ମତଦାନ ବେଳେ ହାତାହାତି ହୋଇଗଲେ ବିଜେଡିର ୨ ଗୋଷ୍ଠୀ

ଆନନ୍ଦପୁର(ମୁନା ସିଂ): ଆଜିଠୁ ଆରମ୍ଭ ହୋଇଛି ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ। ଆଜି ସକାଳ ୭ଟାରୁ କେନ୍ଦୁଝର ଜିଲ୍ଲାର ୩ ବ୍ଳକରେ ଭୋଟ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ଘଷିପୁର ବ୍ଲକର ଏକ ବୁଥ୍‌ ବାହାରେ ଦେଖିବାକୁ ମିଳିଛି ରାଜନୈତିକ ହିଂସା। ମତଦାନ ବେଳେ ବୁଥ୍ ବାହାରେ ବିଜେଡିର ୨ ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ଘଷିପୁରା ବ୍ଲକ ରାମଚନ୍ଦ୍ରପୁର ଥାନା ଗଡ଼ବାନ୍ଧଗଡ଼ା ବୁଥ୍ ବାହାରେ ଆଜି ସକାଳୁ ମତଦାନ ଆରମ୍ଭ ହୋଇ ଯାଇଛି। ଏହି […]

tension situation

tension situation

Niharika Rout
  • Published: Wednesday, 16 February 2022
  • Updated: 16 February 2022, 09:28 AM IST

Sports

Latest News

ଆନନ୍ଦପୁର(ମୁନା ସିଂ): ଆଜିଠୁ ଆରମ୍ଭ ହୋଇଛି ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ। ଆଜି ସକାଳ ୭ଟାରୁ କେନ୍ଦୁଝର ଜିଲ୍ଲାର ୩ ବ୍ଳକରେ ଭୋଟ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ଘଷିପୁର ବ୍ଲକର ଏକ ବୁଥ୍‌ ବାହାରେ ଦେଖିବାକୁ ମିଳିଛି ରାଜନୈତିକ ହିଂସା। ମତଦାନ ବେଳେ ବୁଥ୍ ବାହାରେ ବିଜେଡିର ୨ ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ଘଷିପୁରା ବ୍ଲକ ରାମଚନ୍ଦ୍ରପୁର ଥାନା ଗଡ଼ବାନ୍ଧଗଡ଼ା ବୁଥ୍ ବାହାରେ ଆଜି ସକାଳୁ ମତଦାନ ଆରମ୍ଭ ହୋଇ ଯାଇଛି। ଏହି ସମୟରେ ସେଠାରେ ଉପସ୍ଥିତ ବିଜେଡିର ୨ ଗୋଷ୍ଠୀ ମଧ୍ୟରେ କୌଣସି କଥାକୁ ନେଇ ହାତାହାତି ପର୍ଯ୍ୟନ୍ତ କଥା ଯାଇଛି। ଏପରିକି ପରିସ୍ଥିତି ଅଣାୟତ୍ତ ହେବାରୁ ଖବର ପାଇ ଆଡିସନାଲ ଏସ୍‌ପିଙ୍କ ନେତୃତ୍ୱରେ ୨ ସେକ୍ସନ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ବେଳେ ଭୋଟ ଗ୍ରହଣ କାର୍ଯ୍ୟ ସୁରୁଖୁରରେ ଚାଲିଥିବା ଜଣାଯାଇଛି।

ସୂଚନାଯୋଗ୍ୟ,  ଆଜିଠୁ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଆରମ୍ଭ ହୋଇଥିବା ବେଳେ ପ୍ରଥମ ପ୍ରର୍ଯ୍ୟାୟରେ କେନ୍ଦୁଝର ବ୍ଲକର ଘସିପୁରା , ଘଟଗାଁ ଓ ବାଂଶପାଳ ବ୍ଲକରେ ମତଦାନ ଅନୁଷ୍ଠିତ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story