ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟିରେ ଆଉ ୪ ନେତା ସାମିଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଗଷ୍ଟ ଶେଷ ସୁଦ୍ଧା ସାଧାରଣ ନିର୍ବାଚନ ପାଇଁ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଘୋଷଣା କରିବାରେ ବିଫଳ ହୋଇଥିବା ରାଜ୍ୟ କଂଗ୍ରେସ ଗୁରୁବାର ପ୍ରଦେଶ ନିର୍ବାଚନ କମିଟି(ପିଇସି)ରେ ଆଉ ୪ଜଣ ବରିଷ୍ଠ ନେତାଙ୍କୁ ସାମିଲ କରିଛି। କଂଗ୍ରେସ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ବରିଷ୍ଠ ନେତା କାହ୍ନୁଚରଣ ଲେଙ୍କା,ଶ୍ରୀକାନ୍ତ ଜେନା,ଶରତ ରାଉତ ଓ ଜୟଦେବ ଜେନାଙ୍କୁ ପିଇସିରେ ସାମିଲ କରାଯାଇଛି। ଏହି ବରିଷ୍ଠ ନେତାମାନଙ୍କୁ ବିଳମ୍ବରେ ସାମିଲ […]

Congress-Bhawan

Congress-Bhawan

Sampad Mahapatra
  • Published: Thursday, 27 September 2018
  • Updated: 28 September 2018, 12:29 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଗଷ୍ଟ ଶେଷ ସୁଦ୍ଧା ସାଧାରଣ ନିର୍ବାଚନ ପାଇଁ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଘୋଷଣା କରିବାରେ ବିଫଳ ହୋଇଥିବା ରାଜ୍ୟ କଂଗ୍ରେସ ଗୁରୁବାର ପ୍ରଦେଶ ନିର୍ବାଚନ କମିଟି(ପିଇସି)ରେ ଆଉ ୪ଜଣ ବରିଷ୍ଠ ନେତାଙ୍କୁ ସାମିଲ କରିଛି।

କଂଗ୍ରେସ ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ବରିଷ୍ଠ ନେତା କାହ୍ନୁଚରଣ ଲେଙ୍କା,ଶ୍ରୀକାନ୍ତ ଜେନା,ଶରତ ରାଉତ ଓ ଜୟଦେବ ଜେନାଙ୍କୁ ପିଇସିରେ ସାମିଲ କରାଯାଇଛି। ଏହି ବରିଷ୍ଠ ନେତାମାନଙ୍କୁ ବିଳମ୍ବରେ ସାମିଲ କରାଯିବା ପଛରେ 'ମାନଭଞ୍ଜନ' ତଥା 'ଜାତି ସମୀକରଣ' ରାଜନୀତି କାମ କରିଥିବା କୁହାଯାଉଛି।

ଉଲ୍ଲେଖଯୋଗ୍ୟ, ଯଦିଓ ଓଡିଶାରେ ଜାତିଭିତ୍ତିକ ରାଜନୀତିର କୌଣସି ବିଶେଷ ଭୂମିକା କେବେ ବି ରହିନାହିଁ, ତଥାପି ରାଜ୍ୟର କେତେକ ବରିଷ୍ଠ ନେତା 'ପଛୁଆ ଓ ଦଳିତ ବର୍ଗ'ର ନେତା ଭାବେ ଦଳରେ ସ୍ଵତନ୍ତ୍ର ଗୁରୁତ୍ଵ ପାଇବା ପାଇଁ ସର୍ବଦା ଉଦ୍ୟମ କରି ଆସିଛନ୍ତି।     

ଅକ୍ଟୋବର ୧ ତାରିଖରେ ପିଇସି ବୈଠକ ବସିବାକୁ ଥିବାବେଳେ ଏହା ପୂର୍ବରୁ କମିଟିରେ ୪ଜଣ ବରିଷ୍ଠ ସଦସ୍ୟଙ୍କୁ ସାମିଲ କରାଯିବା ଘଟଣାକୁ ବେଶ୍ ଗୁରୁତ୍ୱ ଦିଆଯାଉଛି।

ସୂଚନାଯୋଗ୍ୟ ଅଗଷ୍ଟ ୧୫ତାରିଖରେ ୨୧ଜଣିଆ ପ୍ରଦେଶ ନିର୍ବାଚନ କମିଟି ଘୋଷଣା ହୋଇଥିଲା। ଏଥିରେ ଓଡ଼ିଶାର ସମସ୍ତ ଏଆଇସିସି ସମ୍ପାଦକ, ସଂଗଠନ ମୁଖ୍ୟଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ରଖାଯାଇଥିଲା।

ଏମାନଙ୍କ ବ୍ୟତୀତ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ରାମଚନ୍ଦ୍ର ଖୁଣ୍ଟିଆ, ପ୍ରଦୀପ ମାଝୀ, ନବ ଦାସ, ହେମାନନ୍ଦ ବିଶ୍ୱାଳ, ଜଗନ୍ନାଥ ପଟ୍ଟନାୟକ, ଭକ୍ତଚରଣ ଦାସ, ସୁଶୀଳା ତିରିଆ, ରଞ୍ଜିବ ବିଶ୍ୱାଳ, ଶରତ ପଟ୍ଟନାୟକ, ବିଶ୍ୱରଞ୍ଜନ ମହାନ୍ତି, ବିଜୟଲକ୍ଷ୍ମୀ ସାହୁ, କିଶୋର ପଟେଲ, ତାରାପ୍ରସାଦ ବାହିନୀପତି, ଭାଗବତ ପ୍ରସାଦ ମହାନ୍ତି, ମହମ୍ମଦ ଶାହନୱାଜ ଓ ଦେବାଶିଷ ପଟ୍ଟନାୟକ ସଦସ୍ୟ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story