ପୁରୀ: ଦିନକ ପରେ ଚତୁର୍ଦ୍ଧା ମୂର୍ତ୍ତୀଙ୍କ ଘଟ ପରିବର୍ତ୍ତନ

ପୁରୀ: ଶ୍ରୀମନ୍ଦିରରେ ଦିନକ ପରେ ଚତୁର୍ଦ୍ଧା ମୂର୍ତ୍ତୀଙ୍କ ଘଟ ପରିବର୍ତ୍ତନ ହେବ । ଆଜି ଦ୍ୱାଦଶୀ ତିଥିରେ ଶ୍ରୀମନ୍ଦିରରେ ବଡ଼ସିଂହାର ନୀତି ପରେ ଚାରିଦ୍ୱାରକୁ ଶୋଧ କରାଯିବାର ପରମ୍ପରା ରହିଛି । ଆଜି ମଧ୍ୟରାତ୍ରୀରେ ଏହି ଗୁପ୍ତ ନୀତି ସମ୍ପାଦନ ହେବ । ପରେ ବିଦ୍ୟାପତି ବିଶ୍ୱାବସୁ ନ୍ୟାସରଥଙ୍କୁ ଭିତର ବେଢ଼ାରେ ପରିକ୍ରମା କରାଯିବ । ସେପଟେ ମହାପ୍ରଭୁଙ୍କ ବ୍ରହ୍ମ କବାଟି ପ୍ରସ୍ତୁତି ପାଇଁ ନ୍ୟାସ ଦାରୁ ପ୍ରତିଷ୍ଠା ନୀତି କୋଇଲି ବୈକୁଣ୍ଠରେ ବ୍ରାହ୍ମଣ ପଣ୍ଡିତମାନଙ୍କ ଦ୍ୱାରା […]

daru

daru

Rakesh Mallick
  • Published: Saturday, 13 June 2015
  • Updated: 13 June 2015, 08:07 AM IST

Sports

Latest News

ପୁରୀ: ଶ୍ରୀମନ୍ଦିରରେ ଦିନକ ପରେ ଚତୁର୍ଦ୍ଧା ମୂର୍ତ୍ତୀଙ୍କ ଘଟ ପରିବର୍ତ୍ତନ ହେବ । ଆଜି ଦ୍ୱାଦଶୀ ତିଥିରେ ଶ୍ରୀମନ୍ଦିରରେ ବଡ଼ସିଂହାର ନୀତି ପରେ ଚାରିଦ୍ୱାରକୁ ଶୋଧ କରାଯିବାର ପରମ୍ପରା ରହିଛି । ଆଜି ମଧ୍ୟରାତ୍ରୀରେ ଏହି ଗୁପ୍ତ ନୀତି ସମ୍ପାଦନ ହେବ । ପରେ ବିଦ୍ୟାପତି ବିଶ୍ୱାବସୁ ନ୍ୟାସରଥଙ୍କୁ ଭିତର ବେଢ଼ାରେ ପରିକ୍ରମା କରାଯିବ । ସେପଟେ ମହାପ୍ରଭୁଙ୍କ ବ୍ରହ୍ମ କବାଟି ପ୍ରସ୍ତୁତି ପାଇଁ ନ୍ୟାସ ଦାରୁ ପ୍ରତିଷ୍ଠା ନୀତି କୋଇଲି ବୈକୁଣ୍ଠରେ ବ୍ରାହ୍ମଣ ପଣ୍ଡିତମାନଙ୍କ ଦ୍ୱାରା ସମ୍ପାଦିତ ହୋଇଛି । ମହାପ୍ରଭୁଙ୍କ ଦାରୁକୁ ନ୍ୟାସ କରାଯାଇଛି ବୋଲି ଶ୍ରୀମନ୍ଦିର ପୁରୋହିତ କହିଛନ୍ତି । ସେହିପରି ବିଶ୍ୱକର୍ମାମାନେ ମଧ୍ୟ ମହାପ୍ରଭୁଙ୍କ ବିଗ୍ରହ ନିର୍ମାଣରେ ବ୍ୟସ୍ତ ଅଛନ୍ତି । ନୂତନ ବିଗ୍ରହ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚି ଗଲାଣି । ୧୯ ବର୍ଷଧରି ଲିଳାଖେଳା କରିଥିବା ଶ୍ରୀଜିଉମାନଙ୍କର ଅନବସରରେ ସେବାପୂଜା କରୁଛନ୍ତି ଦଇତାପତିମାନେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story