ପ୍ରବାଦ ପୁରୁଷ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳୀ

ଭୁବନେଶ୍ୱର:ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କର ଆଜି ଅଷ୍ଟାଦଶ ଶ୍ରାଦ୍ଧ ବାର୍ଷୀକି। ଏହି ଅବସରରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ତିଳତର୍ପଣ ଓ ଶ୍ରଦ୍ଧାଞ୍ଜଳୀ ସଭାର ଆୟୋଜନ କରାଯାଇଛି। ବିଜୁ ଜନତା ଦଳ ପକ୍ଷରୁ ଭୁବନେଶ୍ୱର ବିନ୍ଦୁ ସାଗରରେ ତିଳତର୍ପଣ କରାଯାଇଛି। ଆଧୁନିକ ଓଡ଼ିଶାର କର୍ଣ୍ଣାଧାର କୁହାଯାଉଥିବା ବିଜୁ ପଟ୍ଟନାୟକ ଓଡ଼ିଶା ବାସୀଙ୍କ ନିକଟରେ ବିଜୁ ବାବୁ ଭାବେ ପରିଚିତ ଥିଲେ। ତାଙ୍କ ଶାସନ କାଳରେ ହିଁ ରାଜ୍ୟରେ ସୃଷ୍ଟି ହୋଇଥିଲା ଶିଳ୍ପ […]

BIJU

BIJU

Rakesh Mallick
  • Published: Friday, 17 April 2015
  • Updated: 17 April 2015, 06:59 AM IST

Sports

Latest News

ଭୁବନେଶ୍ୱର:ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କର ଆଜି ଅଷ୍ଟାଦଶ ଶ୍ରାଦ୍ଧ ବାର୍ଷୀକି। ଏହି ଅବସରରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ତିଳତର୍ପଣ ଓ ଶ୍ରଦ୍ଧାଞ୍ଜଳୀ ସଭାର ଆୟୋଜନ କରାଯାଇଛି।

ବିଜୁ ଜନତା ଦଳ ପକ୍ଷରୁ ଭୁବନେଶ୍ୱର ବିନ୍ଦୁ ସାଗରରେ ତିଳତର୍ପଣ କରାଯାଇଛି। ଆଧୁନିକ ଓଡ଼ିଶାର କର୍ଣ୍ଣାଧାର କୁହାଯାଉଥିବା ବିଜୁ ପଟ୍ଟନାୟକ ଓଡ଼ିଶା ବାସୀଙ୍କ ନିକଟରେ ବିଜୁ ବାବୁ ଭାବେ ପରିଚିତ ଥିଲେ।

ତାଙ୍କ ଶାସନ କାଳରେ ହିଁ ରାଜ୍ୟରେ ସୃଷ୍ଟି ହୋଇଥିଲା ଶିଳ୍ପ ବିପଳ୍ପର ଧାରା। ୧୯୧୬ ମାର୍ଚ୍ଚ ୫ ତାରିଖରେ ଜନ୍ମଗ୍ରହଣ କରିଥିବାର ବିଜୁ ବାବୁ ୧୯୯୭ ମସିହା ଆଜିର ଦିନରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story