ଗଡ଼କଣ୍ଟୁଣିଆରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ

ଭୁବନେଶ୍ୱର:ସୁଦର୍ଶନଙ୍କଦାରୁ ଛେଦନ ପାଇଁ ଭୁବନେଶ୍ୱର ଉପକଣ୍ଠ ଗଡଣ୍ଟୁଣିଆରେ ଗାଁରେ ପ୍ରସ୍ତୁତି ଜାରି ରହିଛି । ଆଜି ଭୂମି ପୂଜା,ବୃକ୍ଷ ସ୍ନାନ ଓ ଅଙ୍କୁରାରୋପଣ ଆଦି କାର୍ଯ୍ୟ କରାଯାଇଛି । ଏହାପରେ ଗୁରୁବାରଠାରୁ ମହାଯଜ୍ଞ ଆରମ୍ଭ ହେବ । ମହାଯଜ୍ଞରେ ପୂର୍ଣ୍ଣାହୁତି ଦିଆଯିବା ପରେ ଦାରୁ ଛେଦନ କରାଯିବ । ବିଶ୍ୱକର୍ମା ସେବାୟତମାନେ ଦାରୁ ଛେଦନ କରିବେ । ପରମ୍ପରା ଓ ରୀତିନିତୀ ଅନୁସାରେ ଦାରୁଙ୍କୁ ଶଗଡିରେ ଶ୍ରୀକ୍ଷେତ୍ରକୁ ନିଆଯିବ । ସେପଟେ ସୁଦର୍ଶନଙ୍କ ଦାରୁ ଦର୍ଶନ ପାଇଁ […]

daru

daru

Rakesh Mallick
  • Published: Wednesday, 15 April 2015
  • Updated: 16 April 2015, 05:33 AM IST

ଭୁବନେଶ୍ୱର:ସୁଦର୍ଶନଙ୍କଦାରୁ ଛେଦନ ପାଇଁ ଭୁବନେଶ୍ୱର ଉପକଣ୍ଠ ଗଡଣ୍ଟୁଣିଆରେ ଗାଁରେ ପ୍ରସ୍ତୁତି ଜାରି ରହିଛି । ଆଜି ଭୂମି ପୂଜା,ବୃକ୍ଷ ସ୍ନାନ ଓ ଅଙ୍କୁରାରୋପଣ ଆଦି କାର୍ଯ୍ୟ କରାଯାଇଛି । ଏହାପରେ ଗୁରୁବାରଠାରୁ ମହାଯଜ୍ଞ ଆରମ୍ଭ ହେବ । ମହାଯଜ୍ଞରେ ପୂର୍ଣ୍ଣାହୁତି ଦିଆଯିବା ପରେ ଦାରୁ ଛେଦନ କରାଯିବ ।

ବିଶ୍ୱକର୍ମା ସେବାୟତମାନେ ଦାରୁ ଛେଦନ କରିବେ । ପରମ୍ପରା ଓ ରୀତିନିତୀ ଅନୁସାରେ ଦାରୁଙ୍କୁ ଶଗଡିରେ ଶ୍ରୀକ୍ଷେତ୍ରକୁ ନିଆଯିବ । ସେପଟେ ସୁଦର୍ଶନଙ୍କ ଦାରୁ ଦର୍ଶନ ପାଇଁ ଗଡ଼କଣ୍ଟୁଣିଆରେ ବହୁ ସଂଖ୍ୟାରେ ଭକ୍ତ ସମାଗମ ହେଉଛି । ଏହାକୁ ନେଇ ସେଠାରେ ଅଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ଦାରୁର ସୁରକ୍ଷା ପାଇଁ ପୋଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷାବ୍ୟସ୍ଥା ଗ୍ରହଣ କରାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos