ଇନୋଭାକୁ ପିଟିଲା ଟ୍ରକ:ଜଣେ ମୃତ,୩ ଗୁରୁତର

ଭୁବନେଶ୍ୱର: ଭୁବନେଶ୍ୱର ପାୱାର ହାଉସ ଛକ ନିକଟରେ ଦୁର୍ଘଟଣା ଘଟି ଜଣଙ୍କର ମୃତୁ୍ୟ ହୋଇଥିବା ବେଳେ ତିନିଜଣ ଗୁରୁତର ଭାବେ ଆହାତ ହୋଇଛନ୍ତି। ଆଜି ସକାଳୁ ନୂଆପଲ୍ଲୀ ମଣ୍ଡପଆଡୁ ଆସୁଥିବା ଏକ ବାଲି ବୋଝେଇ ଟ୍ରକ ଜୟଦେବ ବିହାର ଆଡୁ ଆସୁଥିବା ଏକ ଇନୋଭାକୁ ମୁହାଁମୁହିଁ ଧକ୍କା ଦେଇଥିଲା। ଗାଡିରେ ଥିବା ୪ଜଣଙ୍କର ମଧ୍ୟରୁ ଗାଡି ଚାଳକ ଘଟଣାସ୍ଥଳରେ ଗୁରୁତର ହୋଇଥିଲେ। ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ। ଅନ୍ୟ […]

vlcsnap

vlcsnap

Rakesh Mallick
  • Published: Sunday, 19 April 2015
  • Updated: 19 April 2015, 04:53 AM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱର ପାୱାର ହାଉସ ଛକ ନିକଟରେ ଦୁର୍ଘଟଣା ଘଟି ଜଣଙ୍କର ମୃତୁ୍ୟ ହୋଇଥିବା ବେଳେ ତିନିଜଣ ଗୁରୁତର ଭାବେ ଆହାତ ହୋଇଛନ୍ତି। ଆଜି ସକାଳୁ ନୂଆପଲ୍ଲୀ ମଣ୍ଡପଆଡୁ ଆସୁଥିବା ଏକ ବାଲି ବୋଝେଇ ଟ୍ରକ ଜୟଦେବ ବିହାର ଆଡୁ ଆସୁଥିବା ଏକ ଇନୋଭାକୁ ମୁହାଁମୁହିଁ ଧକ୍କା ଦେଇଥିଲା।

ଗାଡିରେ ଥିବା ୪ଜଣଙ୍କର ମଧ୍ୟରୁ ଗାଡି ଚାଳକ ଘଟଣାସ୍ଥଳରେ ଗୁରୁତର ହୋଇଥିଲେ। ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ।

ଅନ୍ୟ ତିନିଜଣଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭତ୍ତି କରାଯାଇଥିଲା।ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ଏମାନଙ୍କର ପରିବାରବର୍ଗ ଭିନ୍ନ ଭିନ୍ନ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରଣ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story