ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ଥାନା କର୍ତ୍ତନପାଲି ଅଞ୍ଚଳରୁ ମାଓବାଦୀମାନେ ଅପହରଣ କରିଥିବା ୭ଜଣଙ୍କ ମଧ୍ୟରୁ ପାଞ୍ଚଜଣଙ୍କୁ ମୁକ୍ତ କରିଛନ୍ତି।ଏହି ସୂଚନା ଦେଇଛନ୍ତି ପୋଲିସ ଡିଜି ସଞ୍ଜୀବ ମାରିକ।ତେବେ ମୁକ୍ତହୋଇଥିବା ବ୍ୟକ୍ତିଙ୍କର ସୁରକ୍ଷା ଦୃଷ୍ଟରୁ ଗୋପନ ରଖାଯାଇଛି।ଏହିମାନଙ୍କୁ ମାଓବାଦୀମାନେ ସୋମବାର ରାତିରୁ ଅପହରଣ କରିଥିଲେ।
ସୂଚନାଯୋଗ୍ୟଯେ,ଏହିମାନଙ୍କ ମଧ୍ୟରେ ମାଥିଲି ବ୍ଲକର ପୂର୍ବତନ ଅଧ୍ୟକ୍ଷ ତ୍ରିନାଥ ଭୂମିଆଁ ଓ ସ୍ଥାନୀୟ ୱାର୍ଡମେମ୍ବର ସାନା ଦେଇ ତାଙ୍କ ସ୍ୱାମୀ ସନ୍ନ୍ୟାସୀ ଭୂମିଆଁ ମଧ୍ୟ ରହିଛନ୍ତି। ଅପହରଣ ପରେ ମାଓବାଦୀ ପ୍ରବଣ ସମସ୍ତ ୬ଟି ଜିଲ୍ଲାରେ ଗୁଇନ୍ଦା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ନିର୍ବାଚନ ନିୟମରେ ସଂଶୋଧନ: ବ୍ୟବସ୍ଥିତ ଷଡ଼ଯନ୍ତ୍ର କଥା କହି କେନ୍ଦ୍ରକୁ ଟାର୍ଗେଟ କଲେ ଖଡଗେ
କେନ୍ଦ୍ର ସରକାର ନିର୍ବାଚନ କମିଶନଙ୍କ ସ୍ୱାଧୀନତାରେ ବୁଝମଣା କରିବାରେ ଲାଗିଛନ୍ତି ଓ ଏପରି ସଂଶୋଧନ ସମ୍ବିଧାନ ଓ ଗଣତନ୍ତ୍ର ଉପରେ ଆକ୍ରମଣ ବୋଲି ଖଡଗେ ଅଭିଯୋଗ କରିଛନ୍ତି।
National
୪ ବର୍ଷର ଶିଶୁ ଉପରେ ମାଡ଼ିଗଲା କାର୍, ନାବାଳକ ଡ୍ରାଇଭର୍ ଗିରଫ
ଖେଳୁଥିବା ସମୟରେ ଦ୍ରୁତ ଗତିରେ ଆସି ଶିଶୁଟି ଉପରେ କାର୍ ଚଢ଼ି ଯିବାରୁ ତା'ର ମୃତ୍ୟୁ ହୋଇଛି। ଏହି ମାମଲାରେ ପୁଲିସ ୧୯ ବର୍ଷୀୟ ଡ୍ରାଇଭରକୁ ଗିରଫ କରିଛି।
National
ସ୍ପେଡେକ୍ସ ମିଶନ: ମହାକାଶରେ ଯୋଡ଼ାଯିବ ଦୁଇଟି ସ୍ପେସ୍କ୍ରାଫ୍ଟ
ମହାକାଶରେ ଦୁଇଟି ସ୍ପେସ୍କ୍ରାଫ୍ଟକୁ ଯୋଡ଼ାଯିବ। ସ୍ପେଡେକ୍ସ ମିଶନ ଜରିଆରେ ଏହି ଐତିହାସିକ ପଦକ୍ଷେପ ଲାଗି ଜୋରଦାର ପ୍ରସ୍ତୁତି ଚଳାଇଛି ଇସ୍ରୋ।
National
ମନ୍ଦିରକୁ ଜିନ୍ସ ପିନ୍ଧି ଯିବା ମନା, ଡ୍ରେସ୍ କୋଡ୍ ଲାଗୁ
ନୂଆବର୍ଷ ପୂର୍ବରୁ ମନ୍ଦିରକୁ ଆସୁଥିବା ଭିଡ଼କୁ ଦୃଷ୍ଟିରେ ରଖି ଏହି ଡ୍ରେସ୍ କୋଡ୍ ଲାଗୁ କରାଯାଇଛି।
National
ରାହୁଲ ଗାନ୍ଧି ହାଜିର ହୋ': ଜାରି ହେଲା ସମନ
ଏକ ସ୍ୱତନ୍ତ୍ର କୋର୍ଟ ରାହୁଲଙ୍କୁ ଜାନୁଆରୀ ୭ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।