ପୁରୀ-ବଡବିଲ ଏକ୍ସପ୍ରେସରେ ନିଅାଁ ଲଗାଇଲେ ଉତ୍ୟକ୍ତ ଲୋକେ

ଭୁବନେଶ୍ୱର: ଆଜି ଡେଲାଙ୍ଗ ରେଳ ଷ୍ଟେସନରେ ଉତ୍ତେଜନା ଦେଖିବାକୁ ମିଳିଛି। ସ୍ଥାନୀୟ ଉତ୍ୟକ୍ତ ଲୋକେ ପୁରୀ-ବଡବିଲ ଏକ୍ସପ୍ରେସ ଟ୍ରେନର ଗୋଟଏ ବଗିରେ ନିଅାଁ ଲଗାଇ ଦେଇଛନ୍ତି।

nanded

nanded

Rakesh Mallick
  • Published: Friday, 17 April 2015
  • Updated: 17 April 2015, 12:35 PM IST

Sports

Latest News

ଭୁବନେଶ୍ୱର: ଆଜି ଡେଲାଙ୍ଗ ରେଳ ଷ୍ଟେସନରେ ଉତ୍ତେଜନା ଦେଖିବାକୁ ମିଳିଛି। ସ୍ଥାନୀୟ ଉତ୍ୟକ୍ତ ଲୋକେ ପୁରୀ-ବଡବିଲ ଏକ୍ସପ୍ରେସ ଟ୍ରେନର ଗୋଟଏ ବଗିରେ ନିଅାଁ ଲଗାଇ ଦେଇଛନ୍ତି।puri barbil

ଗତକାଲି ଟ୍ରେନରୁ ଖସି ଜଣେ ସ୍ଥାନୀୟ ଯୁବକଙ୍କ ମୃତୁ୍ୟରୁ ଏହି କାଣ୍ଡ ଘଟିଥିବା ପ୍ରାଥମିକ ସୂଚନା ମିଳିଛି। ଏହାର ପ୍ରତିବାଦରେ ଉତ୍ୟକ୍ତଲୋକେ ଷ୍ଟେସନରେ ପୋଡାଜଳା ଓ ଭଙ୍ଗାରୁଜା ମଧ୍ୟ କରିଛନ୍ତି।ଏଥିପାଇଁ ଷ୍ଟେସନରେ ପୁରୀ-ବଲବିଲ ଓ ପୁରୀ-ହୱାଡା ଏକ୍ସପ୍ରେସ ସହ ଅନ୍ୟ କେତେକ ଟ୍ରେନ ଅଟକି ରହିଛି।

ତେବେ ସମସ୍ତଯାତ୍ରୀ ସୁରକ୍ଷିତ ରହିଥିବା ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story