ଖୋଲିଲା ହୀରାକୁଦ ଡ୍ୟାମ୍‌ ଗେଟ୍

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ହୀରାକୁଦ ଡ୍ୟାମ୍‌ର ଗୋଟିଏ ଗେଟ୍ ଖୋଲିଲା। ଏବେ ମୋଟ ୮ଟି ଗେଟ୍ ଦେଇ ଡ୍ୟାମ୍‌ ଜଳ ନିଷ୍କାସନ ଜାରି। ବର୍ତ୍ତମାନ ହୀରାକୁଦର ଜଳସ୍ତର ରହିଛି ୬୦୮.୩୧ ଫୁଟ୍। ଡ୍ୟାମ୍‌ ମଧ୍ୟକୁ ୧ ଲକ୍ଷ ୪୮ ହଜାର ୧୨  କ୍ୟୁସେକ୍ ଜଳ ପ୍ରବେଶ କରୁଛି।  ଡ୍ୟାମ୍‌ରୁ ୧ ଲକ୍ଷ ୨୦ ହଜାର ୭୯୫ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି।

hirakud-1

Niharika Rout
  • Published: Saturday, 08 August 2020
  • , Updated: 08 August 2020, 09:13 AM IST

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ହୀରାକୁଦ ଡ୍ୟାମ୍‌ର ଗୋଟିଏ ଗେଟ୍ ଖୋଲିଲା। ଏବେ ମୋଟ ୮ଟି ଗେଟ୍ ଦେଇ ଡ୍ୟାମ୍‌ ଜଳ ନିଷ୍କାସନ ଜାରି। ବର୍ତ୍ତମାନ ହୀରାକୁଦର ଜଳସ୍ତର ରହିଛି ୬୦୮.୩୧ ଫୁଟ୍।
ଡ୍ୟାମ୍‌ ମଧ୍ୟକୁ ୧ ଲକ୍ଷ ୪୮ ହଜାର ୧୨  କ୍ୟୁସେକ୍ ଜଳ ପ୍ରବେଶ କରୁଛି।  ଡ୍ୟାମ୍‌ରୁ ୧ ଲକ୍ଷ ୨୦ ହଜାର ୭୯୫ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି।

Related story