୍ଦେଶ ୨୦୧୩ ବା ଡିପିସିଓ ୨୦୧୩ ଅନୁଯାୟୀ ଏପରି ପରିବର୍ତ୍ତନ ହୋଇଥାଏ।

ଏନପିପିଏ ଦ୍ୱାରା ନିୟନ୍ତ୍ରିତ ଔଷଧ ଦରରେ ଏପରି ପରିବର୍ତ୍ତନ ହେବ। ବାକି ଔଷଧର ଦାମ ପ୍ରତିବର୍ଷ ୧୦% ଯାଏ ବୃଦ୍ଧି କରାଯାଇଥାଏ। କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ସେଡ୍ୟୁଲଡ ଔଷଧର ଦାମ ନନ୍‌ ସେଡ୍ୟୁଲଡ ଔଷଧ ତୁଳନାରେ ଅଧିକ ହେବାକୁ ଯାଉଛି। ସେଡ୍ୟୁଲଡ ଔଷଧଗୁଡ଼ିକ ଜାତୀୟ ସ୍ତରରର ଜରୁରୀ ମେଡିସିନ ତାଲିକାରେ ରହିଥାଏ। ଏବେ ସେହି ସବୁ ଜରୁରୀ ମେଡିସିନର ଦାମ ୧୨% ଯାଏ ବୃଦ୍ଧି ପାଇବାକୁ ଯାଉଛି।

Also Read

ପ୍ରତାପ ଶର୍ମା ନାମକ ଜଣେ ବ୍ୟକ୍ତି କହିଛନ୍ତି, “ଦର ବୃଦ୍ଧିର ପ୍ରଭାବ ସମସ୍ତଙ୍କ ଉପରେ ପଡ଼ିବ। ଯେଉଁମାନେ ଅଧିକ ମାତ୍ରାରେ ମେଡିସିନ ଉପରେ ନିର୍ଭର କରୁଛନ୍ତି, ସେମାନଙ୍କ ପକେଟ ଅଧିକ ପ୍ରଭାବିତ ହେବ। ମେଡିସିନ ଜରୁରୀ ଥିବାରୁ ଯେତେ ଦାମ ପଡ଼ିଲେ ମଧ୍ୟ ଏହାକୁ କିଣିବାକୁ ଲୋକମାନେ ବାଧ୍ୟ ହେବେ। ସେମାନଙ୍କ ଔଷଧ କିଣାର ଅଭ୍ୟାସରେ କୌଣସି ପରିବର୍ତ୍ତନ ହେବାର ନାହିଁ।”

ଗତବର୍ଷ ଏନପିପିଏ ପକ୍ଷରୁ ମେଡିସିନର ଦାମ ୧୦.୭୬% ବୃଦ୍ଧି କରାଯାଇଥିଲା। ଏହାଦ୍ୱାରା ପ୍ରାୟ ୮୦୦ ସେଡ୍ୟୁଲଡ ମେଡିସନର ଦାମ ବୃଦ୍ଧି ପାଇଥିଲା। ଜ୍ୱର, ବିଭିନ୍ନ ପ୍ରକାରର ସଂକ୍ରମଣ, ହୃଦଜନିତ ରୋଗ, ଉଚ୍ଚ ରକ୍ତଚାପ, ଚର୍ମ ରୋଗ ଭଳି ମେଡିସିନର ଦାମ ବୃଦ୍ଧି ପାଇଥିଲା। ୨୦୨୧ରେ WPI ୦.୫୩%, ୨୦୨୦ରେ ୧.୮୮%, ୨୦୧୯ରେ ୪.୨୬% ଓ ୨-୦୧୮ରେ ୩.୪୩% ବୃଦ୍ଧି ପାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story