ଶାରଳା ପୀଠରେ ବଳଭଦ୍ରଙ୍କ ଦାରୁ ଚିହ୍ନଟ

ଜଗତସିଂହପୁର:ଜଗତସିଂହପୁର ଝଙ୍କଡର ମାଆ ଶାରଳା ପୀଠରେ ଚିହ୍ନଟ ହୋଇଛି ବଡଠାକୁର ବଳଭଦ୍ରଙ୍କର ଦାରୁ । ତେବେ ବଳଭଦ୍ରଙ୍କ ଦାରୁରେ କ’ଣ ସବୁ ସଂକେତ ଓ ଲକ୍ଷଣ ରହିଲେ ଏହାକୁ ଦାରୁ ଭାବେ ଚୟନ କରାଯାଏ  । ଏହି ବିଷୟରେ ଇନ୍ଦ୍ରମଣୀ ପୁରାଣ ଓ ସୂତସଂହିତା ପରି ଶାସ୍ତ୍ରରେ ଲିଖିତ ରହିଛି । ସେଗୁଡିକ ହେଲା ଶ୍ରୀ ବଳଭଦ୍ରଦାରୁ ବୃକ୍ଷର ରଙ୍ଗ ଧଳା ହୋଇଥିବ । ବୃକ୍ଷଟି ସାତ ଶାଖା ବିଶିଷ୍ଟ ହୋଇଥିବ । ବୃକ୍ଷର ଉପରି ଭାଗ […]

DARU

DARU

Rakesh Mallick
  • Published: Friday, 17 April 2015
  • Updated: 17 April 2015, 08:19 AM IST

Sports

Latest News

ଜଗତସିଂହପୁର:ଜଗତସିଂହପୁର ଝଙ୍କଡର ମାଆ ଶାରଳା ପୀଠରେ ଚିହ୍ନଟ ହୋଇଛି ବଡଠାକୁର ବଳଭଦ୍ରଙ୍କର ଦାରୁ । ତେବେ ବଳଭଦ୍ରଙ୍କ ଦାରୁରେ କ’ଣ ସବୁ ସଂକେତ ଓ ଲକ୍ଷଣ ରହିଲେ ଏହାକୁ ଦାରୁ ଭାବେ ଚୟନ କରାଯାଏ  । ଏହି ବିଷୟରେ ଇନ୍ଦ୍ରମଣୀ ପୁରାଣ ଓ ସୂତସଂହିତା ପରି ଶାସ୍ତ୍ରରେ ଲିଖିତ ରହିଛି ।

ସେଗୁଡିକ ହେଲା ଶ୍ରୀ ବଳଭଦ୍ରଦାରୁ ବୃକ୍ଷର ରଙ୍ଗ ଧଳା ହୋଇଥିବ । ବୃକ୍ଷଟି ସାତ ଶାଖା ବିଶିଷ୍ଟ ହୋଇଥିବ । ବୃକ୍ଷର ଉପରି ଭାଗ ଚାନ୍ଦୁଆ ବା ସର୍ପର ଫଣା ପରିଦେଖା ଯାଉଥିବ । ଏଥି ସହିତ ବୃକ୍ଷ ଦେହରେ ଗଦା,ମୁଷଳ ବା ଲଙ୍ଗଳ ଚିହ୍ନ ରହିଥିବ । ମାଆ ମଙ୍ଗଳାଙ୍କ ସ୍ୱପ୍ନାଦେଶରେ ଦାରୁ ସମ୍ପର୍କରେ ବିଭିନ୍ନ ଉପାୟରେ ସୂଚନା ଦିଅନ୍ତି ବୋଲି ବିଶ୍ମାସ ରହିଛି । ଏଥି ସହିତ ବୃକ୍ଷରେ କୌଣସି ଚଢେଇ ବସା କରି ନ ଥିବେ । ବୃକ୍ଷଟି ନଦୀକୂଳ,ଶ୍ମାଶନ,ମଠ କିମ୍ବା ମନ୍ଦର ନିକଟରେ ଥିବ । ବୃକ୍ଷ ମୂଳରେ ସର୍ପର ବାସସ୍ଥଳୀ ରୂପେ ହୁଙ୍କା ଥିବ । ବୃକ୍ଷ ନିକଟରେ ବରୁଣ ତଥା ସାହାଡାଗଛ ଥିବ ଏବଂ ଏହାର କୌଣସି ଡାଳ କଟାଯାଇ ନଥିବ । ଏହପରି ଲକ୍ଷଣ ମଧ୍ୟ ଝଙ୍କଡରେ ଥିବା ମା ଶାରଳାଙ୍କ ପୀଠ ନିକଟରେ ଦେଖିବାକୁ ପଡିଛି ।

ତେବେ ଆସନ୍ତା ୧୯ ତାରିଖ ମଧ୍ୟରେ ସେଠାରେ ଶବରପଲ୍ଲୀ ନିର୍ମାଣ ସହ ଆନୁସାଙ୍ଗିକ ବ୍ୟବସ୍ଥା କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସକ ସୁରେଶ ମହାପାତ୍ର କହିଛନ୍ତି । ପୂର୍ବରୁ ଦଇତାପତି ସେବାୟତଙ୍କ ସହ ଦଳପତି ହଳଦର ଦାସ ମହାପାତ୍ର ନିଜେ ଦାରୁ ସ୍ଥଳକୁ ଯାଇ ଲକ୍ଷଣ ପରଖିବା ପରେ ଶ୍ରୀମନ୍ଦିରପ୍ରଶାସନକୁ ଆନୁଷ୍ଠାନିକ ଭାବେ ଜଣାଇଥିଲେ । ବଳଭଦ୍ର ଦାରୁ ଘୋଷଣା ହେବା ପରେ ସେଠାରେ ବ୍ୟାରିକେଡ ନିର୍ମାଣ ହୋଇଛି । ତା’ସହ ମହାପ୍ରଭୁଙ୍କ ଏହି ଦାରୁକୁ ଲୋକମାନେ ପୂଜାର୍ଚ୍ଚନା ଆରମ୍ଭ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story