ସୁୁନାର ମୋଦି, ଯେତେ ସିଟ୍‌ରେ ବିଜୟୀ ସେତିକି ଗ୍ରାମରେ ତିଆରି ମୂର୍ତ୍ତି

ଗୁଜରାଟ ନିର୍ବାଚନରେ ବିଜେପି ଯେତିକି ସିଟ୍‌ରେ ବିଜୟୀ ହୋଇଛି ସେତିକି ଗ୍ରାମରେ ଏହି ମୂର୍ତ୍ତିକୁ ତିଆରି କରାଯାଇଛି। ଗତବର୍ଷ ଡିସେମ୍ବରରେ ବିଜେପି ଗୁଜରାଟ ବିଧାନସଭା ନିର୍ବାଚରେ ୧୮୨ରୁ ୧୫୬ ସିଟ୍‌ରେ ବିଜୟ ହାସଲ କରିଥିଲା।

Pm modis golden statue

Madhupriya Mistry
  • Published: Saturday, 21 January 2023
  • Updated: 21 January 2023, 09:45 AM IST

ସୁନାରେ ମୋଦି। ୧୫୬ ଗ୍ରାମ ସୁନାରେ ନିର୍ମାଣ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିମୂର୍ତ୍ତି। ଯାହା ଦେଖିବାକୁ ଯେତେ ଆକର୍ଷଣୀୟ, ସେତେ ମୂଲ୍ୟବାନ ମଧ୍ୟ। ଗୁଜରାଟ ସୁରତରେ ଜଣେ ସୁନା ବ୍ୟବସାୟୀ ବସନ୍ତ ବୋରାଙ୍କ କମ୍ପାନିରେ ଏହାକୁ ତିଆରି କରାଯାଇଛି।

୩ ଇଞ୍ଚ ଚଉଡ଼ା, ସାଢ଼େ ୪ ଇଞ୍ଚ ଲମ୍ବ ଏହି ପ୍ରତିମୂର୍ତ୍ତିକୁ ତିଆରି କରିବାକୁ ଲାଗିଛି ୩ ମାସର ସମୟ। ୧୮ କ୍ୟାରେଟ୍ ସୁନାରେ ତିଆରି ହୋଇଥିବା ମୋଦିଙ୍କ ଏହି ପ୍ରତିମୂର୍ତ୍ତିରେ ଅନେକ ବିଶେଷତ୍ୱ ରହିଛି।

ପ୍ରତିମୂର୍ତ୍ତିଟି ଅବିକଳ ମୋଦିଙ୍କ ଭଳି ଦେଖାଯାଉଛି। ଆଖି, ନାକ, କାନ ଏମିତିକି ମୋଦିଙ୍କ ଚଷମା ଓ ଦାଢ଼ିକୁ ବି ଅବିକଳ କରିଛନ୍ତି ୨୦ଜଣ କାରିଗର। ଏହି ମୂର୍ତ୍ତିର ଦାମ ୧୧ ଲକ୍ଷ ଟଙ୍କା ରଖାଯାଇଛି। 

ଅନେକ ଲୋକେ ମୋଦିଙ୍କ ଏହି ପ୍ରତିମୂର୍ତ୍ତିକୁ କିଣିବା ପାଇଁ ଆଗ୍ରହୀ ଅଛନ୍ତି, କିନ୍ତୁ ଏହାକୁ ତିଆରି କରିଥିବା ସୁନା ବ୍ୟବସାୟୀ ଏହି ମୂର୍ତ୍ତିକୁ ବିକ୍ରି କରିବା ପାଇଁ ନିଷ୍ପତ୍ତି ନେଇ ନାହାନ୍ତି। ସେ କହିଛନ୍ତି, ମୁଁ ମୋଦିଙ୍କ ଜଣେ ବଡ ପ୍ରଶଂସକ। ତାଙ୍କୁ ସମ୍ମାଦ ଦେବା ପାଇଁ ଏହି ମୂର୍ତ୍ତି ତିଆରି କରିବାକୁ ଚାହୁଁଥିଲି। ଏହି ମୂର୍ତ୍ତିର କୌଣସି ମୂଲ୍ୟ ନାହିଁ, କାରଣ ମୁଁ ଏହାକୁ ବିକ୍ରି କରିବାକୁ ଚାହୁଁନି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story