କୋରାପୁଟରେ ଆତ୍ମସମର୍ପଣ କଲେ ତିନି ଆର୍ମଡ କ୍ୟାଡର ମାଓବାଦୀ

କୋରାପୁଟ: ଆଜି କୋରାପୁଟ ଠାରେ ୩  ଆର୍ମଡ କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ଲଛମା ପାଶ୍କା, ସପାଇ ମଣିଆକ୍କା ଓରଫ ତୁଳସୀ , ତଲାସା ୱେଟାକା ଓରଫ ଗୀତା ।

maobadi

maobadi

Rakesh Mallick
  • Published: Monday, 18 May 2015
  • Updated: 18 May 2015, 08:23 AM IST

Sports

Latest News

କୋରାପୁଟ: ଆଜି କୋରାପୁଟ ଠାରେ ୩  ଆର୍ମଡ କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ଲଛମା ପାଶ୍କା, ସପାଇ ମଣିଆକ୍କା ଓରଫ ତୁଳସୀ , ତଲାସା ୱେଟାକା ଓରଫ ଗୀତା ।

uvs150518-002ଆତ୍ମସମର୍ପଣ କରିଥିବା ତିନି ମାଓବାଦୀ କୋରାପୁଟ ଡିଭିଜନର ନାରାୟଣପାଟଣାର ସଦସ୍ୟ ଥିଲେ। ସେମାନଙ୍କ ପାଇଁ ଓଡ଼ିଶା ସରକାର ୧ ଲକ୍ଷ ଟଙ୍କାର ପୁରଷ୍କାର ରାଶି ଘୋଷଣା କରିଥିଲେ। ଆଜି ଏହି ତିନି ମାଓବାଦୀ ଦକ୍ଷୀଣାଞ୍ଚଳ ଆଇଜି ଯଶବନ୍ତ ଜେଠୱାଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos