ରାଜ୍ୟ ବିଜେପିର ସଂଗଠନ ଚିନ୍ତା

ଭୁବନେଶ୍ୱର: ରାଜ୍ୟ ବିଜେପିକୁ ଏବେ ସଙ୍ଗଠନ ଚିନ୍ତା ଘାରିଛି । ସଦସ୍ୟ ସଂଗ୍ରହ ଅଭିଯାନ ପରେ ଏବେ ମହାସଙ୍ଗଠନ ଅଭିଯାନକୁ ଆଗକୁ ନେବାକୁ ଯୋଜନା କରୁଛି ଦଳ । ଏଥିସହ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନ କରାଯିବାକୁ ରୋଡ୍ ମ୍ୟାପ୍ ପ୍ରସ୍ତୁତ ଲାଗି ରାଜ୍ୟ ପଦାଧିକାରୀ ଏବଂ ନିର୍ବାଚନ ଲଢିଥିବା ପ୍ରାର୍ଥୀଙ୍କ ସହ ବୈଠକ କରିବ ଦଳ । ଏହି ବୈଠକ ପୂର୍ବରୁ ବୁଧବାର ସଙ୍ଗଠନର କୋର୍ କମିଟି ବୈଠକ ହୋଇଥିଲା । ଯେଉଁଥିରେ […]

bjp

bjp

Rakesh Mallick
  • Published: Thursday, 18 June 2015
  • Updated: 18 June 2015, 02:17 AM IST

Sports

Latest News

ଭୁବନେଶ୍ୱର: ରାଜ୍ୟ ବିଜେପିକୁ ଏବେ ସଙ୍ଗଠନ ଚିନ୍ତା ଘାରିଛି । ସଦସ୍ୟ ସଂଗ୍ରହ ଅଭିଯାନ ପରେ ଏବେ ମହାସଙ୍ଗଠନ ଅଭିଯାନକୁ ଆଗକୁ ନେବାକୁ ଯୋଜନା କରୁଛି ଦଳ । ଏଥିସହ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନ କରାଯିବାକୁ ରୋଡ୍ ମ୍ୟାପ୍ ପ୍ରସ୍ତୁତ ଲାଗି ରାଜ୍ୟ ପଦାଧିକାରୀ ଏବଂ ନିର୍ବାଚନ ଲଢିଥିବା ପ୍ରାର୍ଥୀଙ୍କ ସହ ବୈଠକ କରିବ ଦଳ । ଏହି ବୈଠକ ପୂର୍ବରୁ ବୁଧବାର ସଙ୍ଗଠନର କୋର୍ କମିଟି ବୈଠକ ହୋଇଥିଲା । ଯେଉଁଥିରେ ଦଳର ରାଷ୍ଟ୍ରୀୟ ସଙ୍ଗଠନ ସମ୍ପାଦକ ରାମ ଲାଲ୍, ରାଜ୍ୟ ପ୍ରଭାରୀ ଅରୁଣ ସିଂହ ସହ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ । ଅଜି ହେବାକୁ ଥିବା ବୈଠକରେ ମୁଖ୍ୟତଃ କେଉଁ କେଉଁ ପ୍ରସଙ୍ଗକୁ ନେଇ ଦଳ ଆଗାମୀ ଦିନରେ ଲୋକଙ୍କ ପାଖକୁ ଯିବ ସେ ନେଇ ଆଲୋଚନା କରାଯିବ । ସେହିପରି ମୋଦି ସରକାରଙ୍କ ଗୋଟିଏ ବର୍ଷର ସଫଳତାକୁ ତୃଣମୂଳ ସ୍ତରର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଉଦ୍ୟମ କରାଯିବ । ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ତାଙ୍କ ପୁଅ ଶିଶିର ଗମାଙ୍ଗ ନିଜ ସମର୍ଥକଙ୍କ ସହ ଅନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ବୁଧବାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ବିଜେପି ଜନଜାତି ମୋର୍ଚ୍ଚା ଜାତୀୟ କାର୍ଯ୍ୟକାରିଣୀରେ ଯୋଗ ଦେଇଛନ୍ତି। ମଞ୍ଚରେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଓ ଅନ୍ୟ ଅତିଥିମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story