ହାଇଦ୍ରାବାଦରୁ ୧୦୦ ସାଇକେଲ ଚୋରି କରି ଓଡ଼ିଶାରେ ଧରାପଡ଼ିଲେ

ଜଳେଶ୍ୱର(ଅଜିତ ଦାସ): ହାଇଦ୍ରାବାଦରୁ ଚୋରି ହୋଇଥିବା ୧୦୦ ସାଇକେଲ  ଓଡ଼ିଶାରେ ଧରାପଡ଼ିଲା। ବାଲେଶ୍ୱ ଜିଲ୍ଲା କମର୍ଦ୍ଦା ଥାନା ଅଞ୍ଚଳ କଟିସାହି ଗାଁରୁ ୧୦୦ରୁ ଅଧିକ ହାଇଦ୍ରାବାଦରୁ ଚୋରି ହୋଇଥିବା ସାଇକେଲକୁ କମର୍ଦ୍ଦା ଓ ତେଲେଙ୍ଗାନା ପୁଲିସ୍‌ ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, କମର୍ଦ୍ଦା ଅଞ୍ଚଳର ବାଟଗାଁର ଦୀପକ ଜେନା ହାଇଦ୍ରାବାଦର ଏକ ସାଇକେଲ ଦୋକାନରେ କାମ କରୁଥିଲେ। ହେଲେ ଦୋକାନ ମାଲିକ ତାଙ୍କୁ ଶହେଟି ସାଇକେଲ ଟ୍ରାନ୍ସପୋର୍ଟ […]

Cycle

Cycle

Jyoshna Pradhan
  • Published: Tuesday, 28 May 2019
  • Updated: 28 May 2019, 10:20 AM IST

Sports

Latest News

ଜଳେଶ୍ୱର(ଅଜିତ ଦାସ): ହାଇଦ୍ରାବାଦରୁ ଚୋରି ହୋଇଥିବା ୧୦୦ ସାଇକେଲ  ଓଡ଼ିଶାରେ ଧରାପଡ଼ିଲା। ବାଲେଶ୍ୱ ଜିଲ୍ଲା କମର୍ଦ୍ଦା ଥାନା ଅଞ୍ଚଳ କଟିସାହି ଗାଁରୁ ୧୦୦ରୁ ଅଧିକ ହାଇଦ୍ରାବାଦରୁ ଚୋରି ହୋଇଥିବା ସାଇକେଲକୁ କମର୍ଦ୍ଦା ଓ ତେଲେଙ୍ଗାନା ପୁଲିସ୍‌ ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି।cycle

ସୂଚନା ଅନୁସାରେ, କମର୍ଦ୍ଦା ଅଞ୍ଚଳର ବାଟଗାଁର ଦୀପକ ଜେନା ହାଇଦ୍ରାବାଦର ଏକ ସାଇକେଲ ଦୋକାନରେ କାମ କରୁଥିଲେ। ହେଲେ ଦୋକାନ ମାଲିକ ତାଙ୍କୁ ଶହେଟି ସାଇକେଲ ଟ୍ରାନ୍ସପୋର୍ଟ କରିବାକୁ କହିଥିଲେ। ତେବେ ଦୀପକ ଏହି ସାଇକେଲକୁ ଟ୍ରାନ୍ପପୋର୍ଟ ନ କରି ଓଡ଼ିଶାକୁ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଯୋଗେ ଆଣିଥିଲେ।cycle

ଏନେଇ ଦୋକାନ ମାଲିକ ଅଭିଯୋଗ ଅନୁସାରେ ତେଲେଙ୍ଗାନା ପୁଲିସ୍‌ ଓ କମର୍ଦ୍ଦା ପୁଲିସ୍‌ ଦୀପକ ଜେନାଙ୍କୁ ଗିରଫ କରିଛି।

ତେଲେଙ୍ଗାନାର ଏକ ଚାରିଜଣିଆ ଟିମ୍‌ ଘଟଣାର ତଦନ୍ତ ଜାରି ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story