ଖଣି ଖୋଲିବାକୁ ଆଜି ପ୍ରକାଶ ପାଇବ ବିଜ୍ଞାପ୍ତି

ଭୁବନେଶ୍ୱର:ରାଜ୍ୟରେ ବନ୍ଦ ଥିବା ୨୬ଟି ଖଣି ଖୋଲିବ। ଏନେଇ ଆଜି ପ୍ରକାଶ ପାଇପରେ ବିଧିବଦ୍ଧ ବଜ୍ଞାପ୍ତି। ଖଣି ଖୋଲିବାକୁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ବସିଥିବା ଇଣ୍ଟର ଡିପାର୍ଟମଣ୍ଟେ କମିଟିର ସୁପାରିଶକୁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଥିଲେ। କ୍ୟାପ୍ଟିଭ ଖଣି ଗୁଡିକର ଲିଜ୍ ଅବଧି ୧୫ ବର୍ଷ ଏବଂ ନନ୍ କ୍ୟାପଟିଭ୍ ଖଣି ଗୁଡିକର ଲିଜ୍ ଅବଧି ୫ ବର୍ଷ ଯାଏଁ ନବୀକରଣ କରାଯିବ । ଲିଜଧାରୀ ଆବଶ୍ୟକ ଦସ୍ତାବିଜ ସହ ରେଜିଷ୍ଟ୍ରେସନ କରିବା ପରେ,ଖଣି […]

orissa mine

orissa mine

Rakesh Mallick
  • Published: Saturday, 18 April 2015
  • Updated: 18 April 2015, 06:16 AM IST

Sports

Latest News

ଭୁବନେଶ୍ୱର:ରାଜ୍ୟରେ ବନ୍ଦ ଥିବା ୨୬ଟି ଖଣି ଖୋଲିବ। ଏନେଇ ଆଜି ପ୍ରକାଶ ପାଇପରେ ବିଧିବଦ୍ଧ ବଜ୍ଞାପ୍ତି। ଖଣି ଖୋଲିବାକୁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ବସିଥିବା ଇଣ୍ଟର ଡିପାର୍ଟମଣ୍ଟେ କମିଟିର ସୁପାରିଶକୁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଥିଲେ।

କ୍ୟାପ୍ଟିଭ ଖଣି ଗୁଡିକର ଲିଜ୍ ଅବଧି ୧୫ ବର୍ଷ ଏବଂ ନନ୍ କ୍ୟାପଟିଭ୍ ଖଣି ଗୁଡିକର ଲିଜ୍ ଅବଧି ୫ ବର୍ଷ ଯାଏଁ ନବୀକରଣ କରାଯିବ । ଲିଜଧାରୀ ଆବଶ୍ୟକ ଦସ୍ତାବିଜ ସହ ରେଜିଷ୍ଟ୍ରେସନ କରିବା ପରେ,ଖଣି ଖୋଲିପାରିବେ ବୋଲି ରାଜ୍ୟ ଖଣିମନ୍ତ୍ରୀ ପ୍ରଫୁଲ ମଲ୍ଲିକ ସୂଚନା ଦେଇଛନ୍ତି।

ଗତକାଲି ୪ ତାରିଖରେ ଲିଜ ଡିଡି ସର୍ତ୍ତ ଉଲ୍ଲଂଘନ ହୋଇନଥିବା ୨୬ ଟି ଖଣିର ଅବଧି ବୃଦ୍ଧି କରିବାକୁ ଇଣ୍ଟର ଡିପାର୍ଟମଣ୍ଟେକମିଟି ସୁପାରିଶ କରିଥିଲା।ସଂଶୋଧିତ ଏମ୍ଏମ୍ଡିଆର ଆକ୍ଟ ଅନୁଯାଇ,ଏହି ୨୬ଟି ଖଣି ଖୋଲିବାକୁ ସୁପାରିଶ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story