ଠିକାଦାର ପାଖରେ କାମ କରୁଥିଲେ, ଉଦ୍ଧାର ହେଲେ

ମାଲକାନଗିରି (ଓଡ଼ିଶା ରିପୋର୍ଟର): ପେଟ ପାଇଁ ନାଟ। ପାଠ ପଢ଼ିବା ବୟସରେ ପରିବାରର ବୋଝ। ପରିବାରର ଆର୍ଥିକ ବୋଝ ବୋହିବା ପାଇଁ ନାବାଳିକାମାନେ ଠିକା ସଂସ୍ଥା ପାଖରେ କାମ କରୁଥିବା ବେଳେ ଉଦ୍ଧାର ହୋଇଛନ୍ତି। ମାଲକାନଗିରି ଜିଲ୍ଲା ମଲ୍ଲିକେଶ୍ୱର ପାହାଡ଼ ପାଦ ଦେଶରେ ଏକ ମନ୍ଦିର ନିର୍ମାଣ କାର୍ଯ୍ୟରେ ନିୟୋଜିତ ୧୨ ଜଣ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ମଲ୍ଲିକେଶ୍ୱର ପାହାଡ଼ ପାଦଦେଶରେ ଏକ ମନ୍ଦିର ନିର୍ମାଣ କାର୍ଯ୍ୟେରେ ନାବାଳିକାମାନେ ନିୟୋଜିତ ହୋଇଥିଲେ। ଏକ ଠିକା ସଂସ୍ଥା ନାବାଳିକାମାନଙ୍କ […]

12 girl resque from malkangiri

12 girl resque from malkangiri

Rakesh Mallick
  • Published: Saturday, 27 January 2018
  • Updated: 27 January 2018, 06:17 PM IST

Sports

Latest News

ମାଲକାନଗିରି (ଓଡ଼ିଶା ରିପୋର୍ଟର): ପେଟ ପାଇଁ ନାଟ। ପାଠ ପଢ଼ିବା ବୟସରେ ପରିବାରର ବୋଝ। ପରିବାରର ଆର୍ଥିକ ବୋଝ ବୋହିବା ପାଇଁ ନାବାଳିକାମାନେ ଠିକା ସଂସ୍ଥା ପାଖରେ କାମ କରୁଥିବା ବେଳେ ଉଦ୍ଧାର ହୋଇଛନ୍ତି। ମାଲକାନଗିରି ଜିଲ୍ଲା ମଲ୍ଲିକେଶ୍ୱର ପାହାଡ଼ ପାଦ ଦେଶରେ ଏକ ମନ୍ଦିର ନିର୍ମାଣ କାର୍ଯ୍ୟରେ ନିୟୋଜିତ ୧୨ ଜଣ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି।

ମଲ୍ଲିକେଶ୍ୱର ପାହାଡ଼ ପାଦଦେଶରେ ଏକ ମନ୍ଦିର ନିର୍ମାଣ କାର୍ଯ୍ୟେରେ ନାବାଳିକାମାନେ ନିୟୋଜିତ ହୋଇଥିଲେ। ଏକ ଠିକା ସଂସ୍ଥା ନାବାଳିକାମାନଙ୍କ ଦ୍ୱାରା ମନ୍ଦିର ନିର୍ମାଣ କାର୍ଯ୍ୟ କରୁଥିଲା। ଏ ସମ୍ପର୍କରେ ଖବର ପାଇ ଚାଇଲ୍ଡ ଲାଇନ ଓ ଶ୍ରମ ବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ୧୨ ଜଣ ନାବାଳିକାମାନଙ୍କୁ ଉଦ୍ଧାର କରିଛନ୍ତି। ସେମାନଙ୍କ ବୟସ ୧୮ ବର୍ଷରୁ କମ୍‌ ହେବ। ସମସ୍ତଙ୍କୁ ପରିବର୍ତ୍ତନ ଅଫିସରେ ରଖାଯାଇଥିଲା। ପରେ ସେମାନଙ୍କୁ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story