ଭୁବନେଶ୍ୱର:ରାଜ୍ୟରେ ବନ୍ଦ ଥିବା ୨୬ଟି ଖଣି ଖୋଲିବ। ଏନେଇ ଆଜି ପ୍ରକାଶ ପାଇପରେ ବିଧିବଦ୍ଧ ବଜ୍ଞାପ୍ତି। ଖଣି ଖୋଲିବାକୁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ବସିଥିବା ଇଣ୍ଟର ଡିପାର୍ଟମଣ୍ଟେ କମିଟିର ସୁପାରିଶକୁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଥିଲେ।
କ୍ୟାପ୍ଟିଭ ଖଣି ଗୁଡିକର ଲିଜ୍ ଅବଧି ୧୫ ବର୍ଷ ଏବଂ ନନ୍ କ୍ୟାପଟିଭ୍ ଖଣି ଗୁଡିକର ଲିଜ୍ ଅବଧି ୫ ବର୍ଷ ଯାଏଁ ନବୀକରଣ କରାଯିବ । ଲିଜଧାରୀ ଆବଶ୍ୟକ ଦସ୍ତାବିଜ ସହ ରେଜିଷ୍ଟ୍ରେସନ କରିବା ପରେ,ଖଣି ଖୋଲିପାରିବେ ବୋଲି ରାଜ୍ୟ ଖଣିମନ୍ତ୍ରୀ ପ୍ରଫୁଲ ମଲ୍ଲିକ ସୂଚନା ଦେଇଛନ୍ତି।
ଗତକାଲି ୪ ତାରିଖରେ ଲିଜ ଡିଡି ସର୍ତ୍ତ ଉଲ୍ଲଂଘନ ହୋଇନଥିବା ୨୬ ଟି ଖଣିର ଅବଧି ବୃଦ୍ଧି କରିବାକୁ ଇଣ୍ଟର ଡିପାର୍ଟମଣ୍ଟେକମିଟି ସୁପାରିଶ କରିଥିଲା।ସଂଶୋଧିତ ଏମ୍ଏମ୍ଡିଆର ଆକ୍ଟ ଅନୁଯାଇ,ଏହି ୨୬ଟି ଖଣି ଖୋଲିବାକୁ ସୁପାରିଶ କରାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
୪ ବର୍ଷର ଶିଶୁ ଉପରେ ମାଡ଼ିଗଲା କାର୍, ନାବାଳକ ଡ୍ରାଇଭର୍ ଗିରଫ
ଖେଳୁଥିବା ସମୟରେ ଦ୍ରୁତ ଗତିରେ ଆସି ଶିଶୁଟି ଉପରେ କାର୍ ଚଢ଼ି ଯିବାରୁ ତା'ର ମୃତ୍ୟୁ ହୋଇଛି। ଏହି ମାମଲାରେ ପୁଲିସ ୧୯ ବର୍ଷୀୟ ଡ୍ରାଇଭରକୁ ଗିରଫ କରିଛି।
National
ସ୍ପେଡେକ୍ସ ମିଶନ: ମହାକାଶରେ ଯୋଡ଼ାଯିବ ଦୁଇଟି ସ୍ପେସ୍କ୍ରାଫ୍ଟ
ମହାକାଶରେ ଦୁଇଟି ସ୍ପେସ୍କ୍ରାଫ୍ଟକୁ ଯୋଡ଼ାଯିବ। ସ୍ପେଡେକ୍ସ ମିଶନ ଜରିଆରେ ଏହି ଐତିହାସିକ ପଦକ୍ଷେପ ଲାଗି ଜୋରଦାର ପ୍ରସ୍ତୁତି ଚଳାଇଛି ଇସ୍ରୋ।
National
ମନ୍ଦିରକୁ ଜିନ୍ସ ପିନ୍ଧି ଯିବା ମନା, ଡ୍ରେସ୍ କୋଡ୍ ଲାଗୁ
ନୂଆବର୍ଷ ପୂର୍ବରୁ ମନ୍ଦିରକୁ ଆସୁଥିବା ଭିଡ଼କୁ ଦୃଷ୍ଟିରେ ରଖି ଏହି ଡ୍ରେସ୍ କୋଡ୍ ଲାଗୁ କରାଯାଇଛି।
National
ରାହୁଲ ଗାନ୍ଧି ହାଜିର ହୋ': ଜାରି ହେଲା ସମନ
ଏକ ସ୍ୱତନ୍ତ୍ର କୋର୍ଟ ରାହୁଲଙ୍କୁ ଜାନୁଆରୀ ୭ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।
National
ମୋହାଲି ବିଲ୍ଡିଂ ଭୁଶୁଡ଼ିବା ଘଟଣାରେ ୨ ମୃତ, ଘର ମାଲିକ ନାଁରେ ମାମଲା
ବିଲ୍ଡିଂ ତଳେ ପ୍ରାୟ ୧୫ ଜଣ ଦବି ରହିଥିବା ଆଶଙ୍କା ରହିଛି।