ରାଜ୍ୟରେ ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ ଯୋଜନା

ଭୁବନେଶ୍ୱର: ରାଜ୍ୟରେ ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ ଯୋଜନା ଆରମ୍ଭ ହୋଇଛି । ଏ ନେଇ ଗୁରୁବାର ସଚିବାଳୟରେ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ଏଥିରେ ବିଶ୍ୱ ବିଦ୍ୟାଳୟର ରୂପରେଖ ଓ ଭିତ୍ତିଭୂମି ନେଇ ଆଲୋଚନା ହୋଇଛି । ବୈଠକ ପରେ ଡିଏମଇଟିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଛି । ଏଥିରେ ଉଚ୍ଚଶିକ୍ଷା ବିଭାଗ, ବୈଷୟିକ ଶିକ୍ଷା ଓ ତାଲିମ ବିଭାଗର ବରିଷ୍ଠ ଅଧିକାରୀମାନେ […]

gokula pati

gokula pati

Rakesh Mallick
  • Published: Thursday, 18 June 2015
  • Updated: 18 June 2015, 09:30 AM IST

Sports

Latest News

ଭୁବନେଶ୍ୱର: ରାଜ୍ୟରେ ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ ଯୋଜନା ଆରମ୍ଭ ହୋଇଛି । ଏ ନେଇ ଗୁରୁବାର ସଚିବାଳୟରେ ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ଏଥିରେ ବିଶ୍ୱ ବିଦ୍ୟାଳୟର ରୂପରେଖ ଓ ଭିତ୍ତିଭୂମି ନେଇ ଆଲୋଚନା ହୋଇଛି । ବୈଠକ ପରେ ଡିଏମଇଟିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଛି । ଏଥିରେ ଉଚ୍ଚଶିକ୍ଷା ବିଭାଗ, ବୈଷୟିକ ଶିକ୍ଷା ଓ ତାଲିମ ବିଭାଗର ବରିଷ୍ଠ ଅଧିକାରୀମାନେ ରହିଛନ୍ତି । ଏହି କମିଟି ବାହାର ରାଜ୍ୟକୁ ଯାଇ ଅନୁଧ୍ୟାନ କରି ମାସେ ଭିତରେ ସରକାରଙ୍କୁ ରିପୋର୍ଟ ଦେବ । ରିପୋର୍ଟକୁ ଆଧାର କରି ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ ସରକାର ଆଗାମୀ ପଦକ୍ଷେପ ନେବେ ବୋଲି ସୂଚନା ମିଳିଛି । ବୈଠକରେ ସ୍ୱସ୍ଥ୍ୟ ସଚିବ ଆରତୀ ଆହୁଜା ଓ ଡିଏମ୍ଇଟି କର୍ତ୍ତୃପକ୍ଷ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story