ଶପଥ ନେଲେ ହାଇକୋର୍ଟର ତିନି ନୂଆ ଅତିରିକ୍ତ ବିଚାରପତି

ଭୁବନେଶ୍ୱର: ଆଜି ହାଇକୋର୍ଟର ତିନି ନୂଆ ଅତିରିକ୍ତ ବିଚାରପତି ଶପଥ ନେଇଛନ୍ତି। ସେମାନେ ହେଲେ ଜଷ୍ଟିସ୍ କୃଷ୍ଣରାମ ମହାପାତ୍ର, ଜତୀନ୍ଦ୍ର ପ୍ରସାଦ ଦାସ ଓ ଦୁର୍ଗା ପ୍ରସନ୍ନ ଚୌଧୁରୀ। ହାଇକୋର୍ଟର ମୁଖ୍ୟ କାର୍ଯ୍ୟକାରୀ ବିଚାରପତି ଜଷ୍ଟିସ୍ ପ୍ରଦୀପ ମହାନ୍ତି ଏହି ବିଚାରପତିମାନଙ୍କୁ ଶପଥପାଠ କରାଇଥିଲେ ।ଏମାନଙ୍କୁ ମିଶାଇ ହାଇକୋର୍ଟରେ ବିଚାରପତି ସଂଖ୍ୟା ୨୧ରେ ପହଞ୍ଚିଛି । ଆଜିର ଶପଥଗ୍ରହଣ ଉତ୍ସବରେ ଆଇନମନ୍ତ୍ରୀ ଅରୁଣ ସାହୁଙ୍କ ସମେତ ବହୁ ଆଇନଜୀବୀ ଉପସ୍ଥିତ ଥିଲେ।

Orissa

Orissa

Rakesh Mallick
  • Published: Friday, 17 April 2015
  • Updated: 17 April 2015, 08:01 AM IST

Sports

Latest News

ଭୁବନେଶ୍ୱର: ଆଜି ହାଇକୋର୍ଟର ତିନି ନୂଆ ଅତିରିକ୍ତ ବିଚାରପତି ଶପଥ ନେଇଛନ୍ତି। ସେମାନେ ହେଲେ ଜଷ୍ଟିସ୍ କୃଷ୍ଣରାମ ମହାପାତ୍ର, ଜତୀନ୍ଦ୍ର ପ୍ରସାଦ ଦାସ ଓ ଦୁର୍ଗା ପ୍ରସନ୍ନ ଚୌଧୁରୀ।

ହାଇକୋର୍ଟର ମୁଖ୍ୟ କାର୍ଯ୍ୟକାରୀ ବିଚାରପତି ଜଷ୍ଟିସ୍ ପ୍ରଦୀପ ମହାନ୍ତି ଏହି ବିଚାରପତିମାନଙ୍କୁ ଶପଥପାଠ କରାଇଥିଲେ ।ଏମାନଙ୍କୁ ମିଶାଇ ହାଇକୋର୍ଟରେ ବିଚାରପତି ସଂଖ୍ୟା ୨୧ରେ ପହଞ୍ଚିଛି ।

ଆଜିର ଶପଥଗ୍ରହଣ ଉତ୍ସବରେ ଆଇନମନ୍ତ୍ରୀ ଅରୁଣ ସାହୁଙ୍କ ସମେତ ବହୁ ଆଇନଜୀବୀ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos