ଓଡ଼ିଶାରେ ଜନଜାତିଙ୍କ ପାଇଁ ସଂରକ୍ଷିତ ସମସ୍ତ ୩୨ ଟି ବିଧାନସଭା, ୫ଟି ଲୋକସଭା ଆସନରେ ଜିତିବା ପାଇଁ ବିଜେପି ସମର୍ଥ: ଜୁଏଲ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ଆଦିବାସୀଙ୍କ ପାଇଁ ୩୨ଟି ଆସନ ସଂରକ୍ଷିତ ରହିଛି। ସେହିପରି ରାଜ୍ୟରେ ୫ଟି ଲୋକସଭା ଆସନ ମଧ୍ୟ ଆଦିବାସୀଙ୍କ ପାଇଁ ସଂରକ୍ଷିତ ଅଛି। ଭାଜପା ଆଦିବାସୀଙ୍କ ପାଇଁ ସଂରକ୍ଷିତ ୩୨ ରୁ ୩୨ ବିଧାନସଭା ଓ ୫ ଟି ଯାକ ଲୋକସଭା ଆସନରେ ଜିତିପାରିବ। ‘ଓଡ଼ିଶା ରିପୋର୍ଟର’କୁ ଦେଇଥିବା ଏକ ସ୍ୱତନ୍ତ୍ର ସାକ୍ଷାତକାରରେ କହିଛନ୍ତି ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ୍। ସେ କହିଛନ୍ତି, ରାଜ୍ୟରେ ୩୨ଟିରୁ […]

jueloram1

jueloram1

Rakesh Mallick
  • Published: Friday, 19 June 2015
  • Updated: 20 June 2015, 06:32 AM IST

Sports

Latest News

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ଆଦିବାସୀଙ୍କ ପାଇଁ ୩୨ଟି ଆସନ ସଂରକ୍ଷିତ ରହିଛି। ସେହିପରି ରାଜ୍ୟରେ ୫ଟି ଲୋକସଭା ଆସନ ମଧ୍ୟ ଆଦିବାସୀଙ୍କ ପାଇଁ ସଂରକ୍ଷିତ ଅଛି। ଭାଜପା ଆଦିବାସୀଙ୍କ ପାଇଁ ସଂରକ୍ଷିତ ୩୨ ରୁ ୩୨ ବିଧାନସଭା ଓ ୫ ଟି ଯାକ ଲୋକସଭା ଆସନରେ ଜିତିପାରିବ। ‘ଓଡ଼ିଶା ରିପୋର୍ଟର’କୁ ଦେଇଥିବା ଏକ ସ୍ୱତନ୍ତ୍ର ସାକ୍ଷାତକାରରେ କହିଛନ୍ତି ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ୍।

ସେ କହିଛନ୍ତି, ରାଜ୍ୟରେ ୩୨ଟିରୁ ୩୨ଟି ବିଧାନସଭା ଆସନ ଓ ୫ଟି ଯାକ ଲୋକସଭା ଆସନରେ ଜିତିବା ପାଇଁ ଆମ ପାଖରେ ସାମର୍ଥ୍ୟ ଅଛି। ସେଥିରେ କିଛି ଦ୍ୱିମତ ନାହିଁ। ଆମେ ତାହା କରି ଦେଖାଇ ପାରିବୁ।

ଜୁଏଲ କହିଛନ୍ତି,  ଆଜିର ଦିନରେ ଅଲ୍ ଇଣ୍ଡିଆରେ ସର୍ବାଧିକ ଟ୍ରାଇବାଲ୍ ଏମପି  ଭାରତୀୟ ଜନତା ପାର୍ଟି ପାଖରେ ଅଛନ୍ତି।  ସର୍ବାଧିକ ଏମଏଲଏ ବି ଭାରତୀୟ ଜନତା ପାର୍ଟି ପାଖରେ ଅଛନ୍ତି। ଓଡ଼ିଶାରେ ମଧ୍ୟ ଏକ ସମୟରେ ୧୮ ଜଣ ଆଦିବାସୀ ଏମଏଲଏ ଏବଂ ୪ ଜଣ ଆଦିବାସୀ ଏମପି ବିଜେପିର ଥିଲେ। ଯେହେତୁ ଅତୀତରେ ଥିଲେ ଆମେ ଏବେ ବି ଆମ ପାଖରେ ସେହି ଶକ୍ତି ଅଛି। ଆମେ ସେହି ସ୍ଥିତିକୁ ଯାଇ ପାରିବୁ।

ଜୁଏଲ ଓରାମଙ୍କ ସହିତ ‘ଓଡ଼ିଶା ରିପୋର୍ଟର’ର ଏହି ସ୍ୱତନ୍ତ୍ର ସାକ୍ଷାତକାର ଆପଣ ‘ଇଣ୍ଟରଭ୍ୟୁ ସେଗମେଣ୍ଟ’ରେ ବିସ୍ତୃତ ଭାବେ ପଢ଼ି ପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story