୨୧ରୁ ରଥ ନିର୍ମାଣ କାର୍ଯ୍ୟ

ପୁରୀ: ଆସନ୍ତା ୨୧ ତାରିଖରେ ଅକ୍ଷୟ ତୃତୀୟା ଅବସରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ସହ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।  ଏହା ସହ ନୂତନ ପାଶ୍ୱ ଦେବଦେବୀ, ଓଲଟ ଶୁଆ,ଅଶ୍ୱ ଆଦି ରଥ କାର୍ଯ୍ୟ ମଧ୍ୟ ଶୁଭାରମ୍ଭ ହେବ। ଏଥିଲାଗି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ଛତିଶା ନିଯୋଗ ବୈଠକରେ ନୀତି ନିର୍ଘଣ୍ଟ ହୋଇଛି । ରଥ ନିର୍ମାଣ ପାଇଁ ଆବଶ୍ୟକୀୟ କାଠ ମହଜୁଦ ରହିଛି ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। […]

rath

rath

Rakesh Mallick
  • Published: Friday, 17 April 2015
  • Updated: 17 April 2015, 06:12 AM IST

Sports

Latest News

ପୁରୀ: ଆସନ୍ତା ୨୧ ତାରିଖରେ ଅକ୍ଷୟ ତୃତୀୟା ଅବସରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ସହ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ।  ଏହା ସହ ନୂତନ ପାଶ୍ୱ ଦେବଦେବୀ, ଓଲଟ ଶୁଆ,ଅଶ୍ୱ ଆଦି ରଥ କାର୍ଯ୍ୟ ମଧ୍ୟ ଶୁଭାରମ୍ଭ ହେବ।

ଏଥିଲାଗି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ଛତିଶା ନିଯୋଗ ବୈଠକରେ ନୀତି ନିର୍ଘଣ୍ଟ ହୋଇଛି । ରଥ ନିର୍ମାଣ ପାଇଁ ଆବଶ୍ୟକୀୟ କାଠ ମହଜୁଦ ରହିଛି ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି।

ଏଥିସହ ୨୧ ଦିନ ଧରି ଚନ୍ଦନଯାତ୍ରା, ନୃସିଂହ ଚତୁର୍ଦ୍ଧଶୀ, ନୀଳାଦ୍ରୀ ମହୋଦୟ ଓ ଭଉଁରୀର ନୀତି ସମ୍ପର୍କରେ ଆଲୋଚନା କରଯାଇ ଚୂଡାନ୍ତ କରାଯାଇଥିବା ନିଯୋଗ ନାୟକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos