୧୧ ଜଣଙ୍କୁ ଛାଡିଦେଲେ ମାଓବାଦୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ଥାନା କର୍ତ୍ତନପାଲି ଅଞ୍ଚଳରୁ ମାଓବାଦୀମାନେ ଅପହରଣ କରିଥିବା ୧୧ଜଣଙ୍କୁ ମୁକ୍ତ କରିଛନ୍ତି । ଅପହୃତ ମାଥିଲିର ପୂର୍ବତନ ବ୍ଲକ ଅଧ୍ୟକ୍ଷତ୍ରିନାଥ ଭୂମିଆଁଙ୍କର କୌଣସି ଦୋଷ ନଥିବା ପ୍ରଜାକୋର୍ଟରେ ସାବସ୍ତ୍ୟ ହୋଇଥିଲା। ତେବେ ଅନ୍ୟତିଜଣଙ୍କୁ ଲାଲବାହିନୀ ଦୋଷୀ ସାବ୍ୟସ୍ଥ ହୋଇଥିଲେ। ଏମାନଙ୍କୁମାଡ ମରାଯିବା ପରେ ଚେତାବନୀ ଦିଆଯାଇ ଛଡିଦେଇଛନ୍ତି ମାଓବାଦୀ। ଆଗକୁ ସଙ୍ଗଠନ ବିରୋଧୀ କାର୍ଯ୍ୟକଲେ ମୃତୁ୍ୟଦଣ୍ଡ ଦିଆଯିବ ବୋଲି ଧମକ ଦେଇଛନ୍ତି ମାଓବାଦୀ। ଏହିମାନଙ୍କୁ ମାଓବାଦୀମାନେ ସୋମବାର ରାତିରୁ ଅପହରଣ କରିଥିଲେ। […]

Naxals

Naxals

Rakesh Mallick
  • Published: Friday, 17 April 2015
  • Updated: 17 April 2015, 06:23 AM IST

Sports

Latest News

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ଥାନା କର୍ତ୍ତନପାଲି ଅଞ୍ଚଳରୁ ମାଓବାଦୀମାନେ ଅପହରଣ କରିଥିବା ୧୧ଜଣଙ୍କୁ ମୁକ୍ତ କରିଛନ୍ତି । ଅପହୃତ ମାଥିଲିର ପୂର୍ବତନ ବ୍ଲକ ଅଧ୍ୟକ୍ଷତ୍ରିନାଥ ଭୂମିଆଁଙ୍କର କୌଣସି ଦୋଷ ନଥିବା ପ୍ରଜାକୋର୍ଟରେ ସାବସ୍ତ୍ୟ ହୋଇଥିଲା।

ତେବେ ଅନ୍ୟତିଜଣଙ୍କୁ ଲାଲବାହିନୀ ଦୋଷୀ ସାବ୍ୟସ୍ଥ ହୋଇଥିଲେ। ଏମାନଙ୍କୁମାଡ ମରାଯିବା ପରେ ଚେତାବନୀ ଦିଆଯାଇ ଛଡିଦେଇଛନ୍ତି ମାଓବାଦୀ। ଆଗକୁ ସଙ୍ଗଠନ ବିରୋଧୀ କାର୍ଯ୍ୟକଲେ ମୃତୁ୍ୟଦଣ୍ଡ ଦିଆଯିବ ବୋଲି ଧମକ ଦେଇଛନ୍ତି ମାଓବାଦୀ। ଏହିମାନଙ୍କୁ ମାଓବାଦୀମାନେ ସୋମବାର ରାତିରୁ ଅପହରଣ କରିଥିଲେ।

ସୂଚନାଯୋଗ୍ୟଯେ,ଏହିମାନଙ୍କ ମଧ୍ୟରେ ମାଥିଲି ବ୍ଲକର ପୂର୍ବତନ ଅଧ୍ୟକ୍ଷ ତ୍ରିନାଥ ଭୂମିଆଁ ଓ ସ୍ଥାନୀୟ  ୱାର୍ଡମେମ୍ବର ସାନା ଦେଇ ତାଙ୍କ ସ୍ୱାମୀ ସନ୍ନ୍ୟାସୀ ଭୂମିଆଁ ମଧ୍ୟ ରହିଥିଲେ। ଅପହରଣ ପରେ ମାଓବାଦୀ ପ୍ରବଣ ସମସ୍ତ ୬ଟି ଜିଲ୍ଲାରେ ଗୁଇନ୍ଦା ବ୍ୟବସ୍ଥାକୁ କଡ଼ାକଡି କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story