ବର୍ଷା ଉଜାଡିଲା ପିଆଜ ଫସଲ

କଳାହାଣ୍ଡି: ଖରାଦିନିଆ ଲଗାଣ ବର୍ଷାଯୋଗୁଁ ଶହ ଶହ ହେକ୍ଟର ପିଆଜ ଫସଲ ନଷ୍ଟ ହୋଇଯାଇଛି।ଏଥିପାଇଁ ଚିନ୍ତାରେ ପଡିଛନ୍ତି କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡର ପିଆଜ ଚାଷୀ।ଅମଳ ବେଳକୁ ଖରାଦିନିଆ ବର୍ଷା ଏବେ ଚାଷୀଙ୍କ ଉପରେ ଦାଉ ସାଧିଛି। ଚଳିତ ବର୍ଷ ଗୋଲାମୁଣ୍ଡା ବ୍ଲକରେ ୬୫୦ ହେକ୍ଟର, ଧର୍ମଗଡରେ ୩୦ ହେକ୍ଟର, ଜୁନାଗଡରେ ୫ ସହ ହେକ୍ଟର, ଜୟପାଟଣାରେ ୨ ଶହ ହେକ୍ଟର ଓ କୋକସରା ବ୍ଲକରେ ୪୨୦ ହେକ୍ଟର ଜମିରେ ପିଆଜ ଚାଷ ହୋଇଥିଲା।ବର୍ଷା ଫଳରେ ଏସବୁ […]

Onion

Onion

Rakesh Mallick
  • Published: Thursday, 16 April 2015
  • Updated: 16 April 2015, 06:34 AM IST

Sports

Latest News

କଳାହାଣ୍ଡି: ଖରାଦିନିଆ ଲଗାଣ ବର୍ଷାଯୋଗୁଁ ଶହ ଶହ ହେକ୍ଟର ପିଆଜ ଫସଲ ନଷ୍ଟ ହୋଇଯାଇଛି।ଏଥିପାଇଁ ଚିନ୍ତାରେ ପଡିଛନ୍ତି କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡର ପିଆଜ ଚାଷୀ।ଅମଳ ବେଳକୁ ଖରାଦିନିଆ ବର୍ଷା ଏବେ ଚାଷୀଙ୍କ ଉପରେ ଦାଉ ସାଧିଛି।

ଚଳିତ ବର୍ଷ ଗୋଲାମୁଣ୍ଡା ବ୍ଲକରେ ୬୫୦ ହେକ୍ଟର, ଧର୍ମଗଡରେ ୩୦ ହେକ୍ଟର, ଜୁନାଗଡରେ ୫ ସହ ହେକ୍ଟର, ଜୟପାଟଣାରେ ୨ ଶହ ହେକ୍ଟର ଓ କୋକସରା ବ୍ଲକରେ ୪୨୦ ହେକ୍ଟର ଜମିରେ ପିଆଜ ଚାଷ ହୋଇଥିଲା।ବର୍ଷା ଫଳରେ ଏସବୁ ଜମିରେ ପିଆଜ ସମ୍ପୁର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି।

ଏନେଇ କ୍ଷତିପୂରଣ ଦାବି କରିଛନ୍ତି ପିଆଜ ଚାଷୀ। ସେପଟେ ସରକାରଙ୍କୁ କ୍ଷୟକ୍ଷତିର ଆକଳନ ରିପୋର୍ଟ ଦିଆଯିବ ବୋଲି ଉଦ୍ୟାନ ବିଭାଗ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos