ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ଥାନା କର୍ତ୍ତନପାଲି ଅଞ୍ଚଳରୁ ମାଓବାଦୀମାନେ ଅପହରଣ କରିଥିବା ୧୧ଜଣଙ୍କୁ ମୁକ୍ତ କରିଛନ୍ତି । ଅପହୃତ ମାଥିଲିର ପୂର୍ବତନ ବ୍ଲକ ଅଧ୍ୟକ୍ଷତ୍ରିନାଥ ଭୂମିଆଁଙ୍କର କୌଣସି ଦୋଷ ନଥିବା ପ୍ରଜାକୋର୍ଟରେ ସାବସ୍ତ୍ୟ ହୋଇଥିଲା।
ତେବେ ଅନ୍ୟତିଜଣଙ୍କୁ ଲାଲବାହିନୀ ଦୋଷୀ ସାବ୍ୟସ୍ଥ ହୋଇଥିଲେ। ଏମାନଙ୍କୁମାଡ ମରାଯିବା ପରେ ଚେତାବନୀ ଦିଆଯାଇ ଛଡିଦେଇଛନ୍ତି ମାଓବାଦୀ। ଆଗକୁ ସଙ୍ଗଠନ ବିରୋଧୀ କାର୍ଯ୍ୟକଲେ ମୃତୁ୍ୟଦଣ୍ଡ ଦିଆଯିବ ବୋଲି ଧମକ ଦେଇଛନ୍ତି ମାଓବାଦୀ। ଏହିମାନଙ୍କୁ ମାଓବାଦୀମାନେ ସୋମବାର ରାତିରୁ ଅପହରଣ କରିଥିଲେ।
ସୂଚନାଯୋଗ୍ୟଯେ,ଏହିମାନଙ୍କ ମଧ୍ୟରେ ମାଥିଲି ବ୍ଲକର ପୂର୍ବତନ ଅଧ୍ୟକ୍ଷ ତ୍ରିନାଥ ଭୂମିଆଁ ଓ ସ୍ଥାନୀୟ ୱାର୍ଡମେମ୍ବର ସାନା ଦେଇ ତାଙ୍କ ସ୍ୱାମୀ ସନ୍ନ୍ୟାସୀ ଭୂମିଆଁ ମଧ୍ୟ ରହିଥିଲେ। ଅପହରଣ ପରେ ମାଓବାଦୀ ପ୍ରବଣ ସମସ୍ତ ୬ଟି ଜିଲ୍ଲାରେ ଗୁଇନ୍ଦା ବ୍ୟବସ୍ଥାକୁ କଡ଼ାକଡି କରାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Business
ପ୍ରାକ୍ ବଜେଟ୍ ପ୍ରସ୍ତୁତି ବୈଠକରେ ୯ଟି ଦାବି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଗୋପାଳପୁରରେ ସ୍ୱତନ୍ତ୍ର ଅର୍ଥନୈତିକ କରିଡର ଏବଂ ଝାରସୁଗୁଡ଼ାରେ ଇଣ୍ଡଷ୍ଟ୍ରିଆଲ ଟାଉନଶିପ୍ ପାଇଁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ।
Miscellaneous
ଗଞ୍ଜାମରେ ଜାନୁଆରୀ ୩ରୁ ମଣ୍ଡିରେ ଧାନ ସଂଗ୍ରହ
ଗଞ୍ଜାମ ଜିଲ୍ଲାରେ ଡିସେମ୍ବର ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ କରିବା ପାଇଁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା।
Crime
ଅଙ୍ଗାରଖ ଗାଁରେ ସଶସ୍ତ୍ର ଡକାୟତି ଘଟଣାରେ ୭ ଗିରଫ
ଗୋଟିଏ ଦେଶୀ ବନ୍ଧୁକ ଓ ନଗଦ ୪୬ ହଜାର ଟଙ୍କା ସହିତ ସେମାନଙ୍କଠାରୁ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି।
Miscellaneous
ଘଟଣା ସଂପର୍କରେ ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବେ
ସ୍କୁଲରେ ପ୍ରାର୍ଥନା ସରୁ ସରୁ ଶ୍ରେଣୀ ଗୃହକୁ ନ ଯାଇ ସମସ୍ତେ ସିଧା ଚାଲି ଯାଇଥିଲେ ବିଧାୟିକାଙ୍କ ଘରକୁ।