ପାଞ୍ଚଜଣଙ୍କୁ ଛାଡିଦେଲେ ମାଓବାଦୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ଥାନା କର୍ତ୍ତନପାଲି ଅଞ୍ଚଳରୁ ମାଓବାଦୀମାନେ ଅପହରଣ କରିଥିବା ୭ଜଣଙ୍କ ମଧ୍ୟରୁ ପାଞ୍ଚଜଣଙ୍କୁ ମୁକ୍ତ କରିଛନ୍ତି।ଏହି ସୂଚନା ଦେଇଛନ୍ତି ପୋଲିସ ଡିଜି ସଞ୍ଜୀବ ମାରିକ।ତେବେ ମୁକ୍ତହୋଇଥିବା ବ୍ୟକ୍ତିଙ୍କର ସୁରକ୍ଷା ଦୃଷ୍ଟରୁ ଗୋପନ ରଖାଯାଇଛି।ଏହିମାନଙ୍କୁ ମାଓବାଦୀମାନେ ସୋମବାର ରାତିରୁ ଅପହରଣ କରିଥିଲେ। ସୂଚନାଯୋଗ୍ୟଯେ,ଏହିମାନଙ୍କ ମଧ୍ୟରେ ମାଥିଲି ବ୍ଲକର ପୂର୍ବତନ ଅଧ୍ୟକ୍ଷ ତ୍ରିନାଥ ଭୂମିଆଁ ଓ ସ୍ଥାନୀୟ  ୱାର୍ଡମେମ୍ବର ସାନା ଦେଇ ତାଙ୍କ ସ୍ୱାମୀ ସନ୍ନ୍ୟାସୀ ଭୂମିଆଁ ମଧ୍ୟ ରହିଛନ୍ତି। ଅପହରଣ ପରେ ମାଓବାଦୀ ପ୍ରବଣ […]

Naxals

Naxals

Rakesh Mallick
  • Published: Thursday, 16 April 2015
  • Updated: 16 April 2015, 07:30 AM IST

Sports

Latest News

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ଥାନା କର୍ତ୍ତନପାଲି ଅଞ୍ଚଳରୁ ମାଓବାଦୀମାନେ ଅପହରଣ କରିଥିବା ୭ଜଣଙ୍କ ମଧ୍ୟରୁ ପାଞ୍ଚଜଣଙ୍କୁ ମୁକ୍ତ କରିଛନ୍ତି।ଏହି ସୂଚନା ଦେଇଛନ୍ତି ପୋଲିସ ଡିଜି ସଞ୍ଜୀବ ମାରିକ।ତେବେ ମୁକ୍ତହୋଇଥିବା ବ୍ୟକ୍ତିଙ୍କର ସୁରକ୍ଷା ଦୃଷ୍ଟରୁ ଗୋପନ ରଖାଯାଇଛି।ଏହିମାନଙ୍କୁ ମାଓବାଦୀମାନେ ସୋମବାର ରାତିରୁ ଅପହରଣ କରିଥିଲେ।

ସୂଚନାଯୋଗ୍ୟଯେ,ଏହିମାନଙ୍କ ମଧ୍ୟରେ ମାଥିଲି ବ୍ଲକର ପୂର୍ବତନ ଅଧ୍ୟକ୍ଷ ତ୍ରିନାଥ ଭୂମିଆଁ ଓ ସ୍ଥାନୀୟ  ୱାର୍ଡମେମ୍ବର ସାନା ଦେଇ ତାଙ୍କ ସ୍ୱାମୀ ସନ୍ନ୍ୟାସୀ ଭୂମିଆଁ ମଧ୍ୟ ରହିଛନ୍ତି। ଅପହରଣ ପରେ ମାଓବାଦୀ ପ୍ରବଣ ସମସ୍ତ ୬ଟି ଜିଲ୍ଲାରେ ଗୁଇନ୍ଦା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story