ନକଲି କୀଟନାଶକ ବିକୁଥିବା ୧୧ କମ୍ପାନୀ ବ୍ୟାନ୍‌: ରାଜ୍ୟରେ କରିପାରିବେନି ବେପାର

<p>ଭୁବନେଶ୍ୱର: ରାଜ୍ୟରେ ନକଲି କୀଟନାଶକ ବିକ୍ରି ଘଟଣାରେ ୧୧ଟି କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏମାନେ ଆଉ ରାଜ୍ୟରେ କୀଟନାଶକ ବିକ୍ରି କରିପାରିବେ ନାହିଁ ବୋଲି କୃଷି ସଚିବ ସୌରଭ ଗର୍ଗ ଏହି କହିଛନ୍ତି।</p> <p>ସେ ଆହୁରି କହିଛନ୍ତି,&ldquo;ବର୍ଷାରୁ ଧାନକୁ ରକ୍ଷା ପାଇଁ ପୂର୍ବରୁ ଆଡଭାଇଜରି ଜାରି ହୋଇଥିଲା। ବର୍ଷା ବନ୍ଦ ହେବା ପରେ କ୍ଷୟକ୍ଷତିର ଆକଳନ କରାଯିବ। କେନ୍ଦ୍ରକୁ ମୋଟ ୧୭ଶହ ୧୪ କୋଟି ଟଙ୍କାର ସହାୟତା ମଗାଯାଇଛି।&rdquo;</p>

Ordigital Desk
  • Published: Wednesday, 15 November 2017
  • Updated: 15 November 2017, 04:00 PM IST

Sports

Latest News

<p>ଭୁବନେଶ୍ୱର: ରାଜ୍ୟରେ ନକଲି କୀଟନାଶକ ବିକ୍ରି ଘଟଣାରେ ୧୧ଟି କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏମାନେ ଆଉ ରାଜ୍ୟରେ କୀଟନାଶକ ବିକ୍ରି କରିପାରିବେ ନାହିଁ ବୋଲି କୃଷି ସଚିବ ସୌରଭ ଗର୍ଗ ଏହି କହିଛନ୍ତି।</p><p>ସେ ଆହୁରି କହିଛନ୍ତି,&ldquo;ବର୍ଷାରୁ ଧାନକୁ ରକ୍ଷା ପାଇଁ ପୂର୍ବରୁ ଆଡଭାଇଜରି ଜାରି ହୋଇଥିଲା। ବର୍ଷା ବନ୍ଦ ହେବା ପରେ କ୍ଷୟକ୍ଷତିର ଆକଳନ କରାଯିବ। କେନ୍ଦ୍ରକୁ ମୋଟ ୧୭ଶହ ୧୪ କୋଟି ଟଙ୍କାର ସହାୟତା ମଗାଯାଇଛି।&rdquo;</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos