୩ ପ୍ରସୂତୀ ମୃତୁ୍ୟ ଘଟଣା: ରିପୋର୍ଟ ଦାଖଲ କଲା ତଦନ୍ତକାରୀ ଟିମ୍

ଭୁବନେଶ୍ୱର: ବୁର୍ଲା ବଡ ମେଡିକାଲରେ ଅସ୍ତ୍ରୋପଚାରର ୫ ଘଣ୍ଟା ପରେ ତିନିଜଣ ପ୍ରସୂତୀଙ୍କ ମୃତୁ୍ୟ ଘଟଣାରେ ତଦନ୍ତକାରୀ ଟିମ୍ ରିପୋର୍ଟ ପ୍ରଦାନ କରିଛି। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ଆରତୀ ଆହୁଜା। ଗତ ଶୁକ୍ରବାର ବୁର୍ଲା ମେଡିକାଲର ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ଅସ୍ତ୍ରୋପଚାର ଦ୍ୱାରା ମୋଟ ୯ ଜଣଙ୍କ ପ୍ରସବ କରାଯାଇଥିଲା। ତେବେ ୩ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ହଠାତ ବିଗିଡି ଯାଇଥିଲା। ଆଉ କିଛି ଘଣ୍ଟାର ବ୍ୟବଧାନ ମଧ୍ୟରେ ତିନିଜଣଙ୍କର ମୃତୁ୍ୟ ହୋଇଥିଲା। ତେବେ […]

burla

burla

Rakesh Mallick
  • Published: Friday, 17 April 2015
  • Updated: 17 April 2015, 10:30 AM IST

Sports

Latest News

ଭୁବନେଶ୍ୱର: ବୁର୍ଲା ବଡ ମେଡିକାଲରେ ଅସ୍ତ୍ରୋପଚାରର ୫ ଘଣ୍ଟା ପରେ ତିନିଜଣ ପ୍ରସୂତୀଙ୍କ ମୃତୁ୍ୟ ଘଟଣାରେ ତଦନ୍ତକାରୀ ଟିମ୍ ରିପୋର୍ଟ ପ୍ରଦାନ କରିଛି। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ଆରତୀ ଆହୁଜା।

ଗତ ଶୁକ୍ରବାର ବୁର୍ଲା ମେଡିକାଲର ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ଅସ୍ତ୍ରୋପଚାର ଦ୍ୱାରା ମୋଟ ୯ ଜଣଙ୍କ ପ୍ରସବ କରାଯାଇଥିଲା। ତେବେ ୩ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ହଠାତ ବିଗିଡି ଯାଇଥିଲା। ଆଉ କିଛି ଘଣ୍ଟାର ବ୍ୟବଧାନ ମଧ୍ୟରେ ତିନିଜଣଙ୍କର ମୃତୁ୍ୟ ହୋଇଥିଲା। ତେବେ ୯ ଜଣଙ୍କର ମଧ୍ୟରୁ ୩ ଜଣଙ୍କର କେଉଁ କାରଣ ଯୋଗୁଁ ମୃତୁ୍ୟ ହେଲା, ତାର ସରଜମିନ୍ ତଦନ୍ତ ପାଇଁ ଡିଏମ୍ଇଟିଙ୍କ ନେତୃତ୍ୱରେ ୫ ଜଣିଆ ଟିମ୍ ବୁର୍ଲା ମେଡିକାଲ ଯାଇଥିଲା।

ସ୍ତ୍ରୀ ଓ ପ୍ରସୂତୀ ବିଭାଗର ଡାକ୍ତର,ନର୍ସ ଓ ଅନ୍ୟ କର୍ମଚାରୀଙ୍କୁ ପଚାରଉଚାର କରିଥିଲା ଏହି ଟିମ୍। ସେହିଭଳି ଡ୍ରଗ୍ସ ଇନ୍ସ୍ପେକ୍ଟର ଏହି ବିଭାଗର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଥିଲେ। ଏହି ରିପୋର୍ଟରେ କ’ଣ ରହିଛି ସେ ନେଇ ସ୍ପଷ୍ଟ ସୂଚନା ଆସି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story