ବାଣ ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ ଓ ୩ ଗୁରୁତର

ତାଳଚେର (ଓଡ଼ିଶା ରିପୋର୍ଟର): ବାଣ ଭିଡ଼ିବା ବେଳେ ଅଘଟଣ। ବିସ୍ଫୋରଣ ଘଟି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଅନୁଗୋଳ ଜିଲ୍ଲା ଖମାର ଥାନା ଇଞ୍ଜିଡ଼ି ପଞ୍ଚାୟତର ସାଆନ୍ଦା ଗ୍ରାମରେ ଏହି ଅଘଟଣ ଘଟିଛି। ମୃତକ ଜଣଙ୍କ ସେହି ଗ୍ରାମର ତ୍ରିପୁର ବେହେରା ବୋଲି ଜଣାପଡିଛି। ସକାଳେ ତ୍ରିପୁର ତାଙ୍କ ଘରେ ବାଣ ଭିଡୁଥିବା ବେଳେ ହଠାତ୍ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଘରର ଛପର […]

blast-house

blast-house

Niranjan Mishra
  • Published: Friday, 21 October 2022
  • Updated: 21 October 2022, 05:09 PM IST

Sports

Latest News

ତାଳଚେର (ଓଡ଼ିଶା ରିପୋର୍ଟର): ବାଣ ଭିଡ଼ିବା ବେଳେ ଅଘଟଣ। ବିସ୍ଫୋରଣ ଘଟି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଅନୁଗୋଳ ଜିଲ୍ଲା ଖମାର ଥାନା ଇଞ୍ଜିଡ଼ି ପଞ୍ଚାୟତର ସାଆନ୍ଦା ଗ୍ରାମରେ ଏହି ଅଘଟଣ ଘଟିଛି। ମୃତକ ଜଣଙ୍କ ସେହି ଗ୍ରାମର ତ୍ରିପୁର ବେହେରା ବୋଲି ଜଣାପଡିଛି।

ସକାଳେ ତ୍ରିପୁର ତାଙ୍କ ଘରେ ବାଣ ଭିଡୁଥିବା ବେଳେ ହଠାତ୍ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଘରର ଛପର ଉଡ଼ିଯାଇଥିଲା। ଘଟଣାସ୍ଥଳରେ ହିଁ ତ୍ରିପୁରଙ୍କ ମୃତ୍ୟୁ ଘଟିଥିଲା।

ତ୍ରିପୁରଙ୍କ ସହ ବାଣ ଭିଡ଼ିବାରେ ସହଯୋଗ କରୁଥିବା ଅନ୍ୟ ତିନି ଜଣ ମଧ୍ୟ ଗୁରୁତର ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ଖମାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ଅନୁଗୁଳ ସଦର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

ଖମାର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏନେଇ ପୁଲିସ ପ୍ରତିକ୍ରିୟା ମିଳି ନ ଥିବା ବେଳେ ସ୍ଥାନୀୟ ଲୋକଙ୍କ କହିବା କଥା, ଦୀପାବଳିକୁ ଦୃଷ୍ଟିରେ ରଖି ହତାହତମାନେ ବାଣ ତିଆରି କରୁଥିଲେ। ବିନା ଲାଇସେନ୍ସରେ ସେମାନେ ବାଣ ତିଆରି କରୁଥିଲେ ବୋଲି ଗାଁ ଲୋକେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story